କାହିଁକି ଏଥର ଦେଶରେ ଅନୁଭୂତ ହେବ ଅଧିକ ଗରମ, ମୌସୁମୀ ବିଭାଗ କହିଲା କାରଣ ଓ ପ୍ରଭାବ

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଘୋଷଣା କରିଛି କି ଏଥର ଗ୍ରୀଷ୍ମ ଋତୁରେ ଅଧିକ ଗରମ ଅନୁଭୂତ ହେବା ସହିତ ଅଧିକ ଦିନ ବି ଏହା ଅନୁଭୂତ ହେବ । ଦେଶର ଅଧିକାଂଶ ଭାଗରେ ସାମାନ୍ୟରୁ ଅଧିକ ତାପମାତ୍ରା…

ଏହି ମାମଲାରେ ମକ୍କା ଓ ଭାଟିକାନ୍ ସିଟିକୁ ପଛରେ ପକାଇଲା ଅଯୋଧ୍ୟା, ପୁରା ବିଶ୍ୱରେ ପାଲଟିଲା ଧାର୍ମିକ ରାଜଧାନୀ

ଅଯୋଧ୍ୟା:ଭଗବାନ ରାମଲାଲା ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେବା ପରେ ଅଯୋଧ୍ୟାର ପୁରାତନ ବୈଭବ ପୁଣି ଫେରି ଆସିଛି । ତ୍ରେତୟା ଯୁଗର ଅଯୋଧ୍ୟାର ପରିକଳ୍ପନା ଯେପରି ସାକାର ହେଉଥିବା ଦେଖାଯାଉଛି । ସାରା ବିଶ୍ୱରୁ…

ଆଳୁ ସିଝା ଗରମ ପାଣିରେ ପଡି ୭ ମାସ ଶିଶୁର ମୃତ୍ୟୁ, ବିବାହ ଉତ୍ସବରେ ଅଘଟଣ

ବିକାନେର:ବିକାନେର ଗଜନେର ଥାନା ଅଞ୍ଚଳରେ ଏକ ବିବାହ ସମାରୋହରେ ଆଳୁ ସିଝାଇ ରଖାଯାଇଥିବା ଗରମ ପାଣିରେ ପଡି ମୃତ୍ୟୁ ହୋଇଛି । ଏହା ବ୍ୟତିତ ଶିଶୁକୁ କୋଳରେ ଧରିଥିବା ତାହାର ସଂପର୍କୀୟ ବାଳିକା ବି ଗରମ ପାଣିରେ ପଡି ପୋଡି…

(video)ଆଜି ନାମାଙ୍କନ ଦାଖଲ କରିବେ ରାହୁଲ, ଏବେ ପ୍ରିୟଙ୍କାଙ୍କ ସହ କରୁଛନ୍ତି ରୋଡ୍ ଶୋ’

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ନାମାଙ୍କନ ଦାଖଲ କରିବା ପୂର୍ବରୁ ୱେୟନାଡରେ ରୋଡ୍ ଶୋ’ କରୁଛନ୍ତି । ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ରୋଡ୍ ଶୋ’ରେ ସାମିଲ…

ଗାଡିବାଲାଙ୍କ ବାକି ପଇସା ଦେଉନାହାନ୍ତି ରାହୁଲ, ନ୍ୟାୟ ଯାତ୍ରାରେ ସାମିଲ ଗାଡିବାଲା ଆଣିଲେ ଏପରି ଅଭିଯୋଗ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ସାମିଲ ଗାଡିର ପଇସା ଦେଇନାହାନ୍ତି ରାହୁଲ । ଏପରି ଅଭିଯୋଗ ଆଣିଛନ୍ତି ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା ଗାଡି ମାଲିକମାନେ । ଦିଲ୍ଲୀରେ…

କ୍ୟାନସରରେ ପୀଡିତ ବିଜେପିର ଏହି ବଡ ନେତା, ଟୁଇଟରରେ ଜନତାଙ୍କ ଉଦ୍ଦେଶ୍ୟରେ କଲେ ଏପରି ଭାବୁକ ପୋଷ୍ଟ

