ପ୍ରଦୂଷଣ କାରଣରୁ ବଢ଼ୁଛି ଚିଡ଼ଚିଡ଼ାପଣ! ମସ୍ତିଷ୍କ ଉପରେ ପକାଇଥାଏ ଏପରି ପ୍ରଭାବ
ଦିନକୁ ଦିନ ରାଜଧାନୀ ଦିଲ୍ଳୀ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହି ପ୍ରଦୂଷଣ ବୃଦ୍ଧି କାରଣରୁ ଲୋକମାନଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଥିବା…