HCL ରେ ଖାଲି ପଡିଛି ୭୭ଟି ପଦବୀ , ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୦୫ ପୂର୍ବରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ହିନ୍ଦୁସ୍ତାନ କପର ଲିମିଟେଡ(HCL)ରେ ଖାଲିପଡିଛି ୭୭ଟି ଟ୍ରେଡ ଆପରେଣ୍ଟିସ ପଦବୀ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନର ଶେଷ ତାରିଖ ଅଗଷ୍ଟ ୫, ୨୦୨୩ ପର୍ଯ୍ୟନ୍ତ ରହିଛି ।…

ହୃଦ ରୋଗ ଏବଂ ଉଚ୍ଚ ରକ୍ତଚାପରୁ ବଞ୍ଚାଇବ ଅଖରୋଟ : ଜାଣିନିଅନ୍ତୁ ଏହାର ୫ଟି ଫାଇଦା

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ଅଖରୋଟ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇବା ଦ୍ୱାରା କେବଳ ହାର୍ଟ ଫିଟ୍ ରହି ନଥାଏ, ବରଂ ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ…

୫ଦିନ ଛୁଟିରେ ରହିବା ପରେ ଫେରିଥିଲେ କନଷ୍ଟେବଲ : ଥାନା ସାମ୍ନା ପୋଖରୀରୁ ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ହାଟଡିହି : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଗାଁରେ ଏକ ଅଭାବନୀୟ ଘଟଣା ସ୍ନାକୁ ଆସିଛି । ନନ୍ଦିପଦା ଥାନାର ଜଣେ କନଷ୍ଟେବଲଙ୍କ ମୃତଦେହ ଥାନା ସାମ୍ନା ପୋଖରୀରୁ ଉଦ୍ଧାର ହୋଇଛି । ମୃତ କନଷ୍ଟେବଲଙ୍କ ନାମ ପ୍ରଦୀପ ନାୟକ ।…

ରାଶିଫଳ(ମଙ୍ଗଳବାର,୧୧ ଜୁଲାଇ,୨୦୨୩)

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…

ଗୋଡ଼ଭଙ୍ଗା ଘାଟିରେ ଭୟଙ୍କର ଦୁର୍ଘଟଣା : ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ଆନନ୍ଦପୁର : ଓଡିଶାରେ ଲଗାତାର ଭାବେ ଘଟିଯାଲିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ଆନନ୍ଦପୁର ସାତକୋଶିଆ ଘାଟିରେ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଏହି ଘାଟି ଦେଇ ଶହ ଶହ ବସ ପ୍ରତ୍ୟେକ ଦିନ…

ଶ୍ରାବଣରେ ପୂଜା କରି ଦୋଷକୁ କରନ୍ତୁ ଦୂର : ନବଗ୍ରହଙ୍କ ଶାନ୍ତି ପାଇଁ ଏହା ନିଶ୍ଚିତ ଅର୍ପଣ କରନ୍ତୁ

ଭୁବନେଶ୍ୱର : ଭଗବାନ ଶିବ ହେଉଛନ୍ତି ସୃଷ୍ଟିର ନିୟନ୍ତ୍ରକ । ତାଙ୍କୁ ପୂଜା କରି ସବୁକିଛି ନିୟନ୍ତ୍ରଣ କରାଯାଇପାରିବ ଏବଂ ଏହା ଦ୍ୱାରା ଗ୍ରହ ଓ ନକ୍ଷତ୍ର ସହଜରେ ଶାନ୍ତ ହୋଇପାରିବେ । ଶ୍ରାବଣ ମାସରେ ଅଳ୍ପ ପ୍ରୟାସ କରି…

ସୁବର୍ଣ୍ଣ ସୁଯୋଗ : ସରକାରୀ ଚାକିରି ପାଇବା ପାଇଁ ICMR ରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମାଲେରିଆ ଆଣ୍ଡ ରିସର୍ଚ୍ଚରେ ଅନେକ ପଦବୀ ଖାଲିପଡିଛି । ଇଚ୍ଛୁ ପ୍ରାର୍ଥୀ ଶୀଘ୍ର ଆବେଦନ କରନ୍ତୁ । ଆବେଦନ କରିବା ପାଇଁ ଆଇସିଏମଆରର ଏନଆଇଏମଆର ଅଫିସିଆଲ ୱେବସାଇଟ…

ବର୍ଷାଋତୁରେ ଫିଟ୍ ରହିବାକୁ ଚାହୁଁଛନ୍ତି କି ? : ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ବର୍ତ୍ତମାନ ଗରମରୁ ମିଳିବ ଆଶ୍ୱସ୍ତି । ବର୍ଷାଋତୁ ଆରମ୍ଭ ହୋଇଯାଇଛି । ପାଣିପାଗ ବଦଳୁ ଥିବାରୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ, ଆପଣ ମନସୁନ୍‌କୁ ଉପଭୋଗ କରିବା ସହ ନିଜ…

(Video) ‘ପଠାନ’କୁ ଟକ୍କର ଦେବ ‘ଯବାନ’, ଟ୍ରେଲର ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ପ୍ରିଭ୍ୟୁ ଭିଡିଓ

ନୂଆଦିଲ୍ଲୀ : ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କୁ କିଏ ବା ନ ଜାଣେ । ଶାହରୁଖ ପଠାନ ପରେ ଯବାନ ଫିଲ୍ମରେ ଜବରଦସ୍ତ ଆକ୍ସନ ସହ ପୁଣି ଫେରିଛନ୍ତି। ପଠାନ ଫିଲ୍ମ ହିଟ ହେବା ପରଠାରୁ ଶାହରୁଖଙ୍କ ଅପକମିଙ୍ଗ ଫିଲ୍ମ "ଯବାନ'…

ଜୀବନ ପାଇଁ କ୍ଷତିକାରକ ଶିରରେ ଜମିଥିବା ଖରାପ କୋଲଷ୍ଟ୍ରୋଲ : ପ୍ରତ୍ୟେକ ଦିନ ଏହି ୨ଟି ଜିନିଷ ଖାଆନ୍ତୁ ଦୂରେଇ ଯିବ ବିପଦ

ନୂଆଦିଲ୍ଲୀ : ଆଜିକା ଦିନରେ କୋଲଷ୍ଟ୍ରୋଲ ଏକ ବଡ଼ ଚିନ୍ତାର ବିଷୟ ଅଟେ । ସବୁ ବୟସର ଲୋକମାନେ ଏହାର ଶିକାର ହେଉଛନ୍ତି। ଯେତେବେଳେ ଆମ ରକ୍ତରେ ଚର୍ବିର ପରିମାଣ ଅଧିକ ହୁଏ, ଏହା ଶିରରେ ଜମା ହେବା ଆରମ୍ଭ କରେ, ଯାହା…