ବିରାଟ କି ଧୋନି ନୁହେଁ, ଏ ହେଉଛନ୍ତି ଦୁନିଆର କୋଟିପତି ଖେଳାଳି, ଲିଷ୍ଟରେ ଅଛନ୍ତି ୫ଜଣ
ନୂଆଦିଲ୍ଲୀ: କ୍ରିକେଟ୍ କେବଳ ବିଶ୍ୱରେ ଏକ ଖେଳ ନୁହେଁ ବରଂ ଏକ ବଡ଼ ଇଣ୍ଡଷ୍ଟ୍ରି ପାଲଟିଛି।
ଖେଳ ସହିତ ବ୍ରାଣ୍ଡ ପ୍ରଚାର ଏବଂ ବ୍ୟବସାୟିକ ଉଦ୍ୟମ ମାଧ୍ୟମରେ ଅନେକ କ୍ରିକେଟର୍ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।…