Breaking News ନିର୍ଭୟା ମାମଲା: କାଲି ଫାଶୀ ଶୁଣାଣି Odisha Bhaskar Bureau Jan 30, 2020 ନୂଆଦିଲ୍ଲୀ,୩୦ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀରୁ ବଞ୍ଚିବା ପାଇଁ ଚାଲ୍ କରୁଛନ୍ତି ଦୋଷୀ । ଫେବ୍ରୁଆରି ୧ର ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀମାନେ ଆବେଦନ କରିଛନ୍ତି । କାଲି ୧୦ଟା ସୁଦ୍ଧା ରିପୋର୍ଟ ଦାଖଲ…
Breaking News ପୁଣେରେ ଦାୟିତ୍ୱ ନେଲେ ଓଡିଆ ସେନାଧିକାରୀ Odisha Bhaskar Bureau Jan 30, 2020 ପୁଣେ,୩୦ ।୧: ମହାରାଷ୍ଟ୍ରର ପୁଣେରେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ସେନାଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି । ସେ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ…
Breaking News ଆସନ୍ତା ୩ରୁ ନିୟମିତ ଭାବେ ସାବରୀମାଲା ଶୁଣାଣି Odisha Bhaskar Bureau Jan 30, 2020 ନୂଆଦିଲ୍ଲୀ, ୩୦ା୧: ସୁପ୍ରିମକୋର୍ଟରେ ଆସ୍ଥା ବନାମ ମୌଳିକ ଅଧିକାରକୁ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଫେବୃଆରି ୩ରୁ ନିୟମିତ ଭାବେ ଶୁଣାଣି ହେବ । ୯ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବା ନେଇ ସିଜେଆଇ ସୂଚନା…
Breaking News ଜାମିଆରେ ଗୁଳିଚାଳନା, ଜଣେ ଗିରଫ Odisha Bhaskar Bureau Jan 30, 2020 ନୂଆଦିଲ୍ଲୀ, ୩୦ା୧: ନୂଆଦିଲ୍ଲୀର ଜାମିଆ ଅଞ୍ଚଳରେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଥିଲା । ଯାହାଫଳରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ…
Breaking News ନିର୍ଭୟା ଗଣଦୁଷ୍କର୍ମ ମାମଲା, ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ Odisha Bhaskar Bureau Jan 30, 2020 ନୂଆଦିଲ୍ଲୀ, ୩୦ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ଆଜି କ୍ୟୁରେଟିଭ ପିଟିସନ ଖାରଜ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ…
Breaking News କେରଳରେ କରୋନା ରୋଗୀ ଚିହ୍ନଟ Odisha Bhaskar Bureau Jan 30, 2020 କେରଳ,୩୦ ।୧: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କର ଜୀବନ ନେଇସାରିଲାଣି । ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ନୂଆ ୧,୭୩୭…
Breaking News ବୋଡ଼ୋ ବିଦ୍ରୋହୀଙ୍କ ଆତ୍ମସମର୍ପଣ Odisha Bhaskar Bureau Jan 30, 2020 ଆସାମ, ୩୦ା୧: ଆସାମରେ ଏଣିକି ସମ୍ପୂର୍ଣ୍ଣ ଭାବେ ବୋଡ଼ୋ ଆନ୍ଦୋଳନ ବନ୍ଦ ହେବ । ଗୁଆହାଟୀରେ ଅସ୍ତ୍ର ସହ ୧୬୧୫ ବୋଡ଼ୋ ବିଦ୍ରୋହୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।ଏନେଇ ଏନଡ଼ିଏଫବି ବିଦ୍ରୋହୀ ସଂଗଠନ ସହ ଚୁକ୍ତି…
Breaking News ଅସ୍ତରଙ୍ଗରେ ୫ମିନିଟ ଘୂର୍ଣ୍ଣିଝଡ଼ର ତାଣ୍ଡବ Odisha Bhaskar Bureau Jan 30, 2020 ଅସ୍ତରଙ୍ଗ, ୩୦ା୧(ଓଡ଼ିଶା ଭାସ୍କର): ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଛି । ଏହା ସକାଳ ୧୦ଟା ୨୦ରେ ୫ମିନିଟର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଥିଲା । ପବନରେ ଆଜବେଷ୍ଟ ଓ ଚାଳଛପର ଘର ଉଡ଼ିଯାଇଥିବା…
Breaking News ଓୟୁଏଟିରେ ସରିଲା କୁକୁଡା ମରା ଅଭିଯାନ Odisha Bhaskar Bureau Jan 30, 2020 ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଓୟୁଏଟି ଫାର୍ମରେ ୨ ଦିନିଆ କୁକୁଡା ମରା ଅଭିଯାନ ଶେଷ ହୋଇଛି । ଏହା ସହ ବିଭିନ୍ନ ଅଞ୍ଚଳରେ ୫ଟି ଟିମ୍ କୁକୁଡା ଫାର୍ମର ପରିବେଶ ଯାଞ୍ଚ କରୁଛନ୍ତି । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ…
Breaking News ଅନୁଗୁଳ ଥାନା SI ନିଲମ୍ବିତ Odisha Bhaskar Bureau Jan 30, 2020 ଅନୁଗୁଳ,୩୦ ।୧(ଓଡିଶା ଭାସ୍କର): ଅଭିଯୁକ୍ତଙ୍କୁ ଖସାଇ ଦେବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଥାନ ଏସଆଇ ଅରକ୍ଷିତ ସେଠୀ । ଏସଆଇ ଅରକ୍ଷିତଙ୍କୁ ନିଲମ୍ବନ କରିଛନ୍ତି ଏସପି । ତେବେ କୋର୍ଟ ଚାଲାଣର କିଛି ସମୟ ପରେ…