କାଲିଠୁ ପୁଣି ବଢିବ ତାତି, ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ଫେରିବ ତାତି । ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ତାତି ବଢିବ । ଏହା ସହିତ…

୨ ଭାଗ ହୋଇଯିବ ପାକିସ୍ତାନ, ୧୯୭୧ ସମୟର ଘଟଣାର ପୁନରାବୃତ୍ତି ହେବ ବୋଲି କହିଲେ ଇମରାନ୍ ଖାନ୍‌

ଇସଲାମବାଦ:ପାକିସ୍ତାନ ଲାଗି ଏବେ ସମସ୍ୟା ପରେ ସମସ୍ୟା ବଢିଚାଲିଛି । ଏପରି ସ୍ଥିତି ହୋଇଛି ଯେଉଁଥିରୁ ମନେ ହେଉଛି ୧୯୭୧ରେ ପାକିସ୍ତାନରେ ଯାହା ଘଟିଥିଲା ତାହାର ପୁନରାବୃତ୍ତି ହେବ । ଏହି ସମୟରେ ଭାରତ ପାକିସ୍ତାନକୁ ୨…

ମୋଦୀ କହିଲେ, ‘ମୁଁ କେଶକୁ କଲର କରି ଧଳା କରିଥାଏ, କାରଣ..’ ଗେମର୍ସଙ୍କ ସହ ସାକ୍ଷାତ ସମୟରେ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତି ସହିତ ଅନ୍ୟ କ୍ଷେତ୍ରର ଲୋକମାନଙ୍କ ସହ ବି ମିଶିବାକୁ ପସନ୍ଦ କରିଥାନ୍ତି । ନିକଟରେ ସେ ମାଇକ୍ରୋସଫ୍ଟ ନିର୍ମାତା ଓ ଜଣାଶୁଣା ଟେକ୍ନୋକ୍ରାଟ ତଥା ସମାଜସେବୀ ବିଲ୍…

‘ନେତାଙ୍କର ବି ପ୍ରାଇଭେସୀ ଅଧିକାର ରହିଛି’, ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ନେତାଙ୍କ ପାଇଁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଚଳିତ ସପ୍ତାହରେ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଅରୁଣାଚଳପ୍ରଦେଶ ତେଜୁରୁ ନିର୍ଦ୍ଦଳୀୟ ବିଧାୟକ କାରିଖୋ କ୍ରିଙ୍କ ନିର୍ବାଚନକୁ…

ଏହି ଗୋଟିଏ ଜିନିଷ ଲାଗି ମଲାଇକା ୫୦ରେ ଦେଖାଯାଉଛନ୍ତି ୨୫ ପରି, ଆପଣ ବି ଆପଣାଇ ପାରିବେ

ଓଡ଼ିଶା ଭାସ୍କର: ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ଦେଖି ତାଙ୍କ ବୟସର ଅନୁମାନ ଲଗାଇବା ବହୁତ କଠିନ । ସେ ୫୦ରେ ପହଞ୍ଚିଥିଲେ ବି ୨୫ ପରି ନଜର ଆସନ୍ତି । ୟଙ୍ଗ ଓ ଫିଟ୍ ରହିବା ଲାଗି ମଲାଇକା ନିଜ ଡାଏଟ୍ ଓ ଲାଇଫ୍‌ଷ୍ଟାଇଲ…

ଗୁଗଲ ଦେଲା ଗୁଡ୍ ନ୍ୟୁଜ୍‌, ସମସ୍ତ ୟୁଜର୍ସଙ୍କୁ ଏହି ତାରିଖରୁ AI ଟୁଲ୍ସ ସହ ମିଳିବ ଏହି ବିଶେଷ ସୁବିଧା

ନୂଆଦିଲ୍ଲୀ: ଗୁଗଲର କୋଟି କୋଟି ୟୁଜର୍ସଙ୍କ ଲାଗି ଆସିଛି ବଡ ଖୁସି ଖବର । ଗୁଗଲ କହିଛି ମେ’ ୧୫ ତାରିଖରୁ ଗୁଗଲ ଫଟୋସ୍ ଏହାର ସମସ୍ତ ୟୁଜର୍ସଙ୍କ ଲାଗି ମ୍ୟାଜିକ୍ ଏଡିଟର ଓ ମ୍ୟାଜିକ୍ ଇରେଜର ସହିତ AI ପାୱାରଡ୍ ଏଡିଟିଂ…

ସାରା ଦେଶରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ସମସ୍ୟାରେ କୋଟି କୋଟି ୟୁଜର୍ସ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନା ବିଶିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଆଜି ଟେକନିକାଲ ତ୍ରୁଟି ଦେଖାଦେଇଛି । ଫଳରେ କିଛି ୟୁଜର୍ସ ସାଇଟକୁ ଆକ୍ସେସ୍ କରିପାରୁନାହାନ୍ତି । ଅନଲାଇନ୍‌ରେ ଏହି ସମସ୍ୟା…

(Video)କ୍ଲାସରୁମ୍‌ରେ ଉଦାସ ବସିଥିଲା ଛାତ୍ର, ଶିକ୍ଷକ ଆପଣାଇଲେ ଏପରି ଉପାୟ ଯେ ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଛୋଟ ପିଲା ଲାଗି ସ୍କୁଲର ପ୍ରଥମ ଦିନ ଭାରି କଷ୍ଟଦାୟକ ହୋଇଥାଏ । କାହିଁକିନା ପ୍ରଥମ କରି ସେ ନିଜ ପିତାମାତାଙ୍କ ଠାରୁ ଦୂରକୁ ଯାଇଥାଏ । ବହୁ ପିଲା ସ୍କୁଲର ପ୍ରଥମ ଦିନରେ ପୁରା ଗୁମସୁମ୍ ବା ଉଦାସ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଲରାଉଣ୍ଡର ତଥା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇକୁ ମୁମ୍ବାଇ ପୋଲିସ ଗିରଫ କରିଛି । ତେବେ ୩ ବର୍ଷ ତଳର ଠକେଇ ମାମଲାରେ…

Big breaking:୩ ଜଣଙ୍କ ଉପରେ ମାଡିଗଲା ଟ୍ରକ, ଏନଏଚ୍ କାମରେ ଥିଲେ ନିୟୋଜିତ

ଭୁୁବନେଶ୍ୱର: ବରଗଡରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ୩ ଜଣଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏନଏଚ୍ କାମରେ ଏହି କର୍ମଚାରୀ ନିୟୋଜିତ ଥିବା ବେଳେ ତାଙ୍କ ଉପରେ ଟ୍ରକ…