ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଆଗତ ହେଲା ପ୍ରସ୍ତାବ, ସପକ୍ଷରେ ଭୋଟ ଦେଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି । ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଏହି ଯୁଦ୍ଧରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଏବେବି ବନ୍ଦି ଅଛନ୍ତି ।…

ସାଧାରଣତନ୍ତ୍ର ଦିବସରେ ସାମିଲ ହେବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବାଇଡେନ୍ ଏହି…

ଖରମାସରେ ଏହି କାର୍ଯ୍ୟ କରିବା ଶୁଭଫଳ ଦେଇଥାଏ, ଦାନ ଧର୍ମର ରହିଛି ବିଶେଷ ମହତ୍ୱ

ହିନ୍ଦୁ ଧାର୍ମରେ ସୂର୍ଯ୍ୟ ପୂଜାର ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟ ଦେବଙ୍କୁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଇଛି । ଧନୁ ରାଶିରେ ସୂର୍ଯ୍ୟ ପ୍ରବେଶ କରିଲେ ଖରମାସ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଡିସେମ୍ବର…

ଅବସାଦ ଏବଂ ଚିନ୍ତାର କାରଣ ହୋଇପାରେ ହରମୋନ୍‌, ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

ଆଜିକାଲି ବଦଳୁଥିବା ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ହରମୋନାଲ ଅସନ୍ତୁଳନର ମୁଖ୍ୟ କାରଣ ଅଟେ । ଶରୀରକୁ ସୁସ୍ଥ ଏବଂ ରୋଗ ମୁକ୍ତ ରଖିବା ପାଇଁ ହରମୋନର ବିଶେଷ ଗୁରୁତ୍ୱ ରହିଛି । ଏଥିମଧ୍ୟରୁ…

ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି ଏହି ଅଭିନେତ୍ରୀଙ୍କ ନାଁ, ଗୁଗୁଲ ଦେଲା ରିପୋର୍ଟ

ନୂଆଦିଲ୍ଲୀ: ବର୍ଷ ୨୦୨୩ ସରିବାକୁ ବସିଲାଣି । ଏହି ସମୟରେ ଗୁଗୁଲ ବିଶ୍ୱର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସବୁଠାରୁ ଟପ୍ ସର୍ଚ୍ଚ ତାଲିକା ପ୍ରକାଶିତ କରିଛି । ଏହି ତାଲିକାରେ ବଡ଼ ବଡ଼ ସେଲିବ୍ରିଟି, କଳାକାର, ଫିଲ୍ମ,…

କେଉଁଠି ରହିଛି ବିଶ୍ୱର ସବୁଠାରୁ ଉଚ୍ଚା ଶ୍ମଶାନ ?

କିଛି ଲୋକମାନେ ଚ୍ୟାଲେଞ୍ଜିଂ କାମ କରିବା ପାଇଁ ପସନ୍ଦ କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ଏପରି ବ୍ୟକ୍ତି ରିସ୍କ ନେବା ପାଇଁ ମଧ୍ୟ ପଛାନ୍ତି ନାହିଁ । ବିଶେଷ କରି ପର୍ବତାରୋହୀମାନେ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ।…

ଜୀବନସାଥି ଚୟନ ସମୟରେ କରନ୍ତୁ ନାହିଁ ଏହି ଭୁଲ, ଦାମ୍ପତ୍ୟ ଜୀବନକୁ କରିପାରେ ନଷ୍ଟ

ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ‘ବିବାହ’ । ଏହା କେବଳ ଦୁଇଟି ବ୍ୟକ୍ତି ନୁହେଁ ବରଂ ଦୁଇ ପରିବାରର ମିଳନ । ବିବାହ ବୟସ ହୋଇଗଲେ ପ୍ରାୟ ମାତା ପିତା ନିଜ ପୁଅ ଝିଅ ପାଇଁ ଉତ୍ତମ ଜୀବନସାଥି ଚୟନର ଦାୟିତ୍ୱ…

ମଙ୍ଗଳ ଗ୍ରହରେ ଉଡ଼ିବ ଚୀନ ହେଲିକପ୍ଟର

ଅନ୍ୟ ଗ୍ରହରେ ଜୀବନ ଖୋଜିବା ସ୍ପେସ୍ ଏଜେନ୍ସିଙ୍କ ପ୍ର୍ରୟାସ ରହିଥାଏ । ଏମିତି ଅନେକ ଦେଶ ଅଛି ଯେଉଁମାନେ ଚନ୍ଦ୍ର ଏବଂ ମଙ୍ଗଳରେ ଜୀବନ ସନ୍ଧାନ କରିଥାନ୍ତି । ଏହି ତାଲିକାରେ ଆମେରିକା ଓ ଚୀନ ଆଗରେ ଅଛନ୍ତି । ଏହି ଦୁଇ…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ମୋଦୀ ପଶ୍ଚିମ ଓଡ଼ିଶା…

JNUରେ ଧାରଣା ଦେଲେ ଆଦାୟ ହେବ ୧୦ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU) ଅନ୍ୟତମ । ଅନେକ ସମୟରେ ଛାତ୍ର ଆନ୍ଦୋଳନ ଏବଂ ବିବାଦକୁ ଚର୍ଚ୍ଚାରେ ରହି ଆସିଛି । ବିଶ୍ୱବିଦ୍ୟାଳୟ ତରଫରୁ ଏକ…