ଭାରତର ୬.୪ ଲକ୍ଷ ଗ୍ରାମକୁ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ୧.୩୯ କୋଟି ଟଙ୍କା ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ ଦେଶର ୬.୪ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ୧ କୋଟି ୩୯ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର…

ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ ପ୍ରବେଶ କରୁଛି ଅଧିକ ପାଣି: ନଦୀବନ୍ଧ କର୍ତ୍ତୃପକ୍ଷ ଖୋଲିଲେ ଆଉ ୫ଟି ଗେଟ

ହୀରାକୁଦ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଏବେ ବି ବୌଦ୍ଧ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଅନ୍ୟ କିଛି ଅଞ୍ଚଳର ଲୋକମାନେ ପାଣି ଘେର ମଧ୍ୟରେ…

ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କ ପାଇଁ ରାମବାଣ : ଆପଣାନ୍ତୁ ଏହି ଜିନିଷ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ବିଶେଷ କରି ଅଧିକ ଲୁଣ ଖାଇବା, ବାହାରର ଖାଦ୍ୟର ଅଧିକ ସେବନ ଆଦି ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଅଧିକ…

ଇନଭର୍ଟରକୁ ଘରର ଏହି ସ୍ଥାନରେ ରଖନ୍ତୁ ନାହିଁ : ଯଦି ଭୁଲ କରିଥିଲେ ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ : ଆଜିର ଦିନରେ ଇନଭର୍ଟର ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଇନଭର୍ଟର ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି । ଯଦି ବାରମ୍ବାର ବିଜୁଳି କାଟ ହେଉଛି, ତେବେ…

ଫୁଲ ନୁହେଁ ବିଲାତିରେ କରାଯାଏ ସ୍ୱାଗତ : ଏଠି ରହିଛି ବିଚିତ୍ର ରୀତି

ଓଡ଼ିଶା ଭାସ୍କର : କଥାରେ ଅଛି, ଯେଉଁ ଦେଶଯିବ ସେଇ ଫଳ ଖାଇବ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା । ସବୁ ଦେଶର ପରମ୍ପରା, ପର୍ବପର୍ବାଣୀ ଓ ସଂସ୍କୃତି ଅଲଗା ଅଲଗା ରହିଛି । ସେହିପରି ବିବାହରେ ମଧ୍ୟ ବିଭିନ୍ନ…

NHର ଲୋକାର୍ପଣ କଲେ ନବୀନ-ଶାହା : ଓଡ଼ିଶା ସରକାରଙ୍କୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାଭବନରେ ପହଞ୍ଚି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ…

Today’s Gold Rate : ସୁନା ଦରରେ ଆଜି ହୋଇଛି ବଡ଼ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ରହିଛି ଦାମ

ଭୁବନେଶ୍ୱର : ସୁନା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଣିବା ପୂର୍ବରୁ ଜାଣିନିଅନ୍ତୁ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ…

ହେପାଟାଇଟିସ ରୋଗୀଙ୍କ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ସରକାରୀ ଓ ଘରୋଇ ହସ୍ପିଟାଲ : ଜାରିହେଲା ନିର୍ଦେଶ ନାମା

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟର ହେପାଟାଇଟିସ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ଦିଆଯିବ । ସରକାରୀ ହେଉ ବା ଘରୋଇ ହସ୍ପିଟାଲ ହେଉ, ହେପାଟାଇଟିସରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା…

Video : ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବା ବେଳେ ଘଟିଲା ଅଘଟଣ : ୩ ଯବାନ ହେଲେ ସହିଦ

ଜମ୍ମୁ କାଶ୍ମୀର : ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀ୮୍‌କ ସହ ଗୁଳି ବିନିମୟ ବେଳେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କ ବାଦୀ ଲୁଚି…

ଓଡ଼ିଶା ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ : ଉଦଘାଟନ କରିବେ ଦୁଇଟି ଜାତୀୟ ରାଜପଥ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ବିଜେପି ନେତା ଓ କର୍ମଚାରୀଙ୍କର ଭିଡ ଜମିଥିଲା । ଶନିବାର ଲୋକସଭା…