ଆଜି ମହାରାଷ୍ଟ୍ର- ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ମହାରାଷ୍ଟ୍ରରେ ସମସ୍ତ ୨୮୮ ଏବଂ ଝାଡ଼ଖଣ୍ଡରେ ୩୮ ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ସେହିପରି ଝାଡ଼ଖଣ୍ଡ ବିଧାନସଭାରେ ମୋଟ୍ ୮୧ଟି ଆସନ ରହିଛି । ପ୍ରଥମ…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଗଞ୍ଜାମର କୁନି ପ୍ରତିଭା

କଳାହାଣ୍ଡି: ପ୍ରତିଭା ସାମ୍ନାରେ ହାର ମାନିଲା ବୟସ । ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ନିଜ ପ୍ରତିଭାର ଚମକ ଦେଖାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ବୟସ ମାତ୍ର ୪ କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି ।…

ଆସନ୍ତା ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକତାରେ ହେବ ବୈଠକ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୬ ତାରିଖଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ନେଇ…

ଫିଲ୍ମ ଦେଖି ଡିପ୍ରେସନର ଶିକାର ହୋଇଥିଲେ ଏହି ସିଙ୍ଗର, ସୁସ୍ଥ ହେବା ପାଇଁ ଲାଗିଥିଲା ୬ ମାସ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଲାଇମ୍‌ଲାଇଟକୁ ଆସିବା ପାଇଁ ଅନେକ କଳାକାର ସଂଘର୍ଷ କରିଥାନ୍ତି । ସେଥିମଧ୍ୟରୁ କିଛି ଷ୍ଟାରଡମ ଶିଖରରେ ପହଂଚିଥାନ୍ତି । ଆଜି ଆମେ ଏଭଳି ଜଣେ ଲୋକପ୍ରିୟ ସିଙ୍ଗରଙ୍କ ବିଷୟରେ କହିବା…

ଆପଣ ୱେଡିଂ ଏଙ୍ଗଜାଇଟିର ଶିକାର ହୋଇଛନ୍ତି କି ? ଜାଣନ୍ତୁ କେଉଁ ଉପାୟରେ ନିଜକୁ ଚିନ୍ତାମୁକ୍ତ ରଖିପାରିବେ

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଯାଇଛି ବିବାହ ଋତୁ । ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଏହାକୁ ସ୍ମରଣୀୟ କରିବା ପାଇଁ ଉଭୟ ବରପକ୍ଷ ଏବଂ କନ୍ୟପକ୍ଷ ପ୍ରସ୍ତୁତିରେ ବ୍ୟସ୍ତ ରହିଥାନ୍ତି । ଭେନ୍ୟୁ ଅତିଥି ତାଲିକା,…

ହୋମୱାର୍କ ପାଇଁ ଛାତ୍ରଙ୍କୁ ଦରମରା କଲେ ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କଲେ ପୀଡ଼ିତ ପରିବାର

ପାଟନା: ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ଦିଗରେ ଶିକ୍ଷକଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କିନ୍ତୁ ବେଳେ ବେଳେ ଶିକ୍ଷକଙ୍କ କ୍ରୋଧର ପରିଣାମ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡ଼ିଥାଏ । ବିହାର ଅରୱଲ ଜିଲ୍ଲା…

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ ସର୍ବଦଳୀୟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଶୀତକାଳୀନ ଅଧିବେଶନ ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏହା ପୂର୍ବରୁ ସରକାର ନଭେମ୍ବର ୨୪(ରବିବାର) ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି…

ବିକ୍ରି ହୋଇଯିବ କ୍ରୋମ୍ ବ୍ରାଉଜର ! ଗୁଗଲକୁ ପ୍ରସ୍ତାବ ଦେବ ଆମେରିକା: ରିପୋର୍ଟ

ନୂଆଦିଲ୍ଲୀ: ଗୁୁଗଲ ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍‌’ ଏହାର ବହୁଳ ବ୍ୟବହୃତ କ୍ରୋମ୍ ବ୍ରାଉଜରକୁ ବିକ୍ରୟ କରିବାକୁ ଆମେରିକାର ଜଣେ ବିଚାରପତିଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଥିବା ସୋମବାର ଏକ ମିଡିଆ…

ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ; ମୋଦୀ ଏବଂ ମେଲୋନୀଙ୍କ ମଧ୍ୟରେ ଦ୍ୱୀପାକ୍ଷିକ ବୈଠକ

ରିଓ ଡି ଜେନେରିଓ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ତାଙ୍କ ଇଟାଲୀୟ ସମକକ୍ଷ ଜର୍ଜିଆ ମେଲୋନୀଙ୍କ ସହ ଦ୍ୱୀପାକ୍ଷିକ ବୈଠକ କରିଛନ୍ତି ।…

ଦୂରେଇବ ସଂକଟ, ମିଳିବ ସୁଖ- ସମୃଦ୍ଧି, ମଙ୍ଗଳବାର କରନ୍ତୁ ଲାଲ କିତାବର ଏହି ଉପାୟ

ଓଡ଼ିଶା ଭାସ୍କର: ଭାରତୀୟ ପରମ୍ପରାରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏମିତିକି କିଛି ବାର ମଧ୍ୟ ନିର୍ଦ୍ଦିଷ୍ଟ ଦେବୀ ଦେବତାଙ୍କୁ ସମର୍ପିତ । ମଙ୍ଗଳବାର ସଙ୍କଟମୋଚନ ପ୍ରଭୁ ଶ୍ରୀ ହନୁମାନ ଏବଂ ମଙ୍ଗଳ…