Big Breaking; (Video) ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ସାରଦା-ତୁଷାରକାନ୍ତିଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଢୋଷଣା କରିଛି ବିଜୁ ଜନତା ଦଳ ।ପୂର୍ବରୁ ୧୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ୬ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି…

ଖୁବଶୀଘ୍ର ଆସିବ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏହିସବୁ ଆସନ ପାଇଁ ହେବ ପ୍ରାର୍ଥୀ ଚୟନ

ଭୁବନେଶ୍ୱର: କିଛି ସମୟ ଭିତରେ ବିଜୁ ଜନତା ଦଳ ନିଜର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ନିର୍ବାଚନ ପାଇଁ ବାକି ଥିବା ୧୨ଟି ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି । ଏଥିରେ ଖଣ୍ଡପଡ଼ା,…

Breaking News; ନବୀନ ନିବାସରେ କୋରେଇ-ବାଲିକୁଦା ବିଧାୟକ: ଅଶୋକ-ରଘୁନନ୍ଦନଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଯାଜପୁର କୋରେଇ ବିଧାୟକ ଅଶୋକ ଚନ୍ଦ୍ର ବଳ । ତାଙ୍କ ସହିତ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ଉଭୟ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା…

ଅଫିସରେ ମିଳୁଛି ଅତ୍ୟଧିକ Work Pressure? ଏହି ଉପାୟରେ ଟେନସନରୁ ମିଳିପାରିବ ମୁକ୍ତି

ଆଜିର ବ୍ୟସ୍ତବହୁଳ ଜୀବନରେ ଅଫିସ୍ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣ କଥା । ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ…

LLB ଷଷ୍ଠ ସେମିଷ୍ଟର ପରୀକ୍ଷା ରଦ୍ଦ: ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ

ଭୁବନେଶ୍ୱର: LLB ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷାକୁ ବାତିଲ କରାଯାଇଛି । ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୋଟ ୨୮ଟି କଲେଜରେ ଏହି ପରୀକ୍ଷାକୁ ରଦ୍ଦ ହୋଇଥିବା ଜଣାଯାଇଛି । ତେବେ ପରୀକ୍ଷାରେ ସିଲାବସ୍…

‘Solar Mission’କୁ ନେଇ ଖୁସି ଖବର, ବଢିବ ଭାରତର ଦବଦବା! ଏମିତି କହିଲେ ଇସ୍ରୋର ମୁଖ୍ୟ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଇସ୍ରୋ ପଠାଇଚି ସୋଲାର ମିଶନ୍ । ତେବେ ଏହାକୁ ନେଇ ଏବେ ଏକ ବଡ଼ ଅପଡେଟ ଦେଇଛି ଇସ୍ରୋ । ସଂସ୍ଥାର ପ୍ରମୁଖ ଏସ.ସୋମନାଥ ଭାରତର ସୋଲାର ମିଶନକୁ ନେଇ ଆଉ ଏକ ଖୁସି…

୨୪ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ: ହିଞ୍ଜିଳିରୁ ହେବ ଅୟମାରମ୍ଭ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ଚର୍ଚ୍ଚା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରୁ ବିଜେଡି ସୁପ୍ରିମୋ ପ୍ରଚାର…

(Video) ଖେଳରେ ଖେଳରେ ଅଘଟଣ: ମାର୍ଗଲା ରେସିଂ କାର୍, ୭ ମୃତ-୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଦୁଃଖଦପୂର୍ଣ୍ଣ ଘଟଣା ସମ୍ପର୍କରେ ଖବର ମିଳିଛି । କାର୍ ରେସିଂହ ଗେମ୍ ପାଲଟିଛି ମୃତ୍ୟୁର ସୌଦାଗର । ରେସିଂ କାର୍ ମାଡ଼ିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରୀଲଙ୍କାର କଲମ୍ବୋରେ…

ସତ ହେବ ଭବିଷ୍ୟବାଣୀ! ଧ୍ୱଂସ ହେବ କି ପୃଥିବୀ? ୫୦୦ ବର୍ଷରୁ ଇରାନ୍-ଇସ୍ରାଏଲ ଯୁଦ୍ଧ କଥା କହିଥିଲେ ନାସ୍ତ୍ରେଦମସ

ଓଡ଼ିଶା ଭାସ୍କର: ହମାସ ବିପକ୍ଷରେ ୬ ମାସରୁ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ । ଏବେ ଇରାନ ବିପକ୍ଷରେ ମଧ୍ୟ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଶନିବାର…

ବଡ଼ ଖବର; ଏପ୍ରିଲ ୨୫ ତାରିଖରୁ ଖରାଦିନ ଛୁଟି: ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସମସ୍ତ…