ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଇଜିପ୍ଟର ସର୍ବୋଚ୍ଚ ପୁରସ୍କାର ‘ଅର୍ଡର ଅଫ୍ ଦି ନାଇଲ୍‌’

ନୁଆଦିଲ୍ଲୀ: ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍‌-ସିସି କାଇରୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଅର୍ଡର ଅଫ୍ ଦି ନାଇଲ୍‌' ପୁରସ୍କାର ପ୍ରଦାନ କରିଛନ୍ତି । 'ଅର୍ଡର ଅଫ୍ ଦି ନାଇଲ୍‌' ହେଉଛି ମିଶରର…

ଆପଣାନ୍ତୁ ଏହି ଘରୋଇ ଉପାୟ; ମଶାଙ୍କ ଦୌରାତ୍ମ୍ୟରୁ ମିଳିବ ମୁକ୍ତି

ବର୍ଷାଦିନେ ମଶାମାଛିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଦେଖାଯାଇଥାଏ । ଏବେ ଡେଙ୍ଗୁର ଭୟ ବଢ଼ିବାରେ ଲାଗିଛି । ମଶା କାରଣରୁ ବିଭିନ୍ନ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ । ତେବେ କେତୋଟି ସରଳ ଉପାୟରେ ଘରୁ ମଶା ଦୂରେଇ ହେବ ।…

ବର୍ଷା ଦିନେ ଏହି ଖାଦ୍ୟଠାରୁ ଦୁରେଇ ରୁହନ୍ତୁ, ନଚେତ ଭୋଗି ପାରନ୍ତି ଦୁର୍ଦ୍ଦଶା

ଓଡ଼ିଶା ଭାସ୍କର: ବର୍ଷାଦିନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର, ନଚେତ ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ଥାଏ। ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଜ୍ୱର, ଜଣ୍ଡିସ୍ ଭଳି ରୋଗ ଅନେକ ସଂଗ୍ରାମ ରୋଗ…

ମହାପ୍ରଭୁ ଯିବେ ବୋଲି ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଲେ ସଲିମ ଶେଖ୍: ସୃଷ୍ଟି କଲେ ନିଆରା ଉଦାହରଣ

ନୁଆଦିଲ୍ଲୀ: ଘର ଆଗ ରାସ୍ତରେ ରଥ ଯିବ ବୋଲି ପତ୍ନୀଙ୍କ ଶବ ସତ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି । ଏଭଳି ଭାଇଚାର ଏବଂ ଭକ୍ତିର ଏକ ନିଆରା ଦୃଶ୍ୟ ଦେଖିବାକୁ ମିିଳିଛି ଗୁଜରାଟ ଅହମ୍ମଦାବାଦରେ । ଏଠାରେ ଗତ ୧୪୫ ବର୍ଷ…

ଜରୁରୀକାଳୀନ ବାର୍ଷିକୀ ଅବସରରେ ଇନ୍ଦିରାଙ୍କୁ ହିଟଲରଙ୍କ ସହିତ ତୁଳନା କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ଆର୍‌ଏସ୍‌ଏସ୍ ବିଚାରଧାର ଦ୍ୱାରା ଅନୁପ୍ରାଣିତ ସାପ୍ତାହିକ ପତ୍ରିକା 'ପଞ୍ଚଜନ୍ୟ' ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜରୁରୀକାଳୀନ ବାର୍ଷିକୀ ଅବସରରେ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ…

ଟଳିଲା ୱାଗନର୍ ସଙ୍କଟ, ସମସ୍ତ ପ୍ରତିବନ୍ଧକକୁ ହଟାଇଲା ଋଷ 

ମସ୍କୋ: ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରୁଷରେ ମିଲିଟାରୀ ଶାସନ ଚାଲିଥିବାବେଳେ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍ ଅଭିଯାନ ଆରମ୍ଭ…

Video: ପଡ଼ିଆରେ ପୁଣି ମୁହାଁମୁହିଁ ହେଲେ ଭାରତ-ନେପାଳ ଖେଳାଳି, ଜାଣନ୍ତୁ କଣ ପାଇଁ ହେଲା ଝଗଡ଼ା

ନୂଆଦିଲ୍ଲୀ: ବାଙ୍ଗଲୋରର ଶ୍ରୀକାନ୍ତିରାଭା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ସାଫ୍ ଚାମ୍ପିୟନସିପ୍ ମ୍ୟାଚ୍ ସମୟରେ ଭାରତ ଏବଂ ନେପାଳର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତର ରାହୁଲ…

ଦୁଲିପ ଟ୍ରଫି: ପୂର୍ବାଞ୍ଚଳ ଦଳରେ ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ

କଟକ: ଚଳିତ ଜୁନ ମାସ ୨୮ ତାରିଖରୁ ବେଙ୍ଗାଲୁରରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଦୁଲିପ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳରେ ଦଳରେ ସାମିଲ ହୋଇଛନ୍ତି ଓଡିଶାର ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ।…

ସାଫ୍ ଚାମ୍ପିଅନ୍‌ସିପ୍‌ରେ ଲଗାତାର ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ଭାରତ

ବେଙ୍ଗାଲୁରୁ : ଭାରତ ଲଗାତର ଦ୍ୱିତୀୟ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ସାଫ୍ ଫୁଟବଲ ଚାମ୍ପିଅନ୍‌ସିପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୪-୦ରେ ପରାସ୍ତ…

ପୁଟିନଙ୍କ ଶକ୍ତି ଆଗରେ ହାର ମାନିଲେ ବିଦ୍ରୋହୀ: କ୍ୟାମ୍ପକୁ ଫେରିଲେ ବିଦ୍ରୋହୀ, କହିଲେ ୟୁକ୍ରେନରେ ଯୁଦ୍ଧ ଜାରି ରହିବ

ନୁଆଦିଲ୍ଲୀ: ଋଷରେ ଦେଖା ଦେଇଥିବା ବିଦ୍ରୋହ ପୁଟିନଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛନ୍ତି । ଘରୋଇ ସେନା ସଂଗଠନ ବିଦ୍ରୋହ କରିବା ପରେ ପୁଟିନ୍ ଏକ ବଡ଼ ସଙ୍କଟ ମଧ୍ୟରେ ଫସିବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ…