ସକ୍ରିୟ ଲଘୁଚାପ ପ୍ରଭାବରେ ୩୧ ଯାଏଁ ବର୍ଷା, ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର…

ଏସିଆନ୍ ଗେମ୍ସରେ ଭାଗ ନେବେ ୬୩୪ ଭାରତୀୟ ଆଥଲେଟ୍‌, ଓଡ଼ିଶାରୁ ୧୦ ଖେଳାଳି ସାମିଲ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଚୀନର ହାଙ୍ଗଝୋୟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୬୩୪ ଆଥଲେଟ୍ ଭାଗ ନେବେ । ଭାରତୀୟ ଅଲିମ୍ପିକ୍ ଆସୋସିଏସନ ୮୫୦ ଆଥଲେଟଙ୍କ ନାମ ସୁପାରିସ୍‌…

ଆମେରିକାରେ ଆହୁରି ମହଙ୍ଗା ଋଣରୁ ନିସ୍ତାର ନାହିଁ, ଦରଦାମ୍ କମାଇବାକୁ ପୁଣି ବଢିପାରେ ସୁଧହାର: ଫେଡେରାଲ ରିଜର୍ଭ ଅଧ୍ୟକ୍ଷ 

ନୂଆଦିଲ୍ଲୀ: ଆମେରିକାରେ ସୁଧହାର ବୃଦ୍ଧି ଆଗାମୀ ଦିନରେ ବୃଦ୍ଧି ଜାରି ରହିବ । ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମ ପାୱେଲ କହିଛନ୍ତି ଯେ, ଦେଶରେ ଦରଦାମ୍‌କୁ ନିୟନ୍ତ୍ରଣରେ ଆଣିବା ପାଇଁ ଆଗକୁ ସୁଧହାର ବଢାଇବାକୁ…

(Video) ଚନ୍ଦ୍ରରୁ ଆସିଲା ରୋଭରର ପ୍ରଥମ ଭିଡିଓ; ଏଥିରେ ଦେଖାଯାଉଛି ଏଲିୟନ!

ଓଡିଶା ଭାସ୍କର; ଚନ୍ଦ୍ରରେ ପୃଷ୍ଠରେ ରୋଭର ଓହ୍ଲାଇବା ୨୪ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି । ସେହିପରି ଆଜି ଚନ୍ଦ୍ରରୁ ଆସିଛି ରୋଭର ଧରାବତରଣର ପ୍ରଥମ ଭିଡିଓ । ଏହି ଭିଡିଓକୁ ଆଜି ଇସ୍ରୋ ଜାରି କରି ଏ ନେଇ ସୂଚନା ଦେଇଛି…

୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ କଲେ ଗାଁ ୪ଜଣ ଯୁବକ! ଗୁରୁତର ଅବସ୍ଥାରେ ବୃଦ୍ଧାଜଣଙ୍କ ଡାକ୍ତରଖାନାରେ ଚିକିତ୍ସିତ….

ଓଡିଶା ଭାସ୍କର; ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ବୃଦ୍ଧା…

IDFC First Bank ହେଲା ଭାରତର ଘରୋଇ ଅନ୍ତର୍ଜାତୀୟ ମ୍ୟାଚ୍ ର ଟାଇଟଲ୍ ପ୍ରଯୋଜକ, ବିସିସିଆଇର ହେବ ବଡ଼ ଫାଇଦା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଙ୍କ IDFC ଭାରତର ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍ ର ଟାଇଟଲ୍ ଅଧିକାର ହାସଲ କରିଛି। ଏହି ଡିଲ୍ ଅନୁଯାୟୀ ବିସିସିଆଇ ଗୋଟିଏ ମ୍ୟାଚ୍ ପାଇଁ IDFC First Bank ଠାରୁ ୪.୨ କୋଟି ଟଙ୍କା ପାଇବ।…

କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେନି ଓଡିଶା ନେତା; ନେତାଙ୍କ ମନ ବୁଝାଇବାକୁ ଓଡିଶା ଆସୁଛନ୍ତି ରାହୁଲ!

ଓଡିଶା ଭାସ୍କର; ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଚଳିତ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବରରେ ପ୍ରିୟଙ୍କା ଗାନ୍ଧୀଙ୍କର ମଧ୍ୟ ଓଡ଼ିଶା ଆସିବା ନେଇ…

ଇଷ୍ଟର୍ଣ୍ଣ ଜୋନ୍‌ରେ ଭୁବନେଶ୍ୱର ଜିତିଲା ଏକ ନମ୍ବର ସ୍ମାର୍ଟ ସିଟି ପୁରସ୍କାର

ନୂଆଦିଲ୍ଲୀ: ପୁଣିଥରେ ସର୍ବଭାରତୀୟ ସ୍ତରରେ ଏକ ନମ୍ବର ସ୍ମାର୍ଟ ସିଟି ପୁରସ୍କାର ଜିତିଲା ଭୂବନେଶ୍ୱର ନଗର ନିଗମ। କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଳାୟ ଦ୍ୱାରା କରାଯାଉଥିବା ଭାରତୀୟ ସ୍ମାର୍ଟ ସିଟି…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଇନଷ୍ଟାଗ୍ରାମରେ ଜଣାଇଲେ ଏହି ଖୁସି ଖବର

ଓଡିଶା ଭାସ୍କର; ଭାରତୀୟ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ଯୁବରାଜ ସିଂ ପତ୍ନୀ ହାଜେଲ କିଚଙ୍କ ସହ ତାଙ୍କ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି । ନିଜର ଇନଷ୍ଟାଗ୍ରାମରେ ସେ ପ୍ରଶଂସକ ଏବଂ…

Video: ଫୋନ୍ କରି କରି ଆସିଲାନି ଆମ୍ବୁଲାନ୍ସ, ରାତି ଅଧରେ ରାସ୍ତା ମଝିରେ ପ୍ରସବ କଲେ ଆଦିବାସୀ ମହିଳା

ନୂଆଦିଲ୍ଲୀ: ଅସହ୍ୟ ହେଲା ପ୍ରସବ ଯନ୍ତ୍ରଣା, ଡାକ୍ତରଖାନାରେ ପହଞ୍ଚିବା ପୁର୍ବରୁ ରସ୍ତା ମଝିରେ ପ୍ରସବ କଲେ ଆଦାବାସୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ନିର୍ମଲ ଜିଲ୍ଲାରେ । ମହିଳା ଜଣକଙ୍କର…