fbpx

କ୍ୟାନସରର ଚିକିତ୍ସାରେ ଇସ୍ରାଏଲ୍ ଗବେଷକଙ୍କ ନୂଆ ସଫଳତା, ୯୦ ପ୍ରତିଶତ ରୋଗୀ ହୋଇସାରିଲେଣି ସୁସ୍ଥ

ନୂଆଦିଲ୍ଲୀ: କ୍ୟାନସର ଏପରି ଏକ ଭୟାବହ ରୋଗ ଯାହାର ନା ଶୁଣିବା ମାତ୍ରକେ ଆଖି ସାମ୍ନାରେ ମୃତ୍ୟୁର ଚିତ୍ର ହିଁ ଭାସି ଉଠେ । କିନ୍ତୁ ବହୁ ନୂତନ ଅଧ୍ୟୟନ ବଳରେ ଧୀରେ ଧୀରେ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବିଭିନ୍ନ…

ବିନା ଲାଇସେନ୍ସରେ ସୁଧ କାରବାର କରୁଛନ୍ତି କି? ଆଇନର କାଠଗଡାକୁ ଟଣା ହୋଇପାରନ୍ତି

ନୂଆଦିଲ୍ଲୀ: ବ୍ୟକ୍ତି ବ୍ୟକ୍ତିଗତ ଆବଶ୍ୟକତା ଲାଗି କିମ୍ବା ବ୍ୟବସାୟରେ ଖଟାଇବା ଲାଗି ଟଙ୍କା ଆବଶ୍ୟକ ପଡିଲେ ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ ଉଠାଇଥାଏ । ବ୍ୟାଙ୍କ ଠାରୁ ଆରମ୍ଭ କରି ଏହି ସମସ୍ତ ଆର୍ଥିକ…

୬୦,୦୦୦ରୁ ନିମ୍ନକୁ ଖସିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନା ରେଟ୍ ସ୍ଥିର ରହିଥିଲା । ପରେଏହାର ପ୍ରତି ୧୦ ଗ୍ରାମର ମୂଲ୍ୟ ୬୦ ହଜାରକୁ ଖସି ଆସଥିଲା । ଗତ ମାସରେ ସୁନାର ଚାହିଦା ବେଶ୍ ଅଧିକ ରହିଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ…

ଅଚାନକ ହୃଦଘାତର ମିଳିପାରବ ଆଗୁଆ ସୂଚନା, ବିଶ୍ୱର ନାମୀ ବିଶେଷଜ୍ଞଙ୍କୁ ନେଇ ଆଇଆଇଟି କାନପୁର କରୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଦେଶରେ ଅଚାନକ ହୃଦଘାତରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ଫିଲ୍ମଷ୍ଟାର ଏପରି ଅଚାନକ ହୃଦଘାତର ଶିକାର ହୋଇ ଅକାଳରେ ଝଡି ପଡିଛନ୍ତି । ନିକଟରେ ଜଣେ…

ଘର ପୋଡିଦେଲେ ଗ୍ରାମବାସୀ, ମା ସହ ପୁଅ ଓ ଝିଅ ଆହତ

ଭୁବନେଶ୍ୱର: ଖୋର୍ଦ୍ଧା ଗୋବର୍ଦ୍ଧନପୁରରେ ଘଟିଛି ଏକ ଅଘଟଣ । ଏକ ଘର ଭିତରେ ପରିବାର ଲୋକ ଥିବା ସମୟରେ ଘରେ ନିଆଁ ଲଗାଇଦେଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ଘର ଭିତରେ ଥିବା ମା ସହ ପୁଅ ଝିଅ ଆହତ ହୋଇଛନ୍ତି । ତେବେ…

ଭୁଲ୍ ରେ ବି କାହାକୁ ଥାଳିରେ ଏକ ସଙ୍ଗେ ଖାଇବାକୁ ଦିଅନ୍ତୁ ନାହିଁ ୩ ରୁଟି, ହୋଇଥାଏ ବହୁ ଅଶୁଭ

ହିନ୍ଦୁ ଧର୍ମରେ ବିଭିନ୍ନ ମାନ୍ୟତା ପ୍ରଚଳିତ । ପୂଜା ପାଠ, ବ୍ରତ ଠାରୁ ଆରମ୍ଭ କରି ଦୈନିକ ଆଚରଣକୁ ନେଇ ବି ବିଭିନ୍ନ ମାନ୍ୟତା ରହିଛି । ପ୍ରତିଦିନ ଆମ ଚାରପଟେ ଏପରି ବହୁ କାର୍ଯ୍ୟ ହୋଇଥାଏ ଯାହାକୁ ଶୁଭ ଓ ଅଶୁଭ…

ଅମରନାଥ ଯାତ୍ରାରେ ଫୁଡ୍ ମେନ୍ୟୁ ଜାରି, ଜାଣି ନିଅନ୍ତୁ କ’ଣ ଖାଇବେ କ’ଣ ନ ଖାଇବେ

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ତେବେ ଆପଣ ବି ଏହି ଯାତ୍ରାରେ ବାହାରିଥିଲେ ଏହା ପୂର୍ବରୁ ଏକ ବିଶେଷ ଖବର ଜାଣିନେବା ଉଚିତ । ଆପଣ ଏହି ତୀର୍ଥ ଯାତ୍ରାରେ ଯାଉଥିଲେ…

ବନ୍ଦେ ଭାରତ ନିର୍ମାଣ ଓ ରକ୍ଷଣାବେକ୍ଷଣକୁ ନେଇ ଭାରତ ଓ ରୁଷ କମ୍ପାନୀ ମୁହାଁମୁହିଁ , ଶୀର୍ଷ ସ୍ତରୀୟ ଆଲୋଚନାରେ ବାହାରିବ ସମାଧାନର ବାଟ

ନୂଆଦିଲ୍ଲୀ:ରୁଷ- ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ସାରା ବିଶ୍ୱ ଏବେ ଦୁଇ ଭାଗ ହୋଇଯାଇଛି । ଆମେରିକା ପରି ପାଶ୍ଚାତ୍ୟ ରାଷ୍ଟ୍ର ରୁଷକୁ ଏକ ଘରକିଆ କରିବାକୁ ଚାହୁଁଥିବା ବେଳେ ଭାରତ କିନ୍ତୁ ଏ ମାମଲାରେ ନୀରବତା ରକ୍ଷା…

ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ବାଦ୍ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ, ଅତିରିକ୍ତ ଦାୟିତ୍ୱ ନେଲେ ଅତନୁ ସବ୍ୟସାଚୀ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ରୋହିତ ପୂଜାରୀଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଏ…

କେବେ ଯାଏ ଏମିତି ଖୋଲା ବୋରୱେଲ ନେଇଚାଲିଥିବ ନିରୀହ ଜୀବନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସମସ୍ତେ ବେଫିକର

ନୂଆଦିଲ୍ଲୀ:ଜମିରେ ଖୋଲାପଡିଥିବା ବୋରୱେଲରେ ଖସିପଡି ପ୍ରତିବର୍ଷ ପ୍ରାୟ ୫୦ରୁ ୬୦ ଲୋକଙ୍କ ମୃତ୍ୟୁ ହୋଇ ଯାଉଛି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସୁପ୍ରିମକୋର୍ଟ ୨୦୧୦ରେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହା…