fbpx

ବରମୁଣ୍ଡା ବସ୍ ଟର୍ମିନାଲକୁ ବସ୍ ବନ୍ଦ: ନୂଆ ନିୟମକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା

ଭୁବନେଶ୍ୱର: ନିକଟରେ ନୂଆ କରି ନିର୍ମାଣ ହୋଇଛି ବରମୁଣ୍ଡା ବସ୍ ଟର୍ମିନାଲ । ଅତ୍ୟାଦୁନିକ ସେବା-ସୁବିଧା ସହିତ ବରମୁଣ୍ଡା ବସ୍ ଟର୍ମିନାଲ ଏକ ନୂଆ ରୂପ ପାଇଛି । ତେବେ ଆଜି ବସ୍ ଟର୍ମିନାଲ ଭିତରକୁ ବସ୍ ଯିବା ପାଇଁ ବନ୍ଦ…

ଆଜି ସାରା ଦେଶରେ ଲାଗୁ ହେଉଛି Code of Conduct: ଏହିସବୁ କାର୍ଯ୍ୟରେ ଳାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ । ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ନିୟମ ମଧ୍ୟ ଲାଗୁ ହେବ । ନିଷ୍ପକ୍ଷ ଏବଂ ପାରଦର୍ଶୀ ଭାବରେ…

(Video) IPL-2024ରେ ନୂଆ ନାଁ ସହ ଏଣ୍ଟ୍ରି କରିବ RCB! ବଦଳିବ କି ଭାଗ୍ୟ?

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ-୨୦୨୪ । ପ୍ରଥମ ମ୍ୟାଚରେ ଚମ୍ପିଆନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁହାଁମୁହିଁ ହେବାକୁ ଯାଉଛି । କିନ୍ତୁ…

ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇବ ପାକିସ୍ତାନ… ଏସିଆ କପ୍ ଫର୍ମାଟରେ ଖେଳାଯିବ ଚମ୍ପିଆନ୍ସ ଟ୍ରଫି

ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି-୨୦୨୫ ଟୁର୍ଣ୍ଣାମେଣ୍ଟର ଆୟୋଜକ ପାକିସ୍ତାନକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ପିସିବି ଆଇସିସି ସହ ଚୁକ୍ତି ସ୍ୱାକ୍ଷର ମଧ୍ୟ…

କର୍ମଚାରୀଙ୍କ ଦରମାରେ ୧୭% ବୃଦ୍ଧି: ନିର୍ବାଚନ ପୂର୍ବରୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ସୁଦ୍ଧା ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବ । ନିର୍ବାଚନ ତାରିଖ ଲାଗୁ ହେବା ସହିତ ଦେଶରେ ଆଦର୍ଶ ଆଚରଣ ବିଧି ଆଇନ୍ ମଧ୍ୟ ଲାଗୁ ହେବ । ତେବେ ଏହି ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ…

ଆଜି ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ: ୭ଟି ପର୍ଯ୍ୟାୟରେ ହେବ ଭୋଟିଂ!

ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି…

କ୍ରିକେଟରୁ ଅବସର ଘୋଷଣା କଲେ ଏହି ଖେଳାଳି: ବିଦାୟ ନେବେ ଗୁଜୁରାଟ ଟାଇଟନ୍ସର ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ଗୁଜୁରାଟ ଟାଇଟନ୍ସର ଷ୍ଟାର ଖେଳାଳି ଏବେ ଅବସର ଘୋଷଣା କରିଛନ୍ତି । ତେବେ ତାଙ୍କର ଏହି ସନ୍ନ୍ୟାସ ଘୋଷଣା ଆଇପିଏଲ ପାଇଁ…

Delhi Capitalsରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର: IPL-2024 ପୂର୍ବରୁ ଦଳକୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ ମହାସମର । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦିଲ୍ଲୀର ଷ୍ଟାର କ୍ରିକେଟର ହ୍ୟାରି ବ୍ରୁକଙ୍କ ପରେ ଆଉ ଜଣେ…

ବଡ଼ ଖବର; ଆସନ୍ତାକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ: ଘୋଷଣା କଲେ ନିର୍ବାଚନ କମିଶନ୍

ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତବର୍ଷର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି । ଏହାସହିତ କମିଶନ୍ ଘୋଷଣା କରିଛନ୍ତି ଯେ, କାଲିଠାରୁ ହିଁ ଆଦର୍ଶ ଆଚରଣ ବିଧି…

PM Kisaan ଯୋଜନା ହିତାଧିକାରୀଙ୍କୁ ମିଳିବ ବଡ଼ ଉପହାର: ନୂଆ ଯୋଜନାରେ ଆର୍ଥିକ ଲାଭ ପାଇବେ କୃଷକ

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାୟ ୨ କୋଟି କୃଷକଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷର ଏଥିପାଇଁ…