ସାବଧାନ! ଓଜନ ହ୍ରାସ ଲାଗି ଖାଉଛନ୍ତି କି ଏହି ମେଡିସିନ୍‌, ଭୋଗିପାରନ୍ତି ଗମ୍ଭୀର ସମସ୍ୟା

ନୂଆଦିଲ୍ଲୀ: ବିଶ୍ୱର ଏକ ବୃହତ୍ତ ଜନସଂଖ୍ୟା ଲାଗି ବଡ ସମସ୍ୟା ପାଲଟିଛି ଓଜନ ବୃଦ୍ଧି । ତେଣୁ ସମସ୍ତେ ଏବେ ଶୀଘ୍ର ଶୀଘ୍ର ପତଳା ହେବା ପାଇଁ ମାଧ୍ୟମର ସନ୍ଧାନରେ ଲାଗି ପଡିଛନ୍ତି । ଏହି ମାଧ୍ୟମ ହେଉଛି ମୋଟାପାରୁ…

ଏଫ୍‌ଡି ଉପରେ ୯% ପାଖାପାଖି ସୁଧ ଦେଉଛନ୍ତି ଏହିସବୁ ବ୍ୟାଙ୍କ, ନିବେଶକ ହେଉଛନ୍ତି ମାଲାମାଲ

ନୂଆଦିଲ୍ଲୀ:ଦେଶର ୭ ବ୍ୟାଙ୍କ ଏଫଡିରେ ସୁଧ ହାରରେ ପରିବର୍ତ୍ତନ କରିଛି । ଫଳରେ ରିଟର୍ଣ୍ଣ ଲିମିଟ୍ ୯% ଟପିଯାଇଛି । ଏହି ବ୍ୟାଙ୍କ ମଧ୍ୟରେ ଏସ୍‌ବିଆଇ, ଡିସିବି ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଉତ୍କର୍ଷ ସ୍ମଲ…

ବେବୀ କେୟାର ହସ୍ପିଟାଲ ମାଲିକ ଗିରଫ, ନିଆଁ ଲାଗି ଯାଇଥିଲା ୭ ନବଜାତଙ୍କ ଜୀବନ

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ ବିବେକ ବିହାରରେ ଥିବା ନ୍ୟୁ ବର୍ଣ୍ଣ ବେବୀ କେୟାର ହସ୍ପିଟାଲ ମାଲିକ ଡାକ୍ତର ନବୀନଙ୍କୁ ଗିରଫ କରିଛି । ପୂର୍ବ ଦିଲ୍ଲୀ ବିବେକ ବିହାରରେ ଶନିବାର ରାତିରେ ବେବୀ କେୟାର ସେଣ୍ଟରରେ ନିଆଁ…

ବର୍ଷ ସାରା କରିବାକୁ ପଡିବନି ରିଚାର୍ଜ, ଆସିଲା ଜିଓର ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ୍‌

ଓଡ଼ିଶା ଭାସ୍କର: ଜିଓର ପ୍ରିପେଡ୍ ରିଚାର୍ଜ ସେଗମେଣ୍ଟରେ ଏକାଧିକ ଆକର୍ଷଣୀୟ ପ୍ଲାନ୍ ରହିଛି । ଏଠି ଆମେ ଆପଣଙ୍କୁ ସବୁଠାରୁ ଶସ୍ତା ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଜିଓର ଏହା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍…

(Video)ନିିମ୍ବ ଗଛରେ ଫଳୁଛି ଆମ୍ବ; ମନ୍ତ୍ରୀଙ୍କ ବଗିଚାରେ ଅଜବ ଦୃଶ୍ୟ, ବୈଜ୍ଞାନିକ କହିଲେ ଏହାର କାରଣ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ କିଛି ଅଜବ ଦୃଶ୍ୟ ନଜରକୁ ଆସିଛି । ଏଠାରେ ଏକ ନିମ୍ବ ଗଛରେ ଆମ୍ବ ଫଳିଥିବାର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ବଙ୍ଗଳା ଏବେ…

(Video)ପ୍ରଚଣ୍ଡ ଖରାରେ ତେଲ ଗରମ କରି ଭାଜିଲେ ମାଛ, ଯୁବତୀଙ୍କ ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଓଡ଼ିଶା ଭାସ୍କର: ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ଏପରି ସ୍ଥିତିରେ ଦ୍ୱିପ୍ରହର ସମୟରେ ବାହାରକୁ ବାହାରିବା ନିଆଁ ଗୁଳା…

ଏହିଦିନ ପଡୁଛି ଶନି ଜୟନ୍ତୀ, ଜାଣି ନିଅନ୍ତୁ ଏହିଦିନ କ’ଣ କରିବା ଓ କ’ଣ ନ କରିବା ଉଚିତ?

ଓଡ଼ିଶା ଭାସ୍କର: ଶନି ଜୟନ୍ତୀ ଭଗବାନ ଶନିଙ୍କ ପୂଜା ଲାଗି ବହୁତ ଖାସ୍ ଦିନ ହୋଇଥାଏ । ଏଥର ଶନି ଜୟନ୍ତୀ ଜୁନ୍ ୬ ରେ ପାଳନ କରାଯିବ । କୁହାଯାଏ ଯେଉଁମାନେ ଏହିଦିନ ଶ୍ରଦ୍ଧାର ସହ ଉପବାସ କରିଥାନ୍ତି ସେମାନଙ୍କୁ ମନ ଚାହିଁ…

କାଳ ହୋଇ ଆସିଥିଲା ଶନିବାର ରାତି, ୧୮ ନୀରିହ ଶିଶୁଙ୍କ ସହ ଚାଲିଗଲା ୫୬ ଲୋକଙ୍କ ଜୀବନ

ନୂଆଦିଲ୍ଲୀ:ଦେଶର ଅଲଗା ଅଲଗା ସ୍ଥାନରେ ଶନିବାର ରାତି ଯେପରି କାଳ ହୋଇ ଆସିଥିଲା । ଶନିବାର ଦ୍ୱିପ୍ରହର ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ବିଭିନ୍ନ ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଶିଶୁଙ୍କ ସହ ୫୬ରୁ ଅଧିକ…

ହ୍ୱାଟସଆପ୍ ୟୁଜର୍ସଙ୍କୁ ଏଲନ୍ ମସ୍କଙ୍କ ବଡ ୱାର୍ଣ୍ଣିଂ, କହିଲେ ଆପଣଙ୍କ ଡାଟା ଲିକ୍ ହେଉଛି

ନୂଆଦିଲ୍ଲୀ: ହ୍ୱାଟସଆପ୍ ମେସେଜିଂ ଆପ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏଥର ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଏହାପରେ ୟୁଜର୍ସଙ୍କୁ ନିଜ ଡାଟାକୁ ନେଇ ଚିନ୍ତା…

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ କାହିଁକି ରଖିଲେ ‘ଶିବଶକ୍ତି’, ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ ଖୁଲାସା

ନୂଆଦିଲ୍ଲୀ: ଗତ ବର୍ଷ ଚନ୍ଦ୍ରଯାନ ୩ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ ୩ ଲ୍ୟାଣ୍ଡିଂ କରିଥିବା ଯାଗାର ନାମ ଶିବଶକ୍ତି ପଏଣ୍ଟ ରଖିବା ନେଇ…