fbpx

‘ତୁମେ ମୋତେ ରକ୍ତ ଦିଅ ମୁଁ ତୁମ ଘରକୁ ବାରାତ ନେଇ ଯିବି’ କନ୍ୟା ଘର ଆଗରେ ବର ରଖିଲେ ଏପରି ଦାବୀ

ଔରଙ୍ଗାବାଦ: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦେଶକୁ ଗୋଲାମୀର ଜଂଜିରରୁ ମୁକ୍ତ କରିବା ଲାଗି ଏକ ସ୍ଲୋଗାନ ଦେଇଥିଲେ । ତାହା ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ । ନେତାଜୀଙ୍କ ଏହି ଆହ୍ୱାନର…

କଙ୍ଗନାଙ୍କ ଉପରେ ବର୍ଷିଲା ରାମଲଲାଙ୍କ କୃପା, ୩୬ ବର୍ଷରେ ମିଳିଗଲେ ଜୀବନସାଥି

ମୁମ୍ବାଇ: କଙ୍ଗନା ରାନାୱତ ସର୍ବଦା କିଛି ନା କିଛି କାରଣ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ତ ସେ ଯେପରି ରାମଭକ୍ତିରେ ଜୁଡୁବୁଡୁ ହୋଇପଡିଥିବାର ନଜର ଆସୁଛନ୍ତି । ପ୍ରାଣ ପ୍ରତିଷ୍ଠା ଦିନ ତାଙ୍କର ଏକ ଭିଡିଓ…

ଅଯୋଧ୍ୟାରେ ରାମଭକ୍ତଙ୍କ ଲାଗି ଆଉ ଏକ ଖୁସି ଖବର, ମନ୍ଦିର ପ୍ରଶାସନ ନେଲା ଏହି ବଡ ନିଷ୍ପତ୍ତି

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଦର୍ଶନ ଲାଗି ବହୁ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନଜରରେ ରଖି ମନ୍ଦିର ପ୍ରଶାସନ ଦର୍ଶନ ସମୟ ବଢାଇବାକୁ ନିଷ୍ପତ୍ତି ନେଇଛି । ଏବେ ଶ୍ରଦ୍ଧାଳୁ ରାତି ୧୦ଟା ପର୍ଯ୍ୟନ୍ତ…

ସାବଧାନ! ଡାଇବେଟିସ୍‌, ଗ୍ୟାଷ୍ଟ୍ରିକ, ଜ୍ୱର ସହିତ ୭୦ ମେଡିସିନ ସାମ୍ପଲ ଯାଞ୍ଚରେ ହେଲା ଫେଲ୍‌, ଆଉ କ’ଣ କ’ଣ ମେଡିସିନ୍ ରହିଛି ଜାଣିନିଅନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସ୍‌ସିଓ)ର ଯାଞ୍ଚରେ ହିମାଚଳ ପ୍ରଦେଶରେ ପ୍ରାୟ ୨୫ ମେଡିସିନ୍ ଉଦ୍ୟୋଗରେ ନିର୍ମିତ ୪୦ ମେଡିସିନ୍ ଓ ଇଂଜେକସନର ଗୁଣବତ୍ତା ଠିକ୍ ନ ଥିବା ଜଣାଯାଇଛି ।…

ନିଜ ପୁଅ ମଧ୍ୟରେ ଚାହୁଁଛନ୍ତି କି ପ୍ରଭୁ ଶ୍ରୀରାମଙ୍କ ଗୁଣ, ତେବେ ବାଛନ୍ତୁ ଏହିସବୁ ନାମମଧ୍ୟରୁ ଗୋଟିଏ

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ଭଗବାନ ରାମଙ୍କ ପୂଜା କରାଯାଏ । ବିଭିନ୍ନ ସ୍ଥାନରେ ଭଗବାନ ରାମଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଯଦି ଆପଣ ନିଜ ସନ୍ତାନ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ତେଜ ଓ ଗୁଣ ଚାହୁଁଛନ୍ତି ତେବେ…

୧୭ ଜିଲ୍ଲାପାଳଙ୍କ ସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଅଦଳବଦଳ କଲେ ରାଜ୍ୟ ସରକାର । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆରଡିସି । ତେମଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ । ଏହାସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ…

ରାମ ମନ୍ଦିର ଫଟୋ ଏଡିଟ୍ କରି ଲଗାଇଲେ ପାକିସ୍ତାନ ପତାକା, ଜଣେ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କେବଳ ହିନ୍ଦୁ ନୁହଁନ୍ତି ସବୁ ଧର୍ମର ଲୋକମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ରଖିଥାନ୍ତି ।…

(Video)ପ୍ରାଣ ପ୍ରତିଷ୍ଠା ପରେ ରାମ ମନ୍ଦିର ପରିସରରେ ନିର୍ମିତ ବୃହତ ଜଟାୟୁ ମୂର୍ତ୍ତିରେ ପୁଷ୍ପ ଅର୍ପିତ କଲେ ମୋଦୀ, ଦେଖନ୍ତୁ ଭିଡିଓ

ଅଯୋଧ୍ୟା: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ମୁଖ୍ୟ ଯଜମାନ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ…

ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ, ଏବେ ରୋଜଗାର ବି ବଢିଯିବ, ଜାଣନ୍ତୁ କିପରି

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲା ବିରାଜମାନ ହୋଇସାରିଲେଣି । ଭଗବାନ ରାମ ନିଜ ନଗରୀରେ ଆସିବା ଦ୍ୱାରା ଅଯୋଧ୍ୟାରେ କେବଳ ଖୁବ୍ ଧନ ବର୍ଷା ହେବ ନାହିଁ ବରଂ ଏହା ରୋଜଗାରର ଅବସର ମଧ୍ୟ ସୃଷ୍ଟି କରିବ ।…

(Video)ଆସିଲେ ରାମ, ଆସିବ ବି ରାମରାଜ୍ୟ; ଏପରି କିଛି କରିବାକୁ କହିଲେ ଏହି ପାଇଲଟ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଶବାସୀଙ୍କ ଲାଗି ଏକ ବହୁତ ଭଲ ବାର୍ତ୍ତା ରହିଛି । ଯଦି ଆମେ ସମସ୍ତେ ଏହି ସନ୍ଦେଶକୁ ଭଲ ଭାବରେ ପାଳନ କରିବା ତେବେ ରାମ ରାଜ୍ୟ ପ୍ର୍ରତିଷ୍ଠା…