fbpx

ଡିସେମ୍ବର ୧ରୁ ବଦଳିବ ନିୟମ, ସିମ୍ କାର୍ଡ ଠାରୁ ଏଲ୍‌ପିଜି ପର୍ଯ୍ୟନ୍ତ ଏହିସବୁ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: କାଲି ଠାରୁ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହୋଇଯିବ । ନୂଆବର୍ଷରେ କିଛି ନୂଆ ନିୟମ ବି ଲାଗୁ ହୋଇଯିବ । ଏହି ନୂଆ ନିୟମ ଆପଣଙ୍କ ପକେଟ୍ ସହିତ ଆପଣଙ୍କ ଜୀବନ ଉପରେ ବି ପ୍ରଭାବ ପକାଇବ । ଏହି…

(video)୫୦,୦୦୦ ଲୋକଙ୍କ ଲାଗି ରନ୍ଧା ହେଲା ୭୮୦୦ କିଲୋ ଖେଚୁଡି, ପ୍ରସ୍ତୁତିରେ କେନ୍ଦ୍ରମନ୍ତ୍ରୀ କଲେ ସହଯୋଗ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ପରିକଳ୍ପନା ଆଧାରରେ ନାଗପୁରରେ ଏବେ ଖାସଦାର ସାଂସ୍କୃତିକ ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବ ଲାଗି ଆଜି ସକାଳେ ଇଶ୍ୱର ଦେଶମୁଖ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ…

ୟୁଏଇରେ କପ୍ ୨୮ ସମ୍ମିଳନୀ, ଭାରତ କରିବ ସମସ୍ତ ବିକାଶଶୀଳ ଦେଶର ପ୍ରତିନିଧିତ୍ୱ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ହେଉଥିବା କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଲାଗି ୟୁଏଇ ଗସ୍ତ କରୁଛନ୍ତି । କପ୍ ୨୮ ସମ୍ମିଳନୀର ଆୟୋଜନ ୨୮ ନଭେମ୍ବରରୁ ୧୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ…

ଲମ୍ବା ଓ ସୁନ୍ଦର କେଶ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ, କେଶର ଲମ୍ବ ୭ ଫୁଟ ୯ ଇଞ୍ଚ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସ୍ମିତା ଶ୍ରୀବାସ୍ତବ ନିଜର ଲମ୍ବା କେଶ ଲାଗି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ମିତା ୧୪ ବର୍ଷରୁ କେଶ କାଟିବା ବନ୍ଦ କରିଦେଇଥିଲେ । ଏବେ ତାଙ୍କ କେଶ ବଢି ବଢି ୭ ଫୁଟ ୯…

ରସାୟନ କାରଖାନାରେ ଅଗ୍ନିକାଣ୍ଡ ଘଟଣା, ୭ ନିଖୋଜ କର୍ମଚାରୀଙ୍କ ମିଳିଲା କଙ୍କାଳ

ସୁରଟ: ଗୁଜରାଟ ସୁରଟ ସହରରେ ବୁଧବାର ବିଳମ୍ବିତ ରାତ୍ରୀରେ ଏକ କେମିକାଲ ଫ୍ୟାକ୍ଟ୍ରୀରେ ଥିବା ଟ୍ୟାଙ୍କରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ପରେ ସନ୍ଧାନ ମିଳୁ ନ ଥିବା ୭ ଜଣ କର୍ମଚାରୀଙ୍କର…

ଲୋକୋ ପାଇଲଟଙ୍କ ଅଜବ କାରନାମା, ମଝି ରାସ୍ତାରେ ଫସି ରହିଲେ ୨୫୦୦ ଯାତ୍ରୀ

ନୂଆଦିଲ୍ଲୀ: ସହରସାରୁ ଦିଲ୍ଲୀ ଯାଉଥିବା ସ୍ପେସିଆଲ ଟ୍ରେନ୍ ବୁଢାବଳ ରେଳଷ୍ଟେସନରେ ଅଟକି ରହିଥିଲା । ଯାତ୍ରୀ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ । ଏକ ଘଣ୍ଟା ପରେ ସମସ୍ତେ ପଚରାଉଚୁରା କଲା ପରେ…

ଏହି ରାଶିର ଝିଅମାନେ ଶାଶୂ ଘରେ ହୋଇଥାନ୍ତି ସମସ୍ତଙ୍କ ପ୍ରିୟ, ବଦଳାଇ ଦିଅନ୍ତି ପତିଙ୍କ ଭାଗ୍ୟ

ଭାଗ୍ୟ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବଶାଳୀ ହୋଇଥାଏ । ଯେତେ ପରିଶ୍ରମ କଲେ ବି ଯଦି ଭାଗ୍ୟ ଭଲ ନ ଥାଏ ତେବେ ବ୍ୟକ୍ତି କୌଣସି କ୍ଷେତ୍ରରେ ବି ଉନ୍ନତି କରିପାରେ ନାହିଁ । ଅନେକ କ୍ଷେତ୍ରରେ ବିବାହ ପରେ ପତ୍ନୀଙ୍କ…

୩୦୦ ବର୍ଷ ପରେ ଡିସେମ୍ବର ଶେଷରେ ସୃଷ୍ଟି ହେଉଛି ଏହି ରାଜଯୋଗ, ଏହି ରାଶିଙ୍କର ବଢିବ ବ୍ୟାଙ୍କ ବାଲାନ୍ସ

୩୦୦ ବର୍ଷ ପରେ ଡିସେମ୍ବର ଶେଷରେ ସୃଷ୍ଟି ହେଉଛି ଏହି ରାଜଯୋଗ ଯେଉଁ କାରଣଣୁ ଏହି ରାଶିର ଲୋକଙ୍କ ବ୍ୟାଙ୍କ ବାଲାନ୍ସ ବହୁମାତ୍ରାରେ ବୃଦ୍ଧି ପାଇବ । ଯେତେବେଳେ ବି କୌଣସି ଗ୍ରହର ରାଶି ପରିବର୍ତ୍ତନ ହୋଇଥାଏ ସେତେବେଳେ…

ଏଲଆଇସି ଆଣିଲା ନୂଆ ପଲିସି ‘ଜୀବନ ଉତ୍ସବ’ , ବଢିଆ ରିଟର୍ଣ୍ଣ ସହ ରହିଛି ଲୋନ୍‌ର ବି ସୁବିିଧା

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ବୁଧବାର ଏକ ନୂଆ ଜୀବନ ବୀମା ପଲିସି ଜୀବନ ଉତ୍ସବ ଜାରି କରିଛି । କମ୍ପାନୀ ଏହି ପଲିସିକୁ ଅନେକ ଗୁଡିଏ ଆକର୍ଷକ ଫିଚର ସହିତ ଜାରି କରିଛି । ଏଥିରେ ନିିବେଶକଙ୍କ ଲାଗି…

ସିଆରପିଏଫ୍ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କଲେ ଏହି ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ:ଆଇଟିବିପି ମହାନିର୍ଦ୍ଦେଶକ(ଡିଜି) ଏ.ଡି. ସିଂହଙ୍କୁ ସିଆରପିଏଫର ମହାନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନଭେମ୍ବର ୩୦ରେ ବର୍ତ୍ତମାନର ସିଆରପିଏଫ୍ ଡିଜି ଏସ୍ ଏଲ୍ ଥାଓସେନ୍ ଅବସର ନେଉଥିବା…