ପରବର୍ତ୍ତୀ ଶୁଣାଣି ଯାଏଁ ଶିକ୍ଷକ ନିଯୁକ୍ତିରେ ରୋକ୍ ଲଗାଇଲେ ହାଇକୋର୍ଟ

ଓଡ଼ିଶା ଭାସ୍କର: ଶିକ୍ଷକ ନିଯୁକ୍ତି ମାମଲାରେ ଅନିୟମିତତା ନେଇ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିମଧ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟ ଶୁଣାଇଛନ୍ତି ଅନ୍ତରୀଣ ଆଦେଶ । ଆସନ୍ତା…

ରାଜ୍ୟରେ ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କୁହୁଡ଼ି କାରଣରୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡ଼ିଛି । ଏହା ସହ ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା,…

ଚିଲିକାରେ ଚାଲିଛି ଡଲଫିନ୍ ଗଣନା

ଓଡ଼ିଶା ଭାସ୍କର: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଡଲଫିନ୍ ଗଣନା ଦିନ ୧୨ଟାରେ ଶେଷ ହେବ । ଏହି ଡଲଫିନ୍ ଗଣନାରେ ୧୮ଟି ଟିମ୍ ନିୟୋଜିତ ଅଛନ୍ତି । ବୈଜ୍ଞାନିକ ଡଲଫିନ୍…

ଧୂମପାନ ପୋଷ୍ଟର ମାମଲା: ଧନୁଷଙ୍କ ବିରୋଧରେ ହେଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଗତ କିଛି ମାସ ହେବା ଧୂମପାନ ଓ ଗୁଟଖାକୁ ପ୍ରୋତ୍ସାହିତ କରୁଥିବା ବଲିଉଡ଼ ତାରକାଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଉଛି । ଏହି ମାମଲାରେ ଅକ୍ଷୟ କୁମାର, ଅଜୟ ଦେବଗନ୍ ଏବଂ ଶାହରୁଖ ଖାନଙ୍କ ଭଳି ବଲିଉଡ଼…

ବିମାନ ଶୌଚାଳୟରେ ଫସିଥିବା ଯାତ୍ରୀଙ୍କୁ ଦେଲେ ଆଶ୍ୱାସନା, ନୋଟ୍ ହେଉଛି ଭାଇରାଲ…

ନୂଆଦିଲ୍ଲୀ: ନିକଟରେ ବିମାନ ଚଳାଚଳକୁ ନେଇ ବିଭିନ୍ନ ମାମଲା ସାମ୍ନାକୁ ଆସିଛି । କେତେବେଳେ ବିମାନର ଉଡ଼ାଣରେ ବିଳମ୍ବ ତ ପୁଣି କେତେବେଳେ ଜରୁରୀକାଳୀନ ବିମାନ ଅବତରଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ ।…

ଏଣିକି କୁକୁର ସହ କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଳବାଇ ନିୟମ ଓ ବୁକିଂ ପ୍ରକ୍ରିଆ…

ଓଡ଼ିଶା ଭାସ୍କର: ପୋଷା ଜୀବ ରଖୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ପୋଷା କୁକୁର ସହ ଟ୍ରେନ୍ ଯାତ୍ରା କରିପାରିବା ନେଇ ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ରେଳରେ ନିଜ…

କେବଳ ୩ ସେକେଣ୍ଡରେ Voice Cloning ! ହୋଇପାରିବେ ଠକାମୀର ଶିକାର

ନୂଆଦିଲ୍ଲୀ: ଆଜିକାଲି ଭାରତରେ ବୈଷୟିକ ଜ୍ଞାନ କୌଶଳରେ ପ୍ରଗତି ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ଏହି ସବୁ ବୈଷୟିକ ଜ୍ଞାନ କୌଶଳ ମନୁଷ୍ୟ ସମାଜ ପାଇଁ ଯେତିକି ଲାଭବାନ ସେତିକି ଖରାପ ମଧ୍ୟ । ବର୍ତ୍ତମାନ ସବୁଆଡ଼େ…

Personality Development: କନଫିଡେଣ୍ଟ୍ ଲୁକ୍ ପାଇଁ ଆପଣାନ୍ତୁ ଏହି ଟିପ୍ସ…

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ହାସଲ କରିବା ପାଇଁ କନଫିଡେଣ୍ଟ ରହିବା ଆବଶ୍ୟକ ହୋଇଥାଏ । ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ମାନ, ସମ୍ମାନ ଓ ପ୍ରତିଷ୍ଠା ବଜାୟ ରଖିବା ପାଇଁ ପ୍ରତି କ୍ଷେତ୍ରରେ ଆତ୍ମବିଶ୍ୱାସୀ ହେବା…

ଗଳା ସଂକ୍ରମଣ ବୃଦ୍ଧି କରିଥାଏ ହୃଦଘାତ ଆଶଙ୍କା ! ଜାଣନ୍ତୁ କିପରି କରିବେ ଘରୋଇ ଉପଚାର…

ଓଡ଼ିଶା ଭାସ୍କର: ଶୀତ ଦିନ ଆସିଲେ ଅଧିକାଂଶ ସମୟରେ ସର୍ଦ୍ଦି, କାଶ, ଥଣ୍ଡା, ଜ୍ୱର ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏଥିମଧ୍ୟରୁ ଗଳା ସଂକ୍ରମଣ(Throat Infection) ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।…

ନିର୍ବାଚନ ପୂର୍ବରୁ ବିହାର ସରକାରଙ୍କ ବଡ଼ ଘୋଷଣା, ୯୪ ଲକ୍ଷ ପରିବାରଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ପାଟଣା: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାର ସରକାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ନୀତୀଶ କୁମାର ନେତୃତ୍ୱାଧୀନ ସରକାର ରାଜ୍ୟରେ ଗରିବ ପରିବାରଙ୍କ ପାଇଁ ଉଦ୍ୟୋଗ ଏବଂ ଆତ୍ମନିଯୁକ୍ତି ପାଇଁ ୨…