ଏଣିକି ଦୈନିକ ୪ ଘଣ୍ଟା ପାଇଁ ଖୋଲା ରହିବ ବ୍ୟାଙ୍କ, ଅଧା କର୍ମଚାରୀରେ ଚାଲିବ ଅଫିସ କାର୍ଯ୍ୟ
ନୂଆଦିଲ୍ଲୀ, ୨୩ା୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବ୍ୟାଙ୍କଗୁଡ଼ିକର ସମୟସୀମା ହ୍ରାସ କରିବାକୁ ପଦକ୍ଷେପ ନେଇଛି ।…