ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ! ୨୨୪୦ ଷ୍ଟାଫ ନର୍ସ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ଓଡ଼ିଶା ଭାଷ୍କର : ମହିଳାମାନଙ୍କ ପାଇଁ ବମ୍ପର ନିଯୁକ୍ତି । ଷ୍ଟାଫ ନର୍ସରେ ଖାଲି ଅଛି ୨୨୦୦ରୁ ଅଧିକ ପଦବୀ । ଷ୍ଟାଫ ନର୍ସ କୋର୍ସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାିଖ ସେପ୍ଟେମ୍ବର ୨୯ ତାରିଖ…