ବିବାହିତ ପୁରୁଷ କାହାକୁ ବି କୁହନ୍ତୁନି ଏହି ୩ ଟି ରହସ୍ୟର କଥା, ସୁଖୀ ଜୀବନରେ ଲାଗିଯିବ ଗ୍ରହଣ

ଓଡ଼ିଶା ଭାସ୍କର:ଆଚାର୍ଯ୍ୟ ଚାଣକ୍ୟ ଭାରତର ସବୁଠାରୁ ବିଦ୍ୱାନ ଅର୍ଥଶାସ୍ତ୍ରୀ ଭାବରେ ପରିଚିତ । ତାଙ୍କ ଦ୍ୱାରା ଲିଖିତ ଚାଣକ୍ୟ ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରୁଛି । ଚାଣକ୍ୟଙ୍କ ଅନୁସାରେ ଜଣେ ବିବାହିତ ପୁରୁଷ…

(Video)ଫିଲ୍ମ ‘ଧୁମ୍‌’ ଷ୍ଟାଇଲରେ ଚଳନ୍ତା ଟ୍ରକରୁ କଲେ ଚୋରୀ, ଭିଡିଓ ଭାଇରାଲ୍

ଓଡ଼ିଶା ଭାସ୍କର:ଆପଣ ଏ ପର୍ଯ୍ୟନ୍ତ ବହୁ ଚୋରୀ ଭିଡିଓ ଦେଖିଥିବେ । କିନ୍ତୁ ଏଠି ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଦେଖିବା ପରେ ଆପଣ ଏହାକୁ ସତ ନୁହେଁ ବରଂ ଏକ ଫିଲ୍ମର ଦୃଶ୍ୟ ବୋଲି ଭାବିବେ । ପ୍ରାୟତଃ…

(Video)ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଧୋନୀ, ନିଜ ଲଗେଜ୍ ନିଜେ ଉଠାଇ ଇକୋନମୀ କ୍ଲାସରେ କଲେ ଯାତ୍ରା

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଇକୋନୋମୀ କ୍ଲାସରେ ଧୋନୀଙ୍କୁ ଯାତ୍ରା କରୁଥିବାର ଦେଖି ଲୋକମାନେ ପୁଣି ତାଙ୍କୁ ପ୍ରଶଂସା ଓ…

ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ, ପ୍ରଚଣ୍ଡ ଖରା ପାଇଁ ଧିମେଇ ଯାଇଛି ମତଦାନ

ଭୁବନେଶ୍ୱର: ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ ହୋଇଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଅନୁଗୁଳରେ…

ଚାର୍ଲସ୍ ଶୋଭରାଜଙ୍କ ନା ନେଇ କେଜ୍ରିୱାଲଙ୍କ ଉପରେ ଏପରି ବର୍ଷିଲେ ମୋଦୀ, କହିଲେ ଅଭିଯୁକ୍ତଙ୍କୁ କାନ୍ଧରେ ବସାଇ ନାଚୁଛନ୍ତି

ନୂଆଦିଲ୍ଲୀ:ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୁଖ୍ୟାତ ଅପରାଧୀ ଚାର୍ଲସ୍ ଶୋଭରାଜର ନାଁ ନେଇ ସମାଲୋଚନା କରିଛନ୍ତି ।…

ମତଦାନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଦେଶରେ ଷଷ୍ଠ ପର୍ଯ୍ୟୟ ଲାଗି ଭୋଟ ଗ୍ରହଣ ହେଉଥିବା ବେଳେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀର ଏକ ପୋଲିଂ…

ସକାଳୁ ସକାଳୁ ଆଇଏଏସ୍ ଅଫିସରଙ୍କ ଘରେ ଲୁଟେରାଙ୍କ ଆତଙ୍କରାଜ, ବିରୋଧ କରିବାରୁ ପତ୍ନୀଙ୍କୁ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶନିବାର ସକାଳେ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ଙ୍କ ଘରେ ଲୁଟେରାମାନେ ଲୁଟପାଟ୍ କରିବା ସହ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ…

ମିତାଲି ରାଜଙ୍କୁ ବିବାହ କରିବେ କି ଶିଖର ଧାୱନ? ନିଜେ ଏ ବିଷୟରେ କଲେ ଖୁଲାସା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଓପନର୍ ଶିଖର ଧାୱନ ଏବେ ନିଜ ଶୋ’କୁ ନେଇ ଚର୍ଚ୍ଚାରେ । ଆନ୍ତର୍ଜାତିକ କ୍ରିକେଟକୁ ଧାୱନଙ୍କ ଫେରିବା ଏବେ ସହଜ ନୁହେଁ । ଆଘାତ କାରଣରୁ ସେ ଆଇପିଏଲ୍‌ର ଏହି ସିଜନ ମଝିରେ ହିଁ…

ଜୀବନରେ ଏହି ୪ ପ୍ରକାର ଲୋକଙ୍କର କେବେ ବି କରନ୍ତୁନି ଅପମାନ, ଅନ୍ୟଥା ପାପର ଭାଗିଦାର ହେବେ

ଓଡ଼ିଶା ଭାସ୍କର:ଅର୍ଥଶାସ୍ତ୍ରର ମହାନ୍ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ଧନ, ଉନ୍ନତି, ମିତ୍ରତା, ମାନ ସମ୍ମାନକୁ ନେଇ ମାନବ ସମାଜକୁ ବିଭିନ୍ନ ପରାମର୍ଶ ଦେଇଛନ୍ତି । ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା…

୨ ଲକ୍ଷ ଟଙ୍କାରେ ନିଲାମ ହେବ ଏହି ୧୦ ଟଙ୍କିଆ ନୋଟ୍‌; ୧୦୦ବାଲା ନୋଟ୍ ୫ ଲକ୍ଷରେ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ୧୦ଟଙ୍କିଆ ୨ଟି ନୋଟ୍ ଆଉ ଦୁଇଟିର ମୂଲ୍ୟ ଅତି କମ୍‌ରେ ୪ ଲକ୍ଷ । ଏହା ଶୁଣି ଆପଣଙ୍କ ମୁଣ୍ଡ ଘୁରାଇଯିବ । ପ୍ରକୃତରେ ଏହି ୨ ନୋଟ୍ ଲଣ୍ଡନର ଏମଏସ୍ ଶିରାଲା ଜାହାଜ ର‌୍ୟାକରୁ ମିଳିଥିଲା । ଏବେ ଏହି ଦୁଇ ନୋଟ୍…