ବଡ ଖବର: ୩୦ ଜୁନ୍ ଯାଏଁ ଚାଲିବ ନାହିଁ କୌଣସି ରେଗୁଲାର ଟ୍ରେନ୍, ସମସ୍ତ ଟିକେଟ୍ ବାତିଲ କଲା ରେଳବାଇ
ନୂଆଦିଲ୍ଲୀ,୧୪ ।୫: ୩୦ ଜୁନ୍ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଯାତ୍ରୀଙ୍କ ଟିକେଟ୍ ବାତିଲ କରିଛି ଭାରତୀୟ ରେଳବିଭାଗ । ଅର୍ଥାତ୍ ୩୦ ଜୁନ୍ ପର୍ଯ୍ୟନ୍ତ କୌଣସି ରେଗୁଲାର ବା ନିୟମିତ ଚାଲୁଥିବା ଟ୍ରେନ୍ ଚାଲିବ ନାହିଁ ।…