ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇଦେବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓନାମ୍‍, ରକ୍ଷାବନ୍ଧନ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଳି…

ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ବିମାନବନ୍ଦରରେ ହେଲା ଜୋରଦାର ସ୍ୱାଗତ

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରେ ରେଡ…

କେନ୍ଦ୍ର ସରକାର ଲଞ୍ଚ କଲେ ‘ମେରା ବିଲ୍ ମେରା ଅଧିକାର’ ଯୋଜନା, ଜାଣନ୍ତୁ କିପରି ଜିଏସ୍‌ଟି ବିଲ୍ ଆପଣଙ୍କୁ ଜିତାଇବ ୧ କୋଟି…

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଉପରେ ସରକାରଙ୍କୁ ନକଲି ବିଲ୍ ଏବଂ ରେଜିଷ୍ଟ୍ରେସନ୍ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଗତ ମାସରେ ଜିଏସ୍‌ଟି ଅଧିକାରୀମାନେ ଏହା ବିରୋଧରେ ଅଭିଯାନ ମଧ୍ୟ…

ୟୁଜିସି ଦେଲା ନିର୍ଦେଶ: ସମସ୍ତ ବିଶ୍ୱ ବିଦ୍ୟାଳୟରେ ସିଧାପ୍ରସାରଣ ହେବ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ସମଗ୍ର ଦେଶବାସୀ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ ସମୟକୁ ଅତି ଉତ୍ସାହର ସହିତ ଚାହିଁ ବସିଛନ୍ତି । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ସମୟରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହାରି…

OMC Recruitment 2023: ଏକାଧିକ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦରମା ୨.୦୯ ଲକ୍ଷ

ନୂଆଦିଲ୍ଲୀ: ଓଡ଼ିଶା ମାଇନିଂ କର୍ପୋରେସନ୍‌(ଓଏମ୍‌ସି) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ବିଭାଗରେ ଓଏମ୍‌ସି ୩୮ ପଦବୀରେ ନିଯୁକ୍ତି ଦେବ । ଆଶାୟୀ…

Inflation: ଆଗକୁ ଆହୁରି କନ୍ଦାଇବ ମହଙ୍ଗା ମାଡ଼, ସରକାର ଏବଂ ରିଜର୍ଭ ବ୍ୟାଙ୍କ୍‌କୁ ଚେତାଇଲା ଅର୍ଥ ମନ୍ତ୍ରଳାୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବିଭିନ୍ନ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ । ଏଭଳି ଏକ ଚିନ୍ତା ବଢାଇଲା ଭଳି ରିପୋର୍ଟ ଅର୍ଥ ମନ୍ତ୍ରଳାୟ କେନ୍ଦ୍ର…

ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ପ୍ରଶାସନର ସୂଚନା

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅବଢା ଯୋଜନା ପ୍ରକଳ୍ପର ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା…

(Video)ଅଜବ ପୋଷାକ, ଖାଦ୍ୟରେ ପ୍ରସ୍ତୁତ ହେଲା ଉର୍ଫି ଜାଭେଦଙ୍କ ପୋଷାକ

ମୁମ୍ବାଇ; ନିଜର ଭିନ୍ନ ଭିନ୍ନ ପୋଷାକ ପାଇଁ ସବୁବେଳେ ଚର୍ଚ୍ଚା ପରିସର ଭିତରେ ରହିଥାନ୍ତି ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ । କେତେବେଳେ ଫୁଲପତ୍ର ତ କେତେବେଳେ ବ୍ଲେଡ୍ ଓ ସେଫ୍ଟି ପିନ୍ ଡ୍ରେସ ପରିଧାନ କରିଥାନ୍ତି…

ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଲା ପୋଲିସ, ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ଓଡିଶା ଭାସ୍କର: ଖଣ୍ଡଗିରି ବାରିରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୁ ବୈଶାଖୀ ପଲେଇକୁ ଗିରଫ କରିଛି ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପୋଲିସକୁ ପ୍ରମାଣ ମିଳିଛି । ଘଟଣା…

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ…