fbpx

ଶୀତଦିନେ ଏହିମାନେ ହୋଇଥାନ୍ତି ହୃଦଘାତର ଶିକାର, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଶୀତଦିନ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ହୋଇଥାଏ ସେତିକି ରୋଗ ମଧ୍ୟ ସାଥିରେ ଆଣି ଆସିଥାଏ । ଏହିଦିନେ ହୃଦରୋଗ ସମସ୍ୟା ବେଶୀ ବଢିଯାଇଥାଏ । ଥଣ୍ଡାଦିନେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇବା ଦ୍ୱାରା…

ମୁୁମ୍ବାଇରେ ମାତ୍ର ୪,୩୦୦ଟଙ୍କାରେ ମିଳୁଛି 2 BHK  ଫ୍ଲାଟ୍‌, ଆଖପାଖରେ ରହୁଛନ୍ତି ବଲିଉଡ୍ ଷ୍ଟାର

ମୁମ୍ବାଇ: ମହାନଗରରେ ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥାଏ ଘରଭଡାରେ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ ଚେନ୍ନାଇ କଥା ତ ନ କହିବା ଭଲ । ଛୋଟ ଛୋଟ ସହରରେ ବି ମାସିକ ଘରଭଡା ୨୦ରୁ ୩୦ ଛୁଇଁଲାଣି । କିନ୍ତୁ ଆପଣ ଜାଣି…

ସଡକ ଉପରେ ଶୌଚ କରିବାରୁ ଫୁଟିଲା ଗୁଳି, ୬ ଗୁରୁତର

ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦରେ ରବିବାର ଜୋରଦାର ଫାୟାରିଂ ହୋଇଛି । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳି ଲାଗିଛି । ତେବେ ଏହି ଗୁଳିକାଣ୍ଡ ପଛରେ ଥିବା କାରଣ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା…

ମାୟାବତୀ ଘୋଷଣା କଲେ ନିଜର ଉତ୍ତରାଧିକାରୀ, ଜାଣନ୍ତୁ କିଏ ସେହି ନେତା

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ରବିବାର ହୋଇଥିବା ଏକ ବୈଠକରେ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି…

ଜଙ୍ଗଲରେ ନିଃବସ୍ତ୍ର ବୁଲୁଛନ୍ତି ବଲିଉଡ୍ ଅଭିନେତା, ଫ୍ୟାନ୍ସ କହିଲେ ରଣବୀରଙ୍କ ପ୍ରଭାବ

ମୁମ୍ବାଇ: ୧୦ ଡିସେମ୍ବର ଅର୍ଥାତ୍ ଆଜି ବିଦ୍ୟୁତ୍ ଜାମୱାଲ ନିଜର ୪୩ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଜନ୍ମଦିନ ଅବସରରେ ସେ ଇନଷ୍ଟାଗ୍ରାମରେ ନ୍ୟୁଡ୍ ଫଟୋଶୁଟ୍ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।…

(video)ପ୍ରଚଣ୍ଡ ଶବ୍ଦ ସହ ମହାକାଶରେ ନଜର ଆସିଲା ‘ଲାଲ୍ ରୋଷଣୀ’, ବୈଜ୍ଞାନିକ ବି ଅବାକ୍‌

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ESA)ର ଜଣେ ମହାକାଶଯାତ୍ରୀ ଏକ ଅଭିନବ ଘଟଣାର ଫଟୋ ଉଠାଇଛନ୍ତି ଯାହାକୁ ‘ଲାଲ୍ ରୋଷଣୀ’ ବା ଇଂରାଜୀରେ Red Sprite କୁହାଯାଉଛି । ମହାକାଶ ଯାତ୍ରୀ ଆଣ୍ଡ୍ରିଆସ୍ ମୋଗେନସନ୍…

ସୁଖଦେବ ସିଂ ଗୋଗାମେଡି ହତ୍ୟାକାଣ୍ଡ, ‘ଆନିମଲ୍‌’ ଫିଲ୍ମ ଦେଖିବା ପରେ ଅଭିଯୁକ୍ତ କରିଥିଲେ ହତ୍ୟା

ଜୟପୁର: କରଣୀ ସେନାର ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଜାଣି ବି ନ ଥିଲେ କି ସେମାନେ କାହାକୁ ହତ୍ୟା କରିବାକୁ ଯାଉଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲିସର ପଚରାଉଚୁରା…

ବିଶ୍ୱାସ ନହେଲେ ବି ସତ: ଏହି ଦେଶରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୧ଟଙ୍କା ୬୭ ପଇସା

ନୂଆଦିଲ୍ଲୀ: ଆମ ଏଇ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ମୁଦ୍ରାସ୍ଫୀତି ସବୁଠାରୁ ଉଚ୍ଚରେ ରହିଛି । ଏଠାରେ ଖାଦ୍ୟପେୟର ଦରଦାମ୍ ଆକାଶଛୁଆଁ । କିନ୍ତୁ ପେଟ୍ରୋଲର ମୂଲ୍ୟ ସବୁଠାରୁ କମ୍ ରହିଛି । ଏଠାରେ ଯେତେ ଶସ୍ତାରେ…

୩୦ ବର୍ଷ ପରେ ହେବ ଶୁକ୍ର ଓ ଶନିଙ୍କ ମିଳନ, ୨୦୨୪ରେ ଏହି ୩ ରାଶିଙ୍କ ଖୋଲିଯିବ ଭାଗ୍ୟ

ଜ୍ୟୋତିଷ ଗଣନା ଅନୁଯାୟୀ ଏକ ନିର୍ଦ୍ଧାରିତ ସମୟ ପରେ ସମସ୍ତ ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଗ୍ରହଙ୍କ ରାଶି ପରିବର୍ତ୍ତନ ଘଟଣା ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । ଯେତେବେଳେ ଏକ…

ପୋଷ୍ଟଅଫିସ୍‌ରେ ଏଫ୍‌ଡି ଥିଲେ କରନ୍ତୁନି ଏପରି ଭୁଲ୍‌, ଅନ୍ୟଥା ବଡ ଧରଣର କ୍ଷତି ସହିବାକୁ ପଡିବ

ନୂଆଦିଲ୍ଲୀ:ପୋଷ୍ଟଅଫିସ୍ ଏଫ୍‌ଡି ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ଏହି କାରଣରୁ ଆପଣ ୫ ବର୍ଷର ଏଫଡିକୁ ସମୟ ପୂର୍ବରୁ ଉଠାଇଲେ ଆପଣଙ୍କୁ ସେଭିଂ ଆକାଉଣ୍ଟ ସୁଧ ହାର ଅନୁସାରେ ଜମା ଅବଧି ଉପରେ ସୁଧ ପ୍ରଦାନ କରାଯିବ ।…