ମାତ୍ର ୪ଘଣ୍ଟା ପାଇଁ ଖୋଲା ରହୁଛି ଓପିଡି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲା ନାଗରିକ କମିଟି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର…

ଫୁଲବାଣୀ: କନ୍ଧମାଳ ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଫାଇଲେରିଆ ବଟିକା ସେବନର ଶୁଭାରମ୍ଭ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କନ୍ଧମାଳ ଗସ୍ତରେ ଆସିଥିବାବେଳେ ଜିଲା ନାଗରିକ କମିଟି ପକ୍ଷରୁ…

SAILରେ ବିନା ସାକ୍ଷାତକାରରେ ନିଯୁକ୍ତି ସୁଯୋଗ, ୨ ଲକ୍ଷ ପର୍ଯ୍ୟନ୍ତ ମାସିକ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ରେ ମୋଟ ୧୨ ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍…

ସ୍କୁଟିକୁ ଧକ୍କା ଦେଲା ବସ୍‌, ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଓଡ଼ିଶା ଭାସ୍କର: ବାଲେଶ୍ୱର ସିମୁଳିଆ ଥାନା ମାର୍କଣା ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିିଳିଛି । ଦମ୍ପତି ସ୍କୁଟିରେ ଯାଉଥିବା ସମୟରେ ଏକ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ୱାମୀଙ୍କ…

ଆସନ୍ତା ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫’, ସାମିଲ ହେବେ ୮ ହଜାରରୁ ଉର୍ଦ୍ଧ୍ୱ ଚାଷୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ରୁ 'ମତ୍ସ୍ୟ - ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫' ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରମୁଣ୍ଡା ବିଜୁ ପଟ୍ଟନାୟକ…

Gullian Barre Syndrome: ମୁମ୍ବାଇରେ ପ୍ରଥମ ମୃତ୍ୟୁ, ଗଲାଣି ୮ ଜଣଙ୍କ ଜୀବନ

ମୁମ୍ବାଇ: ଗୁଲିୟନ୍ ବାର୍ ସିଣ୍ଡ୍ରୋମ (GBS) ଯୋଗୁଁ ମୁମ୍ବାଇରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସ୍ଥିତ ନାୟର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।…

Relationship Tips: Boring ହୋଇଯାଇଛି କି ବୈବାହିକ ଜୀବନ? ସମ୍ପର୍କରେ ସ୍ପାର୍କ ଆଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ । ପାର୍ଟନରଙ୍କ ପ୍ରତି ଥିବା ଭଲପାଇବାକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେମୀଯୁଗଳ ଭାଲେଣ୍ଟାଇନ୍ ସପ୍ତାହକୁ ପର୍ବ ଭଳି ପାଳନ କରିଥାନ୍ତି । କିନ୍ତୁ ପ୍ରାୟତଃ ନୂଆ ନୂଆ…

ଆଲିଶାନ୍‌ ବ୍ଲେୟାର ହାଉସ୍ ରହିବେ ପ୍ରଧାନମନ୍ତ୍ରୀ, ଆମେରିକା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ଦ୍ୱୀପାକ୍ଷିକ ଆଲୋଚନା

ୱାଶିଂଟନ୍‌: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତ ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଆସନ୍ତା ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ ।…

ଅନ୍ତର୍ଜାତୀୟ ଉଡ଼ାଣ ହେବ ମହଙ୍ଗା, ୟୁଜର ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଲା DIAL

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର(IGIA)ରୁ ମହଙ୍ଗା ହେବ ଉଡ଼ାଣ ଏବଂ ଅବତରଣ । GMR ଗ୍ରୁପ୍ ନେତୃତ୍ୱାଧୀନ ଦିଲ୍ଲୀ ବିମାନବନ୍ଦର ଅପରେଟର DIAL ଇକୋନୋମୀ ଏବଂ ବିଜନେସ୍ ଶ୍ରେଣୀର…

ଅଳ୍ପକେ ବର୍ତ୍ତିଲେ ସାଂସଦଙ୍କ ପିଆରଓ, କାରକୁ ଧକ୍କା ଦେଲା ଟ୍ରକ୍‌

ଭୁବନେଶ୍ୱର: ଦୁର୍ଘଟଣାରୁ ବର୍ତ୍ତିଲେ ସାଂସଦଙ୍କ ପିଆରଓ । ଭୁବନେଶ୍ୱର ସ୍ଥିିତ ଏଜି ଛକରେ କାରକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଅଳ୍ପକେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

କୋଣାର୍କ: କୋଣାର୍କ ବଢ଼େଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାଚେରୀରେ ପିଟି ହୋଇ ୩ ବାଇକ୍ ଆରୋହୀ ମୃତ । କୋଣାର୍କରୁ କାକଟପୁର ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକ୍ । ଗୋପ ମେଡିକାଲରେ ୨ ଜଣ…