ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ: କହିଲେ- ଏଥର ଭୁଲିଯାଅ ଟୁର୍ଣ୍ଣାମେଣ୍ଟ
ଆଇପିଏଲକୁ ନେଇ ଖୁବଶୀଘ୍ର ବଡ ଘୋଷଣା କରିପାରେ ବିସିସିଆଇ । କରୋନା ଯୋଗୁଁ ୱିମ୍ବଲଡନ ଓ ଅଲିମ୍ପିକ୍ ଗେମ୍ସରେ ଗ୍ରହଣ ଲାଗିସାରିଛି । ବର୍ତ୍ତମାନ ଦେଶରେ ଚାଲିଥିବା ଲକ୍-ଡାଉନ୍ ଏପ୍ରିଲ ୩୦କୁ ବୃଦ୍ଧି ପାଇବ ବୋଲି ଆଶା…