ଲିଭ୍ ଇନ୍ ରିଲେସନକୁ ନେଇ ହାଇକୋର୍ଟ ଦେଲେ କଡା ଟିପ୍ପଣୀ, ଏପରି କହି ଏକ ଲିଭ୍ ଇନ୍ ଯୋଡିଙ୍କ ଆବେଦନକୁ କଲେ ଖାରଜ
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଲିଭ୍ ଇନ୍ ରିଲେସନସିପ୍ କେବଳ ଏକ ଟାଇମପାସ୍ । ଲିଭ୍ ଇନ୍ ରିଲେସନରେ ରହୁଥିବା ଏକ ଭିନ୍ନ ଧର୍ମର ଯୋଡିଙ୍କ ପୋଲିସ ସୁରକ୍ଷା ଆବେଦନ ଉପରେ ଶୁଣାଣୀ କରିବା ସମୟରେ ହାଇକୋର୍ଟ…