ଘରେ ୫୦ ଜଣଙ୍କ ସହ ପାର୍ଟି କଲେ ଛାତ୍ର, ଲାଗିଗଲା ଏତେ ଲକ୍ଷ ଟଙ୍କାର ଜୋରିମାନା
ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡିଛି ପାର୍ଟି । କରୋନା କାଳରେ ନିଜ ଘରେ ୫୦ ଜଣଙ୍କ ସହ ପାର୍ଟି କରିବାକୁ ତାଙ୍କୁ ୯.୪ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ପାର୍ଟି କରିଥିବା ଛାତ୍ର ଜଣକ ସଫେଇ ଦେଇ କହିଛନ୍ତି ଯେ,…