CUET PG 2023 Date: ୫ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ହେବ ସିୟୁଇଟି ପରୀକ୍ଷା, ୟୁଜିସି ଅଧ୍ୟକ୍ଷ ଦେଲେ ସୂଚନା

ନୁଆଦିଲ୍ଲୀ: ନୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ଚଳିତ ବର୍ଷ CUET PG ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୫,୬,୭,୮,୯,୧୦,୧୧ ଏବଂ ୧୨ ଜୁନ୍‌ରେ ପରୀକ୍ଷା ଆୟୋଜିତ ହେବ । ଏହି ସୂଚନା ୟୁଜିସି ଅଧ୍ୟକ୍ଷ ଏମ…

Video: ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ସେନା ଗାଡିରେ ଲାଗିଲା ନିଆଁ, ଦୁର୍ଘଟଣାରେ ୪ ସୈନିକ ସହିଦ

ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ଏକ ସେନା ଗାଡିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୪ ଜଣ ସୈନିକ ସହିଦ ହେବା…

Video: ଦିନ ହେଉ କି ରାତି ଆପେ ଆପେ ଲାଗୁଛି ନିଆଁ: ଆତଙ୍କରେ ଗାଁ ଲୋକେ, ମୁଣ୍ଡରେ ହାତ ଦେଲେ ଅଗ୍ନିଶମ ବିଭାଗ

ଭୁବନେଶ୍ୱର: କୋପ କରିଛନ୍ତି ମାଆ, ମନକୁ ମନ ଲାଗି ଯାଉଛି ଘରେ ନିଆଁ। ନଡ଼ା ଗଦାକୁ ଗଦା ଡେଉଁଛି ନିଆଁ। ହାତଟେକି ଦେଇଛନ୍ତି ଦମକଳ ବାହିନି। ରାତି ଅନିଦ୍ରା ହୋଇ ଚାହିଁ ରହିଛନ୍ତି ଲୋକେ। କିଏ ନିଆଁ ଲଗାଉଛି ନା ଏହା…

ଗୌତମ ବୁଦ୍ଧଙ୍କ ମହତ୍‍ ବାଣୀ ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କୁ ଅନୁପ୍ରାଣିତ କରିଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗୌତମ ବୁଦ୍ଧଙ୍କ ମହତ୍‍ ବାଣୀ ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କୁ ଅନୁପ୍ରାଣିତ କରିଛି । ବୁଦ୍ଧ ନିରାକାର ଏବଂ ସେ ହେଉଛନ୍ତି ବ୍ୟକ୍ତିବିଶେଷଙ୍କ ବୁଝାମଣା…

ଆଗାମୀ ୩୬ ଘଣ୍ଟା ଦିନ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ: ଆଗାମୀ ୨୪ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ମଧ୍ୟାହ୍ନ ଦୁଇଟା ସୁଦ୍ଧା କଟକଠାରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୫/୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ା ଠାରେ ତାପମାତ୍ରା ୪୧…

ବ୍ଲୁ ଠିକ୍ ପାଇଁ ଟଙ୍କା ଦେବାକୁ ପଡିବ , ଆଜି ଠାରୁ ଲାଗୁ ହେଲା ନୂଆ ନିୟମ !

ନୂଆଦିଲ୍ଲୀ : ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ପୁଣି ଏକ ପରିବର୍ତ୍ତନ ଆସିଛି । ୟୁଜର୍ସଙ୍କୁ ବ୍ଲୁ ଠିକ୍ ଆଉ ମାଗଣାରେ ମିଳିବ ନାହିଁ । ଏଥିପାଇଁ ଦେୟ ଦେବାକୁ ପଡିବ । ଏପ୍ରିଲ୍ ୨୦ ହେଉଛି ଶେଷ ସମୟ ।…

ଓଡିଶା ଲିଙ୍କ୍ ରେ ଗୁଡ୍ଡୁ ମୁସଲିମ୍ ! ପୁରୀରୁ ମିଳିଛି ଶେଷ ଲୋକେସନ୍ , ଭୂଆଁ ଭୁଲାଉଥିବା ସନ୍ଦେହ

ପୁରୀ : କୁଖ୍ୟାତ ଅବରାଧୀ ଗୁଡ୍ଡୁ ମୁସଲିମ୍ ପୁରୀରେ ଲୁଚିଥିଲା । ଉମେଶ ପାଲ ହତ୍ୟାକାଣ୍ଡରେ ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଶେଷ ଲୋକେସନ୍ ପୁରୀରୁ ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଖବର…

ନିଖୋଜ ଥିବା ପର୍ବତାରୋହୀ ଅନୁରାଗ ମାଲୁ ସୁରକ୍ଷିତ ଭାବେ ଉଦ୍ଧାର, ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଥିଲେ

ନୂଆଦିଲ୍ଲୀ: ବିଶ୍ୱର ଦଶମ ଉଚ୍ଚତମ ପର୍ବତ ଶିଖର ଅନ୍ନପୂର୍ଣ୍ଣା ଠାରୁ ଏକ ଭୟଙ୍କର ଝଡରେ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ପତ୍ତା ମିଳିଛି । ତାଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ଅବସ୍ଥାରେ ଉଦ୍ଧାର…

‘ଟ୍ୱିଟରରେ ଏଡିଟ୍ ବଟନ୍ ଦିଅ, ଭୁଲ୍ ହେଲେ ଲୋକମାନେ ହସୁଛନ୍ତି’ : ଏଲୋନ୍ ମସ୍କଙ୍କୁ ନିବେଦନ କଲେ ଅମିତାଭ ବଚ୍ଚନ

ନୁଆଦିଲ୍ଲୀ : ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି । ପ୍ରତ୍ୟେକ ପ୍ରସଙ୍ଗକୁ ନେଇ ନିଜର ମତ ରଖନ୍ତି। ତାଙ୍କ ବ୍ଲଗ୍ କୁ ବହୁତ ଲୋକ ପଢନ୍ତି । କିନ୍ତୁ ବେଳେବେଳେ…

ୟଶ୍ ଚୋପ୍ରାଙ୍କ ପତ୍ନୀ ଓ ରାନୀ ମୁର୍ଖାଜୀଙ୍କ ଶାଶୁ ପାମେଲା ଚୋପ୍ରା ଆଉ ନାହାଁନ୍ତି , ୮୫ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ : ୟଶ ଚୋପ୍ରାଙ୍କ ପତ୍ନୀ ଏବଂ ଆଦିତ୍ୟ ଚୋପ୍ରାଙ୍କ ମା ପାମେଲା ଚୋପ୍ରା ୮୫ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସୂଚନା ଅନୁଯାୟୀ ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ଘଟିଛି। ପାମେଲା ତାଙ୍କ…