ପାଟନା:ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏଥର ଲୋକସଭା ନିର୍ବାଚନରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇପାରିବେ ନାହିଁ । କାରଣ ସେ କ୍ୟାନସରରେ ପୀଡିତ । ବୁଧବାର ଅର୍ଥାତ୍ ଆଜି ସୁଶୀଲ କୁମାର ମୋଦୀ…

ହସ୍ପିଟାଲରୁ ପୁଣି ତିହାର ଜେଲ୍ ଯିବେ ସଂଜୟ ସିଂହ, ଏପରି କହିଲେ ଜେଲ୍ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ:ଦିଲ୍ଲୀରେ ରାଜନୈତିକ ହଟଚମଟ ମଧ୍ୟରେ ଆମ ଆଦ୍‌ମୀ ପାର୍ଟିକୁ ମଙ୍ଗଳବାର ଏକ ବଡ ଆଶ୍ୱସ୍ତି ମିଳିଛି ଯାହା ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ପାର୍ଟି ପାଇଁ ଏକ ସଞ୍ଜିବନୀ ସହ ସମାନ । ମଙ୍ଗଳବାର ଆପ୍ ସାଂସଦ…

ବିରୋଧୀ ପ୍ରଥମେ ନିଜ ପତ୍ନୀଙ୍କ ଶାଢୀ ଜଳନ୍ତୁ, Boycott-India କ୍ୟାମ୍ପେନ୍ ମଧ୍ୟରେ ବିରୋଧୀଙ୍କୁ ଏପରି ଜବାବ ଦେଲେ ହସୀନା

ନୂଆଦିଲ୍ଲୀ:ବାଙ୍ଗଲାଦେଶରେ ବିରୋଧୀ ନେତା ଭାରତ ବିରୋଧୀ ଭାବନାକୁ ଲୋକଙ୍କ ମଧ୍ୟରେ ଜୋରଦାର ପ୍ରସାର କରୁଛନ୍ତି । ବିରୋଧୀ ଭାରତୀୟ ସାମଗ୍ରୀ ବହିଷ୍କାର କରୁଛନ୍ତି । ସେମାନେ ଏକ ଅଭିଯାନ ଚଲାଇଛନ୍ତି ଯାହାର ନାମ…

କଂଗ୍ରେସର ‘ଏକ ନୋଟ୍ ଏକ ଭୋଟ୍‌’ ଅଭିଯାନ, ହାତରେ ବାକ୍ସ ଧରି ପ୍ରତି ବ୍ୟକ୍ତିଙ୍କ ଠାରୁ ୧ ଟଙ୍କା ମାଗୁଛନ୍ତି ପ୍ରାର୍ଥୀ

ଇନ୍ଦୋର: ଲୋକସଭା ନିର୍ବାଚନ ପାଖେଇ ଆସିବା ବେଳକୁ ରାଜନୈତିକ ଦଳ ନିଜ ନିଜ ତରିକାରେ ଭୋଟରଙ୍କ ସହ ନିଜକୁ ଯୋଡିବାରେ ଲାଗି ପଡିଛନ୍ତି । ତେବେ ମଧ୍ୟପ୍ର୍ରଦେଶରେ ଏହି କ୍ରମରେ ଏକ ଅଭିନବ ତରିକା ଦେଖିବାକୁ ମିଳିଛି ।…

ତିହାରର ଜେଲ୍ ନଂ ୨ରେ ରହିବେ କେଜ୍ରିୱାଲ, ପୂର୍ବରୁ ଥିଲେ ଏହି ବଡ ନେତା

ନୂଆଦିଲ୍ଲୀ: ଇଡିର ରିମାଣ୍ଡ ଅବଧି ସରିବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲ୍ ପଠାଇ ଦିଆଯାଇଛି । ତେବେ କେଜ୍ରିୱାଲ ତିହାର ଜେଲ୍ ନଂ ୨ରେ ରହିବେ । ଏହି…