ଏଣିକି ଏସସିବି ମେଡିକାଲର ICU ରେ ବାଜିବ ଭଜନ, ରୋଗୀଙ୍କୁ ଦିଆଯିବ ୨୪ ଘଣ୍ଟା ମ୍ୟୁଜିକ୍ ଥେରାପି
ଓଡିଶା ଭାସ୍କର; ଏଣିକି କଟକ ଏସସିବି ମେଡିକାଲର ଆଇସିୟୁରେ ବାଜିବ ଭଜନ । ରୋଗୀଙ୍କୁ ଦିଆଯିବ ୨୪ ଘଣ୍ଟା ମ୍ୟୁଜିକ୍ ଥେରାପି । ଏନେଇ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ମେଡିକାଲ୍ର…