Electronics ଡିଭାଇସରୁ ଆଖିକୁ ଦିଅନ୍ତ ଆରାମ: ନଚେତ୍ ନଷ୍ଟ ହୋଇପାରେ ଆଖି ଦୃଷ୍ଟି ଶକ୍ତି

ଓଡିଶା ଭାସ୍କର: ଆମେ ଦୈନନ୍ଦିନ ଜୀବନରେ ଛୋଟଠାରୁ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ଡିଜିଟାଲର ବିଭିନ୍ନ ପ୍ଲାଟଫର୍ମ ସହ ଯୋଡି ହୋଇ ରହିଛନ୍ତି । ମୋବାଇଲ, ଟିଭି, ଲାପଟପ, ଟ୍ୟାବ୍ ଇତ୍ୟାଦିରେ ଆମେ ସବୁବେଳେ ନିଜକୁ ବ୍ୟସ୍ତ…

ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା କରିଥାଏ ଗୋଟିଏ କପ୍ Green Tea: ଜାଣି ରଖନ୍ତୁ ଏହାର ଫାଇଦା

ଓଡିଶା ଭାସ୍କର: ଆମ ଭାରତବର୍ଷରେ ଚା’ ପିଇବାର ସଂସ୍କୃତି ବହୁତ ପୁରୁଣା । ପ୍ରତ୍ୟେକ ଲୋକଙ୍କର ପ୍ରାୟ ଚା'ବା କଫିରୁ ସକାଳ ଆରମ୍ଭ ହୋଇଥାଏ । ଅନେକ ଏହି ଗରମ ଦିନରେ ମଧ୍ୟ ମାତ୍ରାଧିକ ଚା ବା କଫିକୁ ସେବନ କରିଥାନ୍ତି ।…

ଟ୍ରାକରେ ଡବାକୁ ଛାଡ଼ି ଚାଲିଗଲା ଟ୍ରେନ୍: ଅର୍ଚ୍ଚନା ଏକ୍ସପ୍ରେସ ସହ ବଡ଼ ଦୁର୍ଘଟଣା

ଓଡ଼ିଶା ଭାସ୍କର: ପୁଣିଥରେ ଭାରତୀୟ ରେଲୱେର ଅବହେଳା ମାମଲା ଦେଖିବାକୁ ମିଳିଛି । ଅର୍ଚ୍ଚନା ଏକ୍ସପ୍ରେସ ସହ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ହଠାତ୍ ଟ୍ରାକ ଉପରେ ଯାଉଥିବା ବେଳେ ଇଞ୍ଜିନ୍ ଏବଂ ବଗି ଅଲଗା ହୋଇଯାଇଛି ।…

କେଉଁଠି ପ୍ରକାଶ ପାଇବ ଦଶମ-ଦ୍ୱାଦଶ ପରୀକ୍ଷା ରେଜଲ୍ଟ? CBSE ଜାରି କଲା DigiLocker Access Code

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ନିଜ ପରୀକ୍ଷା ଫଳାଫଳକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହାମଧ୍ୟରେ ସିବିଏସଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଯାଇଛି । ସିବିଏସଇ ତରଫରୁ କୁହାଯାଇଛି ଯେ,…

Champions ହେଲା ‘ମୁମ୍ବାଇ’: ମୋହୁନ ବାଗନକୁ ମାତ୍ ଦେଇ ଦ୍ୱିତୀୟ ଥର ହାତେଇଲା ଟ୍ରଫି

ନୂଆଦିଲ୍ଲୀ: ISLକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ୍ । ପୂର୍ବତନ ଚମ୍ପିଆନ୍ ମୋହୁନ ବାଗନ୍ ସୁପର ଜିଆଣ୍ଟସକୁ ମାତ୍ ଦେଇଛି ମୁମ୍ବାଇ ସିଟି ଏଫସି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୧-୩ରେ ବିଜୟୀ…

କାହିଁକି ସିନେ ଦୁନିଆରୁ ଦୂରେଇ ଗଲେ ଶାହରୁଖ? Future Plan କହିଲେ କିଙ୍ଗ ଖାନ୍

ମୁମ୍ବାଇ: ବର୍ତ୍ତମାନ ସାରା ଦେଶରେ ଆଇପିଏଲ ଫିଭର ଦେଖିବାକୁ ମିଳୁଛି । ବିଶେଷ କରି ବଲିଉଡ ଷ୍ଟାର ଆଇପିଏଲରେ ନିଜ ନିଜ ଦଳକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ଦେଖାଯାଇଛି । ଆଇପିଏଲରେ ସେମାନଙ୍କ ଉପସ୍ଥିତି ମଧ୍ୟ ଖୁବ…

ପୁତିନଙ୍କୁ ହତ୍ୟା… ୮ ମାସ ଭିତରେ ହେବ ମହାପ୍ରଳୟ! ୨୦୨୪ ପାଇଁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା

ନୂଆଦିଲ୍ଲୀ: ୨୦୨୩ ମସିହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ର  ଏହି ବର୍ଷ ସମସ୍ତଙ୍କ ପାଇଁ ଅନେକ କିଛି ଘଟଣା ଦୁର୍ଘଟରା ନେଇ ଆସିଛି । ତେବେ ଏହି ବର୍ଷରେ ହେବାକୁ ଥିବା ଏଭଳି କିଛି ଘଟଣାକୁ ନେଇ ବହୁ…

ଘରକୁ ମୂଷା ଆସିବାର ଅର୍ଥ କ’ଣ? ଦେଇଥାଏ ଏଭଳି ସବୁ ସଂକେତ… ଜାଣନ୍ତୁ ଶୁଭ ନା ଅଶୁଭ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ମୂଷାକୁ ନେଇ ଅନେକ ବିଶ୍ୱାସ, ଅନ୍ଧବିଶ୍ୱାସ ତଥା ଅନେକ ଲୋକକଥା ରହିଛି । ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ବାହନ ବୋଲି ମୂଷାକୁ ମଧ୍ୟ ପୂଜା କରାଯାଇଥାଏ । ତେଣୁ ମୂଷାକୁ ମଧ୍ୟ ହିନ୍ଦୁ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ୍ରି’ର ଆଉ ଏକ ପଦକ୍ଷେପ: ହସ୍ପିଟାଲ ପକ୍ଷରୁ ମାଗଣା ପରାମର୍ଶ ଶିବିର ଆୟୋଜନ

ଭୁବନେଶ୍ଵର: ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛି ଆମ୍ରି ହସ୍ପିଟାଲ। ଲୋକଙ୍କୁ ଭରସାଯୋଗ୍ୟ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହା ସର୍ବଦା ବଦ୍ଧପରିକର। ପୂର୍ବ ଭାରତର ଏହି ଅଗ୍ରଣୀ…

(Video) ଟିକେଟ ନ ମିଳୁ… ସିଧା କେନ୍ଦ୍ରରେ ଲଢିବେ ଶ୍ରୀମୟୀ ମିଶ୍ର! ପଛରେ ପଡ଼ଯିବେ କି ସୁଲତା ଦେଓ?

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ସରିଯାଇଛି । ଓଡ଼ିଶାର ସମସ୍ତ ଲୋକସଭା ଏବଂ ବିଦାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜୁ ଜନତା ଦଳ । କିନ୍ତୁ ଆରମ୍ଭରୁ…