fbpx

ଥାନାରେ ରଖାଯାଇଥିବା ଅପରାଧିଙ୍କ ଫାଇଲ୍ କାଟିଦେଲେ ମୂଷା, ଜବତ ଗଞ୍ଜେଇ ଖାଇ କରୁଛନ୍ତି ଉତ୍ପାତ

ନୂଆଦିଲ୍ଲୀ: ବେଳେ ବେଳେ ଏପରି ଘଟଣାମାନ ସାମ୍ନାକୁ ଆସିଥାଏ ଯାହା ଆମକୁ ପୁରା ବିସ୍ମିତ କରି ଦେଇଥାଏ । ଆଉ କିଛି ଏପରି ଘଟଣା ରହିଛି ଯାହା ଆମକୁ ହସାଇ ହସାଇ ବି ବେଦମ କରିଦିଏ । ଏବେ ଆମେରିକା ଲୁସିଆନାର ନ୍ୟୁ…

ଏ ପାକିସ୍ତାନୀଙ୍କ ଏତେ ସାହାସ,ଏମାନେ ତ ଜେଲ୍ ଭିତରେ ରହିବା ଉଚିତ..: କାହିଁକି ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ହିନ୍ଦୁ ଶରଣାର୍ଥୀଙ୍କ ବିରୋଧକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ଓ ଏମାନଙ୍କୁ ଜେଲ୍ ପଠାଇବା ନେଇ ଦାବୀ କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ…

ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ ନେଇଛନ୍ତି କେତିକି ଚାନ୍ଦା, ଜାଣନ୍ତୁ କିଏ ଅଛି ସବୁଠାରୁ ପଛରେ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳକୁ ଦିଆଯାଇଥିବା ଚାନ୍ଦାର ବିବରଣୀ ଏହାର ୱେବସାଇଟରେ ଅପଲୋଡ୍ କରିସାରିଛି । ଏହି ରିପୋର୍ଟ ଅନୁସାରେ କେନ୍ଦ୍ରରେ କ୍ଷମତାଧାରୀ ବିଜେପିକୁ ସବୁଠାରୁ…

୪୮ ଘଣ୍ଟା ଭିତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ, ଭାରତୀୟ ନିର୍ବାଚନ କମିଶନଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଆଜି ଅର୍ଥାତ୍ ଶୁକ୍ରବାର ଘୋଷଣା ହୋଇପାରେ । ଯଦିଓ ଏ ବିଷୟରେ କୌଣସି ଅଧିକାରୀକ ସୂତ୍ରରୁ ଘୋଷଣା କରାଯାଇନାହିଁ ତଥାପି ଏକ ବିଶେଷ ସୂତ୍ରରୁ ଏହା ଜଣାପଡିଛି । ଭାରତୀୟ…

ସପ୍ତାହରେ ୭ଦିନ କାମ କରିବାକୁ କହିବାରୁ ସମୂହ ଚାକିରୀ ଛାଡିଲେ ସବୁ କର୍ମଚାରୀ, କମ୍ପାନୀ ଆଗରେ ସାଇନ ବୋର୍ଡ ମାରି ଗ୍ରାହକଙ୍କୁ ଦେଲେ ସୂଚନା

ନୂଆଦିଲ୍ଲୀ: ସପ୍ତାହସାରା ଅର୍ଥାତ୍ ପୁରା ୭ ଦିନ କାମ କରିବାକୁ କୁହାଯିବାରୁ ଆମେରିକାର ଏକ ଷ୍ଟୋରରେ କାମ କରୁଥିବା ସମସ୍ତ କର୍ମଚାରୀ ଚାକିରୀ ଛାଡିଛନ୍ତି । ଏମାନେ ସମସ୍ତେ କମ୍ ଦରମା ଓ ଅଧିକ କାମବୋଝ ପାଇଁ ଚାକିରୀ…

ରାଜନୀତିକୁ ଓହ୍ଲାଇଲେ ରାମ ଗୋପାଳ ବର୍ମା, ଜାଣନ୍ତୁ କେଉଁଠୁ ଓ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଚିତ୍ରପଟ୍ଟରୁ ସେତେ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏକ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି ।…

(video)ଏମିତି ଅବସ୍ଥାରେ ବିକ୍ରୀ ହେଉଛି ଆପଣଙ୍କ ପ୍ରିୟ ନୁଡୁଲ୍ସ, ଭିଡିଓ ଦେଖି ଆପଣ ବି ହୋଇଯିବେ ତାଜୁବ

ଓଡ଼ିଶା ଭାସ୍କର: ପିଲା ଠାରୁ ବୁଢା ପର୍ଯ୍ୟନ୍ତ ମ୍ୟାଗି ନୁଡୁଲ୍ସ ସମସ୍ତଙ୍କର ବହୁତ ପସନ୍ଦ । ଏହା ବନାଇବା ଯେତିକି ସହଜ ସେତିକି କମ୍ ସମୟ ମଧ୍ୟରେ ମଧ୍ୟ ଏହା ପ୍ରସ୍ତୁତ ହୋଇଯାଏ । ଆପଣଙ୍କୁ ହଠାତ୍ ଭୋକ ଲାଗିଲେ ଓ…

ରାଜନୀତିରେ ଏଣ୍ଟ୍ରୀ କରିବେ ମୋଟିଭେସନାଲ୍ ସ୍ପିକର ଅବଧ ଓଝା, ଏହି ବଡ ଦଳରୁ ମିଳିବ ଟିକେଟ୍‌

ନୂଆଦିଲ୍ଲୀ: ମୋଟିଭେସନାଲ୍ ସ୍ପିକର ତଥା ଶିକ୍ଷକ ଅବଧ ଓଝା ଆଗାମୀ ଲୋକସଭା ନିର୍ବାଚନ ଜରିଆରେ ରାଜନୀତିରେ ଏଣ୍ଟ୍ରୀ କରିବା ନେଇ ଚର୍ଚ୍ଚା ହେଉଛି । ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର କୌଣସି ଏକ…

ଗରମରୁ ମିଳିବ ଆଶ୍ୱସ୍ତି, ଓଡ଼ିଶା ସହିତ ଏହିସବୁ ରାଜ୍ୟରେ ବର୍ଷା ସହ ଝଡପବନକୁ ନେଇ ଆଇଏମ୍‌ଡିର ସୂଚନା

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପାଗକୁ ନେଇ ଆଶ୍ୱସ୍ତିଜନକ ସୂଚନା ଦେଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ପୂର୍ବ ଓ…

ଆଗାମୀ ୩ ମାସରେ ସବୁଠାରୁ ଅଧିକ ଚାକିରୀ ଦେବ ଭାରତ, ମ୍ୟାନପାୱାର ଗ୍ରୁପ୍ ସର୍ଭେରେ ଦାବୀ

ନୂଆଦିଲ୍ଲୀ: ଭାରତର ସୁଦୃଢ ଅର୍ଥନୀତିର ପ୍ରଭାବ ଏବେ ଚାକିରୀଜୀବୀ ଲୋକଙ୍କୁ ବି ମିଳିବାରେ ଲାଗିଲାଣି । ପ୍ରଥମେ ତ ବହୁ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି ଯେ, ଭାରତରେ ଚଳିତ ବର୍ଷ ବିଶ୍ୱର ଅନ୍ୟଦେଶ ତୁଳନାରେ ବେତନରେ…