ଭୁଲରେ ବି ରାସ୍ତା ଭୁଲିବାକୁ ଦେବ ନାହିଁ Google Mapsର ଏହି ବୈଶିଷ୍ଟ୍ୟ : ଜାଣନ୍ତୁ ଏହାର ବିଶେଷତା
ନୂଆଦିଲ୍ଲୀ : Google Mapsର ବ୍ୟବହାର ଅଧିକାଂଶ ଲୋକେ କରନ୍ତି । ଏହା ସାହାର୍ଯ୍ୟରେ ଲୋକେ ଠିକ ସମୟରେ ଏବଂ ଦ୍ରୁତତମ ମାର୍ଗରେ ନିଜର ଲୋକେସନରେ ପହଞ୍ଚିପାରିବେ । କିନ୍ତୁ ଅନେକ ଥର କେତେକ ସ୍ଥାନରେ ଇଣ୍ଟରନେଟ ନଥିବା…