fbpx

ବେଲାରୁଷରେ ପରମାଣୁ ଅସ୍ତ୍ର ଠୁଳ କରୁଛି ରୁଷ, ୟୁକ୍ରେନକୁ ନେଇ ପୁଟିିନଙ୍କ ପରବର୍ତ୍ତୀ ଯୋଜନା କ’ଣ ରହିଛି ତାହାକୁ ନେଇ ଚିନ୍ତାରେ ବିଶ୍ୱ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଆହୁରି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ରୁଷ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଇଥିବା ଜଣାଯାଇଛି । ମିଳିଥିବା ଏକ…

ବାଇକକୁ ପିଟି ଜଳିଗଲା ଟ୍ୟାଙ୍କର, ୨ ମୃତ

ଭୁବନେଶ୍ୱର: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନାରେ ସକାଳୁ ସକାଳ ଘଟିଯାଇଛି ଏକ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର ବାଇକ୍ କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ…

ଶରୀର ଲାଗି ବହୁତ ଜରୁରୀ ଭିଟାମିନ୍ ଡି’, ଗରମରେ ଖରାକୁ ନ ଯାଇ କିପରି ପାଇହେବ ଭିଟାମିନ୍ ଡି’

ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ବିଭିନ୍ନ ପ୍ରକାର ଭିଟାମିନ୍ସ ଓ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି । ଶରୀରରେ ଭିଟାମିନ୍ କମିଯିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଭୋଗିବାକୁ ପଡିଥାଏ । ଭିଟାମିନ୍ ଡି’ ମଧ୍ୟ…

ମିଳିଗଲା ବର୍ଷ ପୁରୁଣା ପ୍ରଶ୍ନର ଉତ୍ତର, ପ୍ରଥମେ ଅଣ୍ଡା ଆସିଥିଲା ବୋଲି କହିଲା ଚାଟଜିପିଟି

ନୂଆଦିଲ୍ଲୀ:ପିଲାଦିନୁ ଆପଣ ଗୋଟିଏ ପ୍ରଶ୍ନ ବାରମ୍ବାର ଶୁଣି ଆସୁଥିବେ । ପ୍ରଶ୍ନଟି ହେଉଛି ଆଗ ଅଣ୍ଡା ନା ଆଗ କୁକୁଡା । ଏହି ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ କାହା ପାଖରେ ନ ଥିଲା । କିନ୍ତୁ ଏବେ ଏହି ପ୍ରଶ୍ନର ଉତ୍ତର…

ବିନା ପରୀକ୍ଷାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରନ୍ତୁ ଚାକିରୀ, ଜାଣି ନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ । ପୁଣି ସେ ସରକାରୀ ବ୍ୟାଙ୍କ ହୋଇଥିଲେ ସାରା ଜୀବନ ଆରାମ । ଏଠି ଆମେ ଆଉ କେଉଁ ସରକାରୀ ବ୍ୟାଙ୍କର କଥା କହୁନୁ ଆମେ କହୁଛୁ ଦେଶର ନମ୍ବର ୧ ସରକାରୀ ବ୍ୟାଙ୍କ…

ନେହରୁ ମେମୋରିଆଲ୍ ମ୍ୟୁଜିୟମର ନା ବଦଳାଇଦେଲେ ମୋଦୀ ସରକାର, କଂଗ୍ରେସ କହିଲା ସଂକୀର୍ଣ୍ଣତା ଓ ପ୍ରତିଶୋଧର ଅନ୍ୟ ନାମ ହେଉଛନ୍ତି ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାମ ବଦଳାଇ ଦିଆଯାଇଛି । ଏବେ ଏହା ପ୍ରାଇମ୍ ମିନିଷ୍ଟର ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବରେ ପରିଚିତ ହେବ । ତେବେ ଏହି ଘଟଣା ପରେ…

ଚନ୍ଦ୍ରଯାନ ୩ କୁ ଧରି ୩୮୪,୪୦୦ କିଲୋମିଟର ଦୂର ଚନ୍ଦ୍ରପୃଷ୍ଠକୁ ଯିବ ଇସ୍ରୋର ବାହୁବଳୀ, ଲକ୍ଷ୍ୟ ପୃଥିବୀ ବାହାରେ ମହାକାଶଯାନର ସଫ୍ଟ ଲ୍ୟାଣ୍ଡିଂ…

ନୂଆଦିଲ୍ଲୀ:ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ଚନ୍ଦ୍ରୟାନ -୩ ମିଶନକୁ ଶ୍ରୀହରିକୋଟା ସତୀଶ ଧାୱନ ସ୍ଥିତ ମହାକାଶ କେନ୍ଦ୍ରରୁ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ଜିଏସଏଲ୍ଭି ଏମକେ ୩ ଜରିଆରେ ଲଞ୍ଚ କରିବ ।…

ଅନ୍ଧବିଶ୍ୱାସର ଭୟଙ୍କର ପରିଣତି: କ୍ଷୀର ପିଉ ନ ଥବାରୁ ୫ ଦିନର ଶିଶୁର ହାତକୁ ଗରମ ତେଲରେ ପୋଡିିଦେଲା ମା’

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବାରବାଙ୍କୀରୁ ଆସିଛି ଏପରି ଏକ ଚକିତ କରିଦେବା ଭଳି ଖବର । ଯେଉଁଠି ପିଲା ଲାଗି ମା ନିଜର ଜୀବନ ବାଜି ଲଗାଇବାକୁ ବି ପଛାଇ ନ ଥାଏ ସେଠି ଏପରି ଏକ ଖବର ଶୁଣି ସମସ୍ତଙ୍କ ପାଟିରୁ ଏବେ ବାହାରୁଛି…

କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ ଲାଗି ପାଖରେ ପଇସା ନ ଥିଲେ ଆପଣାନ୍ତୁ ଏହି ଉପାୟ, ପକେଟରୁ ସରିବନି ଗୋଟିଏ ବି ପଇସା

ନୂଆଦିଲ୍ଲୀ:ଆଜିକାଲି କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଯାଇଛି । ଅଧିକାଂଶ ଲୋକ ନିଜ ଅର୍ଥନୀତିକୁ ମ୍ୟାନେଜ୍ କରିବା ଲାଗି ଶପିଂ, ରିଚାର୍ଜ, ସବସ୍କ୍ରିପସନ୍, ବିଲ୍ ପେମେଣ୍ଟ ଆଦି କ୍ରେଡିଟ୍ କାର୍ଡ…

ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା, ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀରରରେ ସୁରକ୍ଷା କର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । କୁପୱାରାରେ ସୁରକ୍ଷା କର୍ମୀ ଓ ପୋଲିସର ମିଳିତ ଅପରେସନ ବଳରେ ଆଜି ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୀମା ପାର୍ ହୋଇ ଅନୁପ୍ରବେଶ…