ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ ଓ ଶିଳାନ୍ୟାସ

ସମ୍ବଲପୁର: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରା ସମ୍ବଲପୁର । ସହରରର ରାସ୍ତାଘାଟରେ ବଡ଼ବଡ଼ ବ୍ୟାନର ସହ ବିଜେପି ପତାକା ଏବଂ ମୋଦୀଙ୍କ ହୋର୍ଡ଼ିଂ…

OTTରେ ଡେବ୍ୟୁ କରିବେ ବିକ୍ରାନ୍ତ ମେସି

ମୁମ୍ବାଇ: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି 12th ଫେଲ୍ ଚଳଚ୍ଚିତ୍ର ରିଲିଜ ହେବା ପରଠାରୁ ଲାଇମ ଲାଇଟରେ ରହିଆସିଛନ୍ତି । ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ନିଜ ଉକ୍ରୃଷ୍ଟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣି…

ପୋଲିସ ଡିଜିପିଙ୍କ ବୈଠକ, ନିରପେକ୍ଷ ନିର୍ବାଚନକୁ ନେଇ ଆଲୋଚନା

କଟକ: ନୂଆ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଅରୁଣ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଅପରାଧ ମୁକ୍ତ ସମାଜ ଓ ନିରପେକ୍ଷ ନିର୍ବାଚନ ନେଇ…

ସରଫରାଜ ନା ପାଟିଦାର…ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା BCCI !

ନୂଆଦିଲ୍ଲୀ: ଫେବୃଆରୀ ୨ରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ । ବର୍ତ୍ତମାନ ଏହି ମ୍ୟାଚରେ ଭାରତୀୟ ଦଳର କେଉଁ ଖେଳାଳି ନିଜ ସ୍ଥାନ ବଜାୟ ରଖିବେ ସେ ନେଇ…

ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ମାଗଣା ମାନବିକ ସହାୟତା ପ୍ରଦାନ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଦୃଷ୍ଟିବାଧିତଙ୍କୁ ସୁବିଧା ଯୋଗାଇଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଦ୍ଦେଶ ଦେଇଛନ୍ତି । ବଡ଼ ବଡ଼ ରେଳ ଷ୍ଟେସନରେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ମାଗଣା ମାନବ…

ଦୁଇ ଦିନ ବନ୍ଦ ରହିବ Income Tax E-Filing ୱେବସାଇଟ୍, ସମୟ ପୂର୍ବରୁ ଶେଷ କରନ୍ତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ କରଦାତା(Taxpayer) ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । TDS ଏବଂ TCS ଜମା କରିବା ଧାର୍ଯ୍ୟ ତାରିଖ ପୂର୍ବରୁ ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ ୨ ଦିନ ପର୍ଯ୍ୟର୍ନ୍ତ…

Success Mantra: ବାରମ୍ବାର ଅସଫଳତା ଭାଙ୍ଗି ଦେଉଛି କି ମନୋବଳ, Positive ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପାଖେଇ ଆସିଲାଣି ପରୀକ୍ଷା ଋତୁ । ଏଥିପାଇଁ ବିଦ୍ୟାର୍ଥୀ ଏବଂ ଶିକ୍ଷକଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି । ସଂଘର୍ଷ ହେଉଛି ଜୀବନର ଏକ ଅଂଶବିଶେଷ । ପରୀକ୍ଷାରେ ସଫଳ ବା ଅସଫଳ ହେବା ଜୀବନର ଅନ୍ତ ନୁହେଁ ।…

‘ଗୋଟିଏ ବି ଆସନ ଛାଡ଼ିବୁ ନାହିଁ…’, ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସକୁ ମମତାଙ୍କ ଚେତାବନୀ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ, ମାର୍କ୍‌ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନ, ଫେବୃଆରୀ ୨ରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ସମ୍ପର୍କିତ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି ।…

ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ

କଟକ: ଦିନକୁ ଦିନ ବସ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେଥିମଧରେ କଟକ ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା କାରଣରୁ ୨୦ ଜଣ ଆହତ…