ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI ଲଞ୍ଚ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସ୍‌ଲା ଏବଂ ସ୍ପେସ୍ ଏକ୍ସ ସିଇଓ ତଥା ଟ୍ୱିଟର ମାଲିକ ଏଲନ ମସ୍କ ବୁଧବାର xAI ନାମକ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଲଞ୍ଚ କରିଛନ୍ତି । “ବ୍ରହ୍ମାଣ୍ଡର ପ୍ରକୃତ ପ୍ରକୃତି ବୁଝିବା” ଲକ୍ଷ୍ୟ…

କର୍ମଚାରୀଙ୍କ ଦରମା ବୃଦ୍ଧିକୁ ସ୍ଥଗିତ ରଖିଲା ଇନଫୋସିସ୍

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଟି କମ୍ପାନୀ ଇନଫୋସିସ୍ ଏହାର ସିନିୟର ମ୍ୟାମେଜମେଣ୍ଟ ସ୍ତର ତଳେ ଥିବା କର୍ମଚାରୀଙ୍କ ଦରମା ବୃଦ୍ଧିକୁ ସ୍ଥଗିତ ରଖିଛି। ଯାହାକୁ ନେଇ ମନିକଣ୍ଟ୍ରୋଲ ଏକ ରିପୋର୍ଟ କରିଛି। ପ୍ରତିବର୍ଷ…

ଓଇସିଡିର ସର୍ଭେ: ୨୭% ଚାକିରୀ ଉପରେ ପଡିବ ଏଆଇର ପ୍ରଭାବ

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା ଏଆଇର ପ୍ରଭାବ ସାରା ବିଶ୍ୱରେ ବଢିବାରେ ଲାଗିଛି। ଏହା ସହ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଲାଗିରହୁଛି। ଲୋକମାନଙ୍କ ଭିତରେ ଏହାକୁ ନେଇ ଡର ହେଉଛି ,କି…

ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ କେନ୍ଦ୍ର ସରକାର ୨୨ଟି ରାଜ୍ୟକୁ ଦେଲେ ଅନୁଦାନ, ଓଡ଼ିଶାକୁ ମିଳିଲା ୭୦୭ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ ୨୨ଟି ରାଜ୍ୟକୁ ୭ ହଜାର ୫୩୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଅନୁସାରେ ରାଜ୍ୟଗୁଡ଼ିକୁ ପ୍ରାକୃତିକ…

ଲାଞ୍ଚ ନେଲା ବେଳେ ଫିଲ୍ମ ଷ୍ଟାଇଲ୍‌ରେ ମାଡ଼ି ବସିଲା ସିବିଆଇ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଲାଞ୍ଚ ନେଉଥିଲେ ପୋଲିସ ଅଧିକାରୀ, ମାଡ଼ି ବସିଲା ସିବିଆଇ । ଏଭଳି ଏକ ଘଟଣା ବୁଧବାର ରାଜଧାନୀ ଦିଲ୍ଲୀରେ ଘଟିଥିବା ବେଳେ ନିକଟରେ ଥିବା ଏକ ସିସିଟିଭିରେ ଏହା କଏଦ୍ ହୋଇଛି । ଏକ ଦୋକାନୀଠାରୁ ଦିଲ୍ଲୀ ପୋଲିସର…

ଜୁନ୍ ମାସରେ ଆକାଶ ଛୁଇଁଲା ଖାଦ୍ୟ ପଦାର୍ଥର ଦରଦାମ୍‌, ୪.୮୧% ରେ ଖୁଚୁରା ମୁଦ୍ରାସ୍ପିତି

ନୁଆଦିଲ୍ଲୀ: ଜୁନ୍ ମାସ ପାଇଁ ସରକାରଙ୍କ ପକ୍ଷରୁ ଖୁଚୁରା ମୁଦ୍ରାସ୍ପିତି ପ୍ରକାଶ ପାଇଛି । ଦେଶର ଅନେକ ସ୍ଥାନରେ ଜୁନ୍ ମାସରେ ପନିପରିବା ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ପାଇବା ସହିତ…

ପଶ୍ଚିମ ବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ପ୍ରଚଣ୍ଡ ବିଜୟ, ପୁଣି ପଛରେ ପଡ଼ିଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିଛି ତୃଣମୁଳ କଂଗ୍ରେସ(ଟିଏମ୍‌ସି)। ପଶ୍ଚିମବଙ୍ଗର ମୋଟ୍ ୩୩୧୭ ପଞ୍ଚାୟତରୁ ଟିଏମ୍‌ସି ମୋଟ୍ ୨୫୫୨ ପଞ୍ଚାୟତରେ ବାଜିମାତ୍ କରିଛି। ୨୩୨ ପଞ୍ଚାୟତ…

୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ବଳ ଯୋଗାଡ଼ କରୁଛନ୍ତି ବିରୋଧୀ, ବେଙ୍ଗାଲୁର ବୈଠକରେ ୨୪ ଦଳ ହେବେ ସାମିଲ

ନୂଆଦିଲ୍ଲୀ: ବିଜେପିକୁ କେନ୍ଦ୍ରରେ କ୍ଷମତାରୁ ହଟାଇବା ପାଇଁ ଦେଶର ଅନେକ ବିରୋଧ ଦଳ ଏକଜୁଟ୍ ହୋଇ ଲଢିବାକୁ ଉଦ୍ୟମ ଚଳାଇଛନ୍ତି । ପାଟନା ବୈଠକ ପରେ ୧୭-୧୮ ଜୁଲାଇରେ କଂଗ୍ରେସ ଗଡ଼ ବେଙ୍ଗାଲୁରରେ ୨୪ ବିରୋଧୀ ଦଳ ଏକଜୁଟ୍…

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ବିକାଶ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ରାଜ୍ୟର…

ଭାରତୀୟ ରେଲୱେ ଆଣିଲା ବମ୍ପର ନିଯୁକ୍ତି ସୁଯୋଗ: ଟିଟିଇ ପଦବୀରେ ୭ ହଜାରୁ ଉର୍ଦ୍ଧ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଆଶାୟୀ ମାନଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳ ବିଭାଗ ଆଣିଛି ମେଗା ନିଯୁକ୍ତି ସୁଯୋଗ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାରତୀୟ ରେଳବାଇ ୭ ହଜାରରୁ ଉର୍ଦ୍ଧ ଟିଟିଇ ପଦବୀରେ ନିଯୁକ୍ତି…