ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ

ଝାଡଖଣ୍ଡ, ୪ ।୩: ଝାଡଖଣ୍ଡ ପଶ୍ଚିମ ସିଂହଭୂମିରେ ହୋଇଛି ଆଇଡି ବିସ୍ଫୋରଣ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ ହୋଇଥିବା ବେଳେ ୪ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଛି । ଆଜି…

ରାଜ୍ୟରେ ଆଉ ୮୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୪।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣି ୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯ ଓ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର):କରୋନା ଯୋଗୁଁ ଆର୍ଥିକ ସ୍ଥିତିରେ ବିଶେଷ ପ୍ରଭାବ ପଡିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ । ନବୀନ ନିବାସରେ…

ସିଏମସି ବିକାଶ ଭବନ ନିକଟରେ ନିଆଁ

କଟକ, ୪ ।୩(ଓଡିଶା ଭାସ୍କର): କଟକ ସିଏମସି ବିକାଶ ଭବନରେ ନିକଟ ଇଲେକ୍ଟିକାଲ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ…

ରାଜ୍ୟରେ ଓବିସି ସର୍ଭେକୁ ନେଇ କ’ଣ କହିଲେ ଧର୍ମେନ୍ଦ୍ର?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର): ଓବିସି ଓ ଏସଇବିସି ବର୍ଗଙ୍କୁ ନେଇ ଜୋର ଧରିଛି ରାଜନୀତି । ଓବିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ଆୟୋଜିତ…