ପିପିଲିରେ ବ୍ୟାପୁଛି ଝାଡ଼ାବାନ୍ତି, ସପ୍ତାହରେ ନେଲାଣି ୨ ଜୀବନ

ପିପିଲି: ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରୀ । ଏହି ସମୟରେ ଋତୁ ପରିବର୍ତ୍ତନ ହେବା କାରଣରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଣାସର ଖଣ୍ଡହୋତାରେ ।…

ଚୀନର ‘ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ’ ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ

ଓଡ଼ିଶା ଭାସ୍କର: ବିଶ୍ୱର ବୃହତ୍ତମ ଅସ୍ଥାୟୀ ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ ଭାବେ ଚୀନର ହାର୍ବିନ୍ ଆଇସ୍ ସ୍ନୋ ୱାର୍ଲ୍ଡ(China’s Harbin Ice-Snow World) ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି । ୧୯୯୯ରେ ଏହି…

ନରେନ୍ଦ୍ର ମୋଦୀ ଭାରତ ଇତିହାସରେ ଜଣେ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ‘ଭାରତକୁ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ପାଇଁ ଆମେ ନିରନ୍ତର ବିନିଯୋଗ କରୁଛୁ । ବିଶ୍ୱରେ ଏପରି କୌଣସି ସମ୍ମିଳନୀ ନାହିଁ ଯାହା ‘ଭାଇବ୍ରାଣ୍ଟ ଗୁଜରାଟ’ର ସମକକ୍ଷ ହୋଇପାରିବ । ଗତ ୨୦ ବର୍ଷରୁ ଏହି…

ରାଜଧାନୀରେ ଚୋରକୁ ଧରିବ ଗୁଗୁଲ ମ୍ୟାପ୍

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଚୋର ଏବଂ ଲୁଟେରାଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଭିନ୍ନ କୌଶଳ ମାଧ୍ୟମରେ ଚୋରର ଦୌରାତ୍ମ୍ୟ ବୃଦ୍ଧି ପାଉଥିବା…

ମୋବାଇଲରେ ରଖନ୍ତୁ ନାହିଁ ଏହି ୱାଲପେପର, ବୃଦ୍ଧି ପାଇଥାଏ ନକାରାତ୍ମକ ଶକ୍ତି

ଓଡ଼ିଶା ଭାସ୍କର: ଜ୍ୟୋତିର୍ବିଦଙ୍କ ମତରେ ବାସ୍ତୁ ଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର କିଛି ନିୟମ ପାଳନ କରିବା ଦ୍ୱାରା ଜୀବନରେ ସକାରତ୍ମକ ପ୍ରଭାବ ଦେଉଥିବା ବେଳେ ବାସ୍ତୁ ଦୋଷ କାରଣରୁ…

ଆଜି ଠାରୁ ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗର ଦ୍ୱିତୀୟ ସିଜିନ୍

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗର ଦ୍ୱିତୀୟ ସିଜିନ୍ ଆରମ୍ଭ ହେବ । ଓଚଖ ଫର୍ମାଟରେ ଖେଳାଯିବାକୁ ଥିବା ଏହି ଲିଗରେ ଦକ୍ଷିଣ ଆଫ୍ରିକାର ପ୍ରାୟ ସମସ୍ତ ବଡ଼ ଖେଳାଳୀଙ୍କୁ ମଇଦାନରେ ଦେଖିବାକୁ ମିଳିବ ।…

ଆମେରିକାର ରକ୍ଷା ମନ୍ତ୍ରୀ ଲାୟଡ୍ ଅଷ୍ଟିନଙ୍କୁ କ୍ୟାନସର, ବାଇଡେନଙ୍କୁ ନଥିଲା ଖବର

ନୂଆଦିଲ୍ଲୀ: ଆମେରିକାର ରକ୍ଷା ମନ୍ତ୍ରୀ ଲାୟଡ୍ ଅଷ୍ଟିନ୍(Lyod Austin)ଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଲାୟଡ୍ ଅଷ୍ଟିନ୍ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ନ୍ୟାସନାଲ ସିକ୍ୟୁରିଟି କାଉନସିଲର ମୁଖପାତ୍ର…

Baby Care Tips: ଶୀତ ଦିନେ ନବଜାତ ଶିଶୁର କିପରି ନେବେ ଯତ୍ନ 

ଓଡ଼ିଶା ଭାସ୍କର: ଋତୁ ବଦଳିବା ସାଙ୍ଗକୁ ସଂକ୍ରମଣ ବି ବୃଦ୍ଧି ପାଇଥାଏ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ଏହାର ପ୍ରଭାବ ଦେଖାଦିଏ । ସେମାନଙ୍କ ତ୍ୱଚା ଅତି ସମ୍ବେଦନଶୀଳ ହେବା ସହ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ।…

ମହାରାଷ୍ଟ୍ର ରାଜନୀତି; ଆଜି ବିଧାୟକଙ୍କ ଅଯୋଗ୍ୟତା ସହ ଜଡ଼ିତ ମାମଲା ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ବିଧାନସଭା ବାଚେସ୍ପତି ରାହୁଲ ନାର୍ଭେକର ଏକନାଥ ଶିନ୍ଦେ ଏବଂ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ସହ ଜଡ଼ିତ ମାମଲା ଉପରେ ନିଷ୍ପତ୍ତି ଶୁଣାଇବେ ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଗଣନା, ପକ୍ଷୀ ବିଶାରଦ ଓ ପରିବେଶବିତ୍ ସାମିଲ

ଭୁବନେଶ୍ୱର: ରାଜ୍ୟର ବିିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ । ବଣାଇ ଫରେଷ୍ଟ ଡିଭିଜନ୍ ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍‌, ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରରେ…