fbpx

ପ୍ରବଳ ଖରା, ମିଳୁନି ପାଣି… ଗ୍ରୀଷ୍ମ ପୂର୍ବରୁ କଲବଲ ହେଲାଣି ବେଙ୍ଗଲୁରୁ ସହର

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ଛଟପଟ ହେଲାଣି କର୍ଣ୍ଣାଟକର ବେଙ୍ଗଲୁରୁ ସହର । ଫେବୃଆରୀ ମାସରୁ ହିଁ ସହରର ତାପମାତ୍ରା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ସାଧାରଣତଃ ମଧ୍ୟମ ଜଳବାୟୁ ପାଇଁ…

ଲକ୍ଷ୍ମୀପୁରକୁ ମିଳିବ ସବ୍-ଡିଭିଜନ୍ ମାନ୍ୟତା? ବିକାଶ ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ

କୋରାପୁଟ: କେରାପୁଟ ଲକ୍ଷ୍ମୀପୁରକୁ ସବ୍-ଡିଭିଜନ୍ ମାନ୍ୟତା ପାଇଁ ଦାବି କରାଯାଉଛି । ଏହି ସବଡିଭିଜନ୍ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଲକ୍ଷ୍ମୀପୁରର ବିକାଶ ପରିଷଦ ପକ୍ଷରୁ ୩୨୬…

ସଂକଟରେ ଗୁଜୁରାଟ ଟାଇଟନ୍ସ: ସଡ଼କ ଦୁର୍ଘଟଣାର ଶିକାର ହେଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ବଡ଼ ଝଟକା । ଦଳର ଯୁବ କ୍ରିକେଟର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ବାଇକରେ ଘରକୁ ପେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ରବିନ୍ ମିଞ୍ଜ…

ରାଜନୀତି ଦୁନିଆରୁ ବିଦାୟ ନେଲେ ସାଂସଦ ହର୍ଷବର୍ଦ୍ଧନ: ସନ୍ନ୍ୟାସ ଘୋଷଣା କଲେ ବିଜେପି ନେତା

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ଘୋଷଣା କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହର୍ଷବର୍ଦ୍ଧନ । ଦିଲ୍ଲୀର ଚାନ୍ଦନୀ ଚୌକରୁ ସାଂସଦ ପଦବୀରେ ରହିଥିବା ହର୍ଷବର୍ଦ୍ଧନ ବିଦାୟ ଘୋଷଣା କରିଥିବା ଜାଣିବାକୁ ମିଳିଛି ।…

ବଡ଼ ଖବର; ଲୋକସଭା ନିର୍ବାଚନ ଲଢିବେନି ପୱନ ସିଂହ: ବିଜେପିକୁ ଲାଗିଲା ଝଟକା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି ବିଜେପି ପ୍ରାର୍ଥି ପୱନ ସିଂହ । ଭୋଜପୁରୀ ସିନେ ଜଗତର ଲୋକପ୍ରିୟ ଅଭିନେତା ପୱନ ସିଂହଙ୍କୁ ପଶ୍ଚିମ ବଙ୍ଗର ଆସନସୋଲ ଲୋକସଭା ସିଟ୍ ପାଇଁ ପ୍ରାର୍ଥି…

(Video) IPL-2024 କୁ ଫେରିବେ ‘ଭିଣ୍ଟେଜ୍ ମାହି’: ପୁରୁଣା ଧୋନୀ ଲୁକରେ ହେବ ଗ୍ରାଣ୍ଡ ଏଣ୍ଟ୍ରି

ଓଡ଼ିଶା ଭାସ୍କର: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଆଇପିଏଲରୁ ଧୋନୀଙ୍କ ଅବସର ଚଳିତବର୍ଷ ପାଇଁ ବଡ଼ ଚର୍ଚ୍ଚାର ବିଷୟ…

(Video) ଶ୍ରୀକ୍ଷେତ୍ରରେ ରହସ୍ୟମୟ ଗୁମ୍ଫା, ଯେଉଁଠି ଲୁଚି ରହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ: ମିଳିଲା ସନ୍ଧାନ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ନିକଟ ନରସିଂହପାଟଣାରେ ଏକ ରହସ୍ୟମୟ ଗୁମ୍ଫା ଠାବ ହୋଇଛି । ଏହି ଗୁମ୍ଫା ଭିତରେ ଅନେକ ଇତିହାସ ଲୁଚି ରହିଥିବା କୁହାଯାଇଛି । ଏହି ଗୁମ୍ଫା ଦେଖିବାକୁ ଭୟଙ୍କର ଲାଗୁଥିବା ବେଳେ ଏହା ଭିତରେ…

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଦେଲେ ଯବାନ୍: DRDO ଅଫିସ ପରିସରରେ ଆତ୍ମହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ୍ । କିଆରବାଙ୍କ ସ୍ଥିତ ଡିଆରଡିଓ ଅଫିସ ପରିସରରେ ଆତ୍ମହତ୍ୟା କରିଛନ୍ତି ଭାରତୀୟ ସୈନିକ । ତାମିଲନାଡୁର ଯବାନ୍ ରାଜେଶ କରନ୍ ନିଜ ସର୍ଭିସ…

WTCରେ No.1 ସ୍ଥାନରେ ପହଞ୍ଚିଲା ରୋହିତ ସେନା: ନ୍ୟୁଜିଲାଣ୍ଡ ପରାଜୟରେ ଭାରତକୁ ଫାଇଦା

ନୂଆଦିଲ୍ଲୀ: ୱେଲିଂଟନରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୨ ରନର ଏକ ବିଶାଳ ବିଜୟ ହାସଲ କରିଛି । ଏହି ବିଜୟ ସହ ସିରିଜରେ ୧-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । କିନ୍ତୁ ଏହି ବିଜୟର ସବୁଠୁ ଅଧିକ ଫାଇଦା ପାଇଛି…

ମୋବାଇଲରେ ମ୍ୟାଚ୍ ଦେଖୁଥିଲେ ଲୋକୋ ପାଇଲଟ୍: ଠିଆ ହୋଇଥିବା ଟ୍ରେନକୁ ଦେଲେ ଧକ୍କା, ୧୪ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ଏହି ଟ୍ରେନ ଦୁର୍ଘଟରାର ପ୍ରକୃତ କାରଣ ଉପରୁ ପରଦା ଉଠାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସମୟରେ ଟ୍ରେନର…