ମାତ୍ର ୩ ବର୍ଷ ବୟସରେ ଏସିଡ୍ ଆଟାକ୍ ରେ ଚାଲିଗଲା ଦୃଷ୍ଟିଶକ୍ତି, ଏବେ ସିବିଏସ୍ଇ ଟପ୍ପର

ନୂଆଦିଲ୍ଲୀ : ସିବିଏସ୍ଇ ଦଶମ ଫଳାଫଳ ବାହାରି ସାରିିଛି । ଚଣ୍ଡିଗଡ଼ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ଲାଇଣ୍ଡର ଜଣେ ଛାତ୍ରୀ ୯୫ ପ୍ରତିଶତ ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି । ଚର୍ଚ୍ଚା ଏଥିପାଇଁ ସେ ଜଣେ ଏସିଡ୍ ପୀଡିତା । ମାତ୍ର…

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରବୀଣ ସୁଦଙ୍କୁ ଭାରତ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ପ୍ରବୀଣ ସୁଦ ୧୯୮୬ ବ୍ୟାଚ୍ ର ଜଣେ…

Summer Health : ଖରା ଦିନେ ଫୁଡ୍ ପଏଜନ୍ ରୁ ବର୍ତ୍ତିବାକୁ ଚାହାଁନ୍ତି ତେବେ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଫୁଡ୍ ପଏଜନ୍ ହେବା ସାଧାରଣ କଥା । ବେଳେବେଳେ ଏମିତି ହୁଏ, ଖାଦ୍ୟ ପାନୀୟରେ ସତର୍କତା ଅବଲମ୍ବନ କରି ମଦ୍ୟ ଫୁଡ୍ ପଏଜନ୍ ହୋଇଥାଏ । ଏହିଭଳି ସମସ୍ୟା କେହି ବି ଭୋଗି ପାରେ । କିନ୍ତୁ…

OTP ସ୍କାମ୍ ; ଓଡିଶାରୁ ପାକିସ୍ତାନ ଚେର ଲମ୍ବିଛି, ନୟାଗଡ ଓ ଯାଜପୁରରୁ ୩ ଜଣ ଗିରଫ

ଭୁବନେଶ୍ୱର : ଓଟିପି ସ୍କାମ ମାମଲାର ପର୍ଦ୍ଦାଫାସ ହୋଇଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏନେଇ ଏସଟିଏଫ୍ ବଡ ଖୁଲାସ କରିଛନ୍ତି । ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ…

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ; ତାଣ୍ଡବ ରଚୁଛି ବାତ୍ୟା ‘ମୋଚା’

ଭୁବନେଶ୍ୱର : ରବିବାର ଦିନ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ବାତ୍ୟା ମୋଚା ତାଣ୍ଡବ ରଚୁଛି । ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି…

କର୍ଣ୍ଣାଟକରେ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀ କାହିଁକି ଖୁସି?

କୋଲକାତା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା…

ଦେଶର ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ କିଏ ହେବେ? କର୍ଣ୍ଣାଟକ ଡିଜିପିଙ୍କୁ ନେଇ ଚର୍ଚ୍ଚା..

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶନିବାର ଏକ ବୈଠକ ପ୍ରସ୍ତୁତ ହୋଇସାରିଛି । ଯେଉଁଥିରେ ତିନି ଜଣିଆ ଚୟନ କମିଟି ସିବିଆଇର ଆଗାମୀ ନିର୍ଦ୍ଦେଶକ ପାଇଁ ନାମ ସ୍ଥିର କରିଛନ୍ତିି । ଏହି ତିନି…

ରାଶିଫଳ(ରବିବାର,୧୪ ମେ,୨୦୨୩)

ମେଷ - ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ, ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ, ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହି ଅପମାନିତ…

BoB FD Interest Rate : ମେ ୧୨ରୁ ଆରମ୍ଭ ହୋଇଛି ଏହି ସୁବିଧା, ମାତ୍ର ୩୯୯ ଦିନର ନିବେଶ କରି ପାଇବେ ୭.୭୫% ରିଟର୍ଣ୍ଣ

ନୂଆଦିଲ୍ଲୀ: ଫିକ୍ସଡ ଡିପୋଜିଟ ଅର୍ଥାତ ଏଫଡି ଉପରେ ବ୍ୟାଙ୍କ ଅଫ ବରୋଦା ସୁଧ ହାର ବୃଦ୍ଧି କରିଛି। ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଫଡି ଉପରେ ସୁଧ ହାରକୁ ୨ କୋଟି ଟଙ୍କାକୁ ବୃଦ୍ଧି କରିଛି। ଏହି କାରଣରୁ, ସାଧାରଣ…

ରବିବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋଚା’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବାତ୍ୟା ମୋଚା ରବିବାର ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ମିଆଁମାର ଠାରୁ ୨୧୦ କିମି ଦୂରରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । ଦିଗ…