AI କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ ବିଭ୍ରାଟ, ବଦଳି ହେଲେ ପରୀକ୍ଷା କେନ୍ଦ୍ର ଅଧିକ୍ଷକ
ଓଡ଼ିଶା ଭାସ୍କର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପୁଣି ଥରେ ବିଭ୍ରାଟ ଦେଖିବାକୁ ମିଳିଛି । କିନ୍ତୁ AI କ୍ୟାମେରା ତା’ର କମାଲ କରି ଦେଖାଇଛି । କପି ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାର ପର୍ଦ୍ଦାଫାସ କରିଛି । ଅପରପକ୍ଷରେ…