ନିର୍ବାଚନ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କଲ? ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଡି ଦ୍ୱାରା ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଙ୍ଗଳବାର ଅର୍ଥାତ୍ ଆଜି ଶୁଣାଣୀ ହୋଇଥିଲା । ଏହି ମାମଲାରେ…

ଗରମ ଦିନେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି

ଓଡ଼ିଶା ଭାସ୍କର: ଅଣ୍ଡା ଏପରି ଏକ ଖାଦ୍ୟ ଯାହା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ । ସେ ସିଝା ଅଣ୍ଡା ହେଉ, ଓମଲେଟ୍ ହେଉ କି ଅଣ୍ଡା ତରକାରୀ । ବହୁ ଲୋକ ନିଜ ବ୍ରେକଫାଷ୍ଟରେ ବି ଅଣ୍ଡାକୁ ସାମିଲ କରିଥାନ୍ତି । ଏହା…

(video)ଲଣ୍ଡନ ସଡକ ଉପରେ ଖେଳିଗଲା ଆତଙ୍କ, ଖଣ୍ଡା ଧରି ଲୋକଙ୍କୁ ଅତର୍କିତ ଆକ୍ରମଣ କଲା ଯୁବକ

ଲଣ୍ଡନ: ଲଣ୍ଡନର ଉତ୍ତରପୂର୍ବ ହେନଲ୍ଟ ସହରରେ ମେଟ୍ରୋପଲିଟାନ ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ କି ହାତରେ ଏକ ଖଣ୍ଡା ଧରି ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କରିଛି । ପୋଲିସ କହିଛି ଏହି ମାମଲାରେ ୩୬…

ଦେଶରେ ବାର୍ଡ ଫ୍ଲୁ ନିୟନ୍ତ୍ରଣରେ ରହିଛି, ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରହିଛି ବୋଲି କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ବ୍ୟାପୁଥିବା ବେଳେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଅନ୍ୟ ଅସୁସ୍ଥତା ଥିବା ଛୋଟ ପିଲା ଓ ବୟସ୍କ…

ଗୋଟିଏ ରିଭଲଭର୍‌, ଗୋଟିିଏ ବନ୍ଧୁକ ସହିତ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖରେ ରହିଛି ଏତିକି ସଂପତ୍ତି

ନୂଆଦିଲ୍ଲୀ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଲକ୍ଷ୍ନୌରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିଜ ସଂପତ୍ତି ବିଷୟରେ…

ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁୁବନେଶ୍ୱର: ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ । ନାମାଙ୍କନ ପୂର୍ବରୁ ମା’ ତାରାତାରିଣୀଙ୍କ ମନ୍ଦିରରେ କଲେ ପୂଜାର୍ଚ୍ଚନା ।…

ଭାରତ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଆମେ ଭିକ ମାଗୁଛୁ.. ପାକିସ୍ତାନ ସଂସଦରେ ଏପରି କହିଲେ ଏହି ବିରୋଧୀ ନେତା

ଇସଲାମବାଦ: ପାକିସ୍ତାନର ଅବସ୍ଥା କାହାକୁ ଅଛପା ନାହିଁ । ଏବେ ତ ପାକିସ୍ତାନର ଲୋକମାନେ ଏହାର ଅସଲ ରୂପ ଦୁନିଆ ସାମ୍ନାକୁ ଆଣିଲେଣି । ଏବେ ପାକିସ୍ତାନର ଜଣେ ପ୍ରମୁଖ ନେତା ପାକ୍ ସଂସଦରେ କହିଛନ୍ତି ପାକିସ୍ତାନ ନିଜକୁ…

ଏହି ଦୁଇ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ କାଲିଠୁ ବିଲ୍ ଭରିବା ହୋଇଯିବ ମହଙ୍ଗା, ପୂର୍ବାପେକ୍ଷା ଦେବାକୁ ପଡିବ ଅଧିକ ଚାର୍ଜ

ନୂଆଦିଲ୍ଲୀ: ଯଦି ଆପଣ ପ୍ରାଇଭେଟ୍ ସେକ୍ଟର YES ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ(IDFC)ର ଗ୍ରାହକ ଅଟନ୍ତି ଏବଂ ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡର ବ୍ୟବହାର ବିଭିନ୍ନ ସାମଗ୍ରୀ କ୍ରୟ ଠାରୁ ଆରମ୍ଭ କରି ବିଲ୍…

କେଉଁ କୁକିଂ ଅଏଲ୍ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ, ଆସନ୍ତୁ ଜାଣିବା ବିଶେଷଜ୍ଞ କ’ଣ କହୁଛନ୍ତି

ଓଡ଼ିଶା ଭାସ୍କର: ଆମେ ଖାଦ୍ୟ ପ୍ରସ୍ତୁତି ସମୟରେ ତେଲ କିମ୍ବା ଘିଅ ବ୍ୟବହାର କରିଥାଉ । ମାର୍କେଟ୍‌ରେ ବିଭିନ୍ନ ପ୍ରକାରର ଓ ବିଭିନ୍ନ କମ୍ପାନୀର ତେଲ ଓ ଘିଅ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି କେଉଁ ଖାଇବା ତେଲ…

୭ ପିଲାର ମା’ ଓ ୫ ପିଲାର ବାପା ପରସ୍ପରକୁ କଲେ ପ୍ରେମ ବିବାହ, ସୁରକ୍ଷା ଲାଗି ପହଞ୍ଚିଲେ ହାଇକୋର୍ଟ

ଚଣ୍ଡୀଗଡ: ଏଠାରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ୭ ସନ୍ତାନ ଥିବା ଜଣେ ମହିଳା ଓ ୫ ସନ୍ତାନ ଥିବା ଜଣେ ପୁରୁଷ ପରସ୍ପରକୁ ପ୍ରେମ ବିବାହ କରିବା ପରେ ହାଇକୋର୍ଟରେ ପହଞ୍ଚି ସୁରକ୍ଷା ଦାବୀ କରିଛନ୍ତି । ଏହି ୨ ଜଣଙ୍କୁ…