fbpx

(video)ମୋବାଇଲ୍ ନ ଦେବାରୁ ଛାତ୍ରୀଙ୍କୁ ଅଟୋରୁ ଘୋଷାଡି ଆଣିଲେ ଦୁର୍ବୃତ୍ତ, ମଝି ରାସ୍ତାରେ ଖସିପଡି ଚାଲିଗଲା ଜୀବନ

ଗାଜିଆବାଦ: ଗାଜିଆବାଦ ଜାତୀୟ ରାଜପଥ ୯ ରେ ଏକ ଚଳନ୍ତା ଅଟୋରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଅକ୍ଟୋବର ୨୭ ତାରିଖର । ୨ଜଣ ଦୁର୍ବୃତ୍ତ ଚଳନ୍ତା ଅଟୋରେ ଯାଉଥିବା ଜଣେ ଛାତ୍ରୀଠାରୁ ମୋବାଇଲ୍ ଛଡାଇ…

ପୁଣି ଥରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଜୋରଦାର ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ମାମଲାରେ ଜେଲ୍‌ରେ ସଜା କାଟୁଥିବା ମନୀଷ ସିସୋଦିଆଙ୍କୁ ପୁଣି ଥରେ କୋର୍ଟ ପକ୍ଷରୁ ଜୋରଦାର ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଜମାନତ ଆବେଦନ ଖାରଜ କରି ଦେଇଛନ୍ତି ।…

‘ଥଲାଇଭର ୧୭୦’ସେଟ୍‌ରୁ ସାମ୍ନାକୁ ଆସିଲା ଫଟୋ, ବିଗ୍ ବି ଓ ରଜନୀକାନ୍ତଙ୍କୁ ଏକ ସଙ୍ଗେ ଦେଖି ବଢିଗଲା ଦର୍ଶକଙ୍କ ଉତ୍ସାହ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଓ ରଜନୀକାନ୍ତ ନିଜର ଆଗାମୀ ଫିଲ୍ମ ‘ଥଲାଇଭର ୧୭୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି । କାହିଁକିନା ଏହି ୨ ସୁପରଷ୍ଟାର ୩୩ ବର୍ଷ ପରେ ଏକ ସଙ୍ଗେ କାମ କରିବାକୁ ଯାଉଛନ୍ତି । ରବିବାର ପ୍ରଡକ୍ସନ…

‘କାହାକୁ କହିବନି ଗଣଦୁଷ୍କର୍ମ ହୋଇଛି ବୋଲି, ନ ହେଲେ ବଦନାମ ହେବା ସହ ବାହାଘର ଭାଙ୍ଗିଯିବ, ପୀଡିତାକୁ ପୋଲିସର ପରାମର୍ଶ

କାନପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ବିରୁଦ୍ଧରେ ଅପରାଧକୁ ନେଇ ବହୁତ କଠୋର ରହିଥାନ୍ତି । ବହୁ ସମୟରେ ସେ ବିଭିନ୍ନ ମଞ୍ଚରେ କହୁଥିବାର ଶୁଣାଯାଏ କି ଯଦି ରାଜ୍ୟରେ କେହି ଯୁବତୀ କିମ୍ବା…

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ବି ଗର୍ଭବତୀ ହେଲେ ୮ ମହିଳା, ମୁଖ୍ୟମନ୍ତ୍ରୀ କହିଲେ ବ୍ୟସ୍ତ ହୁଅନି କ୍ଷତିପୂରଣ ମିଳିବ

ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦାର ସ୍ୱାସ୍ଥ୍ୟ ବିଭାଗରେ ସେତେବେଳେ ଜୋରଦାର କମ୍ପନ ସୃଷ୍ଟି ହୋଇଥିଲା ଯେତେବେଳେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ବି ୮ ଜଣ ମହିଳା ଗର୍ଭବତୀ ହୋଇଥିଲେ । ମହିଳାଙ୍କୁ ଯେତେବେଳେ ଏହି କଥାର…

ବିବାହ ପରେ ପତ୍ନୀକୁ ଛାଡି ବିଦେଶ ଚାଲିଗଲା ପତି, ସୁପ୍ରିମକୋର୍ଟ ଶୁଣାଇଲେ ଶ୍ୱଶୁରକୁ ସଜା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣୀ କରି ଏକ ଅଜବ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୈତୃକ ଦୋକାନ ବିକ୍ରୀ କରି ବୋହୂକୁ ଗୁଜୁରାଣ ଦେବାକୁ ଆଦେଶ ଦେଇଛନ୍ତି । ଏହି ବ୍ୟକ୍ତିଙ୍କ ପୁଅ…

ପିଆଜ ମୂଲ୍ୟ ୮୦ ଛୁଇଁବା ପରେ ଚେତିଲେ ସରକାର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁୁବନେଶ୍ୱର: ଏବେ ଦେଶ ତଥା ରାଜ୍ୟରେ ପିଆଜର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ଗତ ସପ୍ତାହରେ କିଲୋପ୍ରତି ୩୦ଟଙ୍କାରେ ବିକ୍ରୀ ହେଉଥିବା ପିଆଜ ଏବେ ୧୦୦ ଟଙ୍କା ଛୁଇଁଲାଣି । ପିଆଜର ଏହି ଚଢାଦରକୁ ନେଇ ଖାଉଟୀଙ୍କ…

(video)ଶାଢୀ ପିନ୍ଧି ମହାରାଷ୍ଟ୍ରରେ ବସ୍ ଚଳାଉଛନ୍ତି ମହିଳା, ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ

ସୋସିଆଲ ମିଡିଆରେ କେତେବେଳେ କେହି ଭୟାନକ ଷ୍ଟଣ୍ଟ କରୁଥିବାର ଚିତ୍ର ଦେଖିବାକୁ ମିଳିଥାଏ ତ ପୁଣି କେତେବେଳେ କେହି ନିଜର କଳାରେ ଲୋକମାନଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଳିଥାଏ । ଏବେ ଏହି ସୋସିଆଲ ମିଡିଆରେ ମହିଳା…

PNB କରିବାକୁ ଯାଉଛି ଏକ ବଡ ପରିବର୍ତ୍ତନ; ବନ୍ଦ ହୋଇଯିବ ଏମ୍‌ପାସବୁକ୍‌, ଏବେ ଏହିସେବା କିପରି ପାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ପିଏନ୍‌ବି ଆକାଉଣ୍ଟ ହୋଲ୍ଡରଙ୍କ ଲାଗି ଜରୁରୀ ଖବର । ପିଏନବି ଏମ୍‌ପାସବୁକ୍ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏବେ ସମସ୍ତ ୟୁଜର୍ସଙ୍କୁ ପାସବୁକ୍ ବିବରଣୀ ଚେକ୍ କରିବା ଲାଗି ପିଏନବି ୱାନ୍ ଆପ୍‌ର…

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରେ ରହି ଆସୁଥିଲେ

ଭୁବନେଶ୍ୱର: କୁହାଯାଏ ଝିଅ ବାପାର ସବୁଠାରୁ ଗେହ୍ଲା ହୋଇଥାଏ । କିନ୍ତୁ ଆଜି ମୟୁରଭଞ୍ଜରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବାପା ଝିଅର ଏହି ଅନ୍ତରଙ୍ଗ ସଂପର୍କ ଉପରେ ରକ୍ତଛିଟାର ଦାଗ ଲଗାଇ ଦେଇଛି । ମୟୂରଭଞ୍ଜର…