Cricket World Cup 2023; ୫ ଥରର ବିଜେତା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ବୋଲିଂ
ବେଙ୍ଗାଲୁର: ଆଇସିସି ବିଶ୍ୱକପ୍ ୨୦୨୩କୁ ନେଇ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଅଷ୍ଟ୍ରେଲିଆ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ରେ ବିଜୟୀ ନିହାତ ଜରୁରୀ…