fbpx

ଦିଲ୍ଲୀରେ ବର୍ଷା ହେବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ, କହିଲେ ଭଗବାନ ପ୍ରାର୍ଥନା ଶୁଣିଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସାଧାରଣ ଜନତା, ସରକାର, ସୁପ୍ରିମକୋର୍ଟ ସମସ୍ତେ ଚିନ୍ତାରେ ଥିବା ବେଳେ ଏଠାରେ ଅଚାନକ ବର୍ଷା ସମସ୍ତଙ୍କ ମନରେ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି । ଏହି…

ବାରଣ ସତ୍ତ୍ୱେ ବି ପଞ୍ଜାବରେ ଜଳୁଛି ନଡା, ସୁପ୍ରିମକୋର୍ଟ କହିଲେ ଧାନ ଚାଷ ବନ୍ଦ କରିଦିଅ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧିକୁ ନେଇ ଶୁକ୍ରବାର ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଏହି ପ୍ରଦୂଷଣ ଲାଗି ନଡା ଜଳାଇବା ସବୁଠାରୁ ବଡ କାରଣ ଯାହା ପଞ୍ଜାବ ଓ…

ରୋଗୀ ଚିକିତ୍ସା କରୁଥିବା ସମୟରେ ଅଚାନକ ହୃଦଘାତରେ ଟଳିପଡିଲେ ଡାକ୍ତର

ନୂଆଦିଲ୍ଲୀ: ମୃତ୍ୟୁ ଆଗରେ ଧନୀ, ଗରିବ, ରୋଗୀ, ଡାକ୍ତର ସମସ୍ତେ ସମାନ । ଯେତେବେଳେ ମୃତ୍ୟୁ କାହାକୁ ନେବାକୁ ଆସିଥାଏ ସେତେବେଳେ ସେ କିଛି ଭଲ ମନ୍ଦ ବିଚାର କରେ ନାହିଁ । ଆଜି ସକାଳେ ମଧ୍ୟପ୍ରଦେଶର ସହଡୋଲ ଜିଲ୍ଲାରେ…

ରୋଗୀଙ୍କ ଜୀବନ ସହ ଖେଳୁଥିଲେ ଡାକ୍ତର, ବିଦେଶ ଯାତ୍ରା ପାଇଁ ୨୫୦ ରୋଗୀଙ୍କ ଠାରେ ଲଗାଇଥିଲେ ନକଲି ପେସ୍‌ମେକର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ହୋଇଥାନ୍ତି । କିନ୍ତୁ ଏଠି ଜଣେ ଡାକ୍ତର ରୋଗୀଙ୍କ ଜୀବନ ସହ ଏପରି ଖେଳ ଖେଳିଛନ୍ତି ଯାହା ଜାଣିବା ପରେ ଆପଣ ତାଙ୍କୁ ଡାକ୍ତର ନୁହେଁ ସଇତାନ ବୋଲି କହିବେ ।…

ନାରାୟଣ ମୂର୍ତ୍ତିଙ୍କ କଥାକୁ ସମର୍ଥନ କଲେ କଂଗ୍ରେସ ସାଂସଦ, କହିଲେ ସପ୍ତାହକୁ ଗୋଟିଏ ଦିନ ଛୁଟି ଯଥେଷ୍ଟ

ନୂଆଦିଲ୍ଲୀ: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଭାରତର ଲୋକମାନେ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି କହିବା ପରେ ଏହାକୁ ନେଇ ଏ ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କିଛି ଲୋକ ମୂର୍ତ୍ତିଙ୍କୁ ସମର୍ଥନ…

ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା, ୧୦ ଆହତ

ଭୁବନେଶ୍ୱର:ପୁରୀ ଶ୍ରୀମନ୍ଦିରରେ ଆଜି ସକାଳେ ମଙ୍ଗଳ ଆଳତି ସମୟରେ ପୁଣି ଅଘଟଣ ଘଟିଯାଇଛି । ଏହି ସମୟରେ ଭିଡ ଅଧିକ ଥିବାରୁ ଠେଲାପେଲାରେ ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ…

ବୈଷ୍ଣୋଦେବୀ ଦର୍ଶନ ସାରି ଫେରୁଥିଲା ବେଳେ ଘଟିଗଲା ଅଘଟଣ, ଗାଡି ଖାଇରେ ଖସିି ଜଣେ ମୃତ ଓ ୭ ଗୁରୁତର

କଟରା:ଜାମ୍ମୁ କାଶ୍ମୀରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।…

ଧନତେରାସରେ କିଣନ୍ତୁ ସବୁଠାରୁ ଶସ୍ତା ଏହି ଜିନିଷ, ମା’ ଲକ୍ଷ୍ମୀଙ୍କ ଅଧିକ ପ୍ରିୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଦିନ ଧନତେରାସ ପର୍ବ ପାଳନ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ ।…

(video)ହେଲମେଟ୍ ପିନ୍ଧି ନ ଥିବା ପୋଲିସବାଲାକୁ ଅଟକାଇବା ମହିଳାଙ୍କୁ ପଡିଲା ଭାରି, ମଜାକ ଉଡାଇଲେ ଲୋକେ

ନୂଆଦିଲ୍ଲୀ:ରାସ୍ତା ଉପରେ ଗାଡି ଚଲାଇବା ସମୟରେୁ କିଛି ନୟମ ମାନିବାକୁ ପଡିଥାଏ । ଯଦି ସମସ୍ତେ ଏହି ନିୟମକୁ ଠିକ୍ ଭାବରେ ପାଳନ କରନ୍ତେ ତେବେ ଦୁର୍ଘଟଣା ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଆନ୍ତା । କିନ୍ତୁ ଲୋକମାନେ…

(video)ଗାଡି ଉପରେ ଚଢି ସମର୍ଥକଙ୍କ ସହ ରୋଡ୍ ଶୋ’ କରୁଥିଲେ ମନ୍ତ୍ରୀ, ରେଲିଂ ଭାଙ୍ଗିଯିବାରୁ ତଳେ ଖସିପଡି ଆହତ

ନିଜାମବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପ୍ରସାର ଜୋର ଧରିଛି । ରାଜ୍ୟରେ ନେତାମାନଙ୍କର ଖୁବ୍ ର‌୍ୟାଲି, ଜନସଭା ଓ ରୋଡ୍ ଶୋ’ ଜାରି ରହିଛି । ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ…