ସରିଲା ବର୍ଷା, ଏବେ ଠୁଁ ତାତିବ ; ଏପ୍ରିଲ ରୁ ଜୁନ୍ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା – ପାଣିପାଗ ବିଭାଗ ସୂଚନା
ଭୁବନେଶ୍ୱର : ପଶ୍ଚିମାଝଡ ପ୍ରଭାବରେ ମାର୍ଚ୍ଚର ଅଦିନିଆ ବର୍ଷା ଜୀବମଣ୍ଡଳକୁ ଟିକିଏ ଆଶ୍ୱସ୍ତି ଦେଇଥିଲେ ହେଁ ଆଗାମୀ ତିନି ମାସ ପ୍ରବଳ ତାତି ଅନୁଭୂତ ହେବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…