Breaking News ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ Sasmita Jamuda Feb 10, 2024 ଓଡ଼ିଶା ଭାସ୍କର: ପରଲୋକରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଧନ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି…
Top Stories ସଂସଦରେ ମନମୋହନ ସିଂଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଦେଶ ପ୍ରତି ତାଙ୍କ ଅବଦାନ ସ୍ମରଣୀୟ Sasmita Jamuda Feb 8, 2024 ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରିଥିଲେ । ରାଜ୍ୟସଭାରେ ୫୬ ଜଣ ସାଂସଦଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ…
Breaking News ଶିମିଳିପାଳ ଅଭୟାରଣ୍ୟରୁ ମିଳିଲା ମହାବଳ ବାଘର ମୃତ ଦେହ Sasmita Jamuda Feb 8, 2024 ଓଡ଼ିଶ ଭାସ୍କର: ଶିମିଳିପାଳ ଅଭୟାରଣ୍ୟରୁ ମିଳିଛି ମହାବଳ ବାଘର ମୃତ ଦେହ । ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମୃତଦେହ ଉଦ୍ଧାର କରାଯାଇଛି । ଗତ ୫ ତାରିଖ ସନ୍ଧ୍ୟାରେ ବନ କର୍ମଚାରୀମାନେ…
Top Stories (Video): ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, ‘ପ୍ରଧାନମନ୍ତ୍ରୀ ମୋଦୀ OBC ନୁହନ୍ତି, ସେ….’ Sasmita Jamuda Feb 8, 2024 ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବର୍ତ୍ତମାନ ଓଡ଼ିଶାରେ ଜାରି ରହିଛି । ଗୁରୁବାର ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଖେଳ IND Vs ENG 3rd Test: ରାଜକୋଟରେ ପ୍ରଥମ ଟେଷ୍ଟ, କମବ୍ୟାକ୍ କରିବେ ଜାଡେଜା-ରାହୁଲ ! Sasmita Jamuda Feb 8, 2024 ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୩ୟ ଟେଷ୍ଟ ସିରିଜ ରାଜକୋଟରେ ଖେଳାଯିବ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଖୁବ ଶୀଘ୍ର ଦଳର ଘୋଷଣା କରିପାରେ । ଏହି ମ୍ୟାଚରେ ବିରାଟ…
ଦେଶ ମକ୍କାରୁ ଆସିଛି ପବିତ୍ର କଳା ରଂଗର ଇଟା, କେସରିଆ କୁରାନ୍…ଜାଣନ୍ତୁ କେମିତି ହେବ ଅଯୋଧ୍ୟାର ମସଜିଦ Sasmita Jamuda Feb 8, 2024 ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଦେଶ ବିଦେଶରେ ଥିବା ରାମଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ…
Top Stories ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ, ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍ Sasmita Jamuda Feb 8, 2024 କାନବେରା: ବୁଧବାର ଅଷ୍ଟ୍ରେଲିଆ ସଂସଦରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଅଷ୍ଟ୍ରେଲିଆର ଜଣେ ସନେଟର ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ…
Featured କଇଁଚି ରଖିବାର ଉପଯୁକ୍ତ ସ୍ଥାନ କେଉଁଟା ? ଜାଣନ୍ତୁ ବାସ୍ତୁ ଟିପ୍ସ Sasmita Jamuda Feb 8, 2024 ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ଘର ପାଇଁ କିଛି ବାସ୍ତୁ ନିୟମ ରହିଛି । ଆଉ ଏହି ନିୟମ ପାଳନ କରିବା ଦ୍ୱାରା ଘରର ସୁଖ, ସମୃଦ୍ଧି, ଶାନ୍ତି ଓ ପ୍ରଗତିରେ ବୃଦ୍ଧି ହୋଇଥାଏ । ଏହା ବ୍ୟକ୍ତିର ଜୀବନରେ ସକାରାତ୍ମକ…
Top Stories ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ Sasmita Jamuda Feb 8, 2024 ଇସଲାମାବାଦ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହେବ । ଏହି ନିର୍ବାଚନରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍(ଏନ୍) ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ…
Breaking News ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୧୫ ଆହତ Sasmita Jamuda Feb 8, 2024 ବାଲେଶ୍ୱର: ବାଲେଶ୍ୱର ୬୦ ନଂ ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା ଏହି ତୀର୍ଥଯାତ୍ରୀ ବସ୍ । ଏହି ବସରେ ମୋଟ୍ ୬୫ ଜଣ…