fbpx

ସାବଧାନ! ମହିଳାଙ୍କୁ ‘ଡାର୍ଲିଙ୍ଗ’ ଡାକିଲେ ମିଳିବ ଜେଲଦଣ୍ଡ: ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଅନେକ ସମୟରେ କଥା କଥାରେ ପୁଅମାନେ ଝିଅଙ୍କୁ ‘ଡାର୍ଲିଙ୍ଗ’ ବୋଲି ସମ୍ବୋଧନ କରିଥାନ୍ତି । କିନ୍ତୁ ଏବେ ଏହି ଅଭ୍ୟାସ ପୁରୁଷଙ୍କ ଉପରେ ଖୁବ ମହଙ୍ଗା ପଡ଼ିବ । କୌଣସି ମହିଳାଙ୍କୁ ‘ଡାର୍ଲିଙ୍ଗ’ ବୋଲି କହିବା…

(Video) ସିନେ ଜଗତରୁ ବିଦାୟ ନେବେ ଖିଲାଡ଼ି ଷ୍ଟାର? ଏହି କାରଣ ପାଇଁ ଅଭିନୟ ଛାଡ଼ିପାରନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖରାପ ଖବର । କାରଣ ଅଭିନୟ ଛାଡିବାକୁ ଯାଉଛନ୍ତି ଖିଲାଡି କୁମାର ଅକ୍ଷୟ । ସୋସିଆଲ ମିଡିଆରେ ଏବେ ଏମିତି କିଛି କଥା ଜୋରଦାର ଚର୍ଚ୍ଚା…

ଲାଇଭ୍ ଟ୍ରେଡିଂ ସେଶନ୍ କରିବେ NSE-BSE: ମାର୍ଚ୍ଚର ପ୍ରଥମ ଶନିବାର ବନ୍ଦ ହେବନି ଷ୍ଟକ ମାର୍କେଟ୍

ନୂଆଦିଲ୍ଲୀ: ଆସନ୍ତାକାଲି ମାର୍ଚ୍ଚର ପ୍ରଥମ ଶନିବାରରେ ଖୋଲା ରହିବ ଷ୍ଟକ ମାର୍କେଟ । ଜାତୀୟ ଷ୍ଟକ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE) ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଏକ ଲାଇଭ୍ ଟ୍ରେଡିଂ ସେଶନ୍ ।…

ପ୍ରତିଜ୍ଞା ଭୁଲିବନି ହାର୍ଦ୍ଦିକ, ନଚେତ୍… ଷ୍ଟାର ଅଲରାଉଣ୍ଡରଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦୁନିଆର ଫାଷ୍ଟ ବୋଲିଂ ଅଲରାଉଣ୍ଡର ତାଲିକାରେ ଖୁବ ଆଗରେ ରହିଛନ୍ତି । ଅନେକ ସମୟରେ ଦଳକୁ ନିଜ ଅଲରାଉଣ୍ଡର ଭୂମିକାରେ ସେ ବିଜୟୀ କରାଇଛନ୍ତି ।…

ବଡ଼ ଖବର; IPS ସ୍ତରରେ ଅଦଳବଦଳ: ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇପିଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପକ କୁମାର ପୂର୍ବାଞ୍ଚଳ ଆଇଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ସତ୍ୟବ୍ରତ ଭୋଇଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ପଦବୀ ପ୍ରଦାନ…

PayTm Payments Bank ଉପରେ ଲାଗିଲା ବଡ଼ ଜରିମାନା: ମନି ଲଣ୍ଡ୍ରିଙ୍ଗ ମାମଲାରେ ସର୍ଭିସ ଆକ୍ସନ ନେଲା FIU-IND

ନୂଆଦିଲ୍ଲୀ: ଅନଲାଇନ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ସଂକଟ ଥମିବାର ନାଁ ନେଉନି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବଡ଼ ଆମାଉଣ୍ଟର ଜରିମାନା ଲଗାଇଛନ୍ତି ସରକାର । ମନି ଲଣ୍ଡ୍ରିଙ୍ଗ…

ପୃଥିବୀରୁ ଲୋପ ପାଇଯିବ କି Y Chromosome? ନଷ୍ଟ ହୋଇଯିବ ପୃଥିବୀ ଜାତି! ରିପୋର୍ଟରୁ ହେଲା ମହାଖୁଲାସା

ଓଡ଼ିଶା ଭାସ୍କର: ପୃଥିବୀରୁ ଦିନେ ପୁରୁଷ ଜାତି ହିଁ ଲୋପ ପାଇଯିବ । ଏକଥା ଶୁଣିବା ଖୁବ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏକ ରିପୋର୍ଟରେ ଦାବି କରାଯାଉଛି ଯେ, ଭବିଷ୍ୟତରେ ପୃଥିବୀରୁ ପୁରୁଷ ଶେଷ ହୋଇଯିବ । ପିଲାର ଲିଙ୍ଗ…

ପୁଣିଥରେ କ୍ରିକେଟରେ Match Fixing ମାମଲା: ମୁହଁ ଖୋଲିଲେ IPL ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ଜଗତରେ ମ୍ୟାଚ ଫିକ୍ସିଙ୍ଗ ଭଳି ମାମଲା ସାମନାକୁ ଆସିଛି । ଏ ନେଇ IPL ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଶ୍ରୀବତ୍ସ ଗୋସ୍ୱାମୀ ଏକ ବଡ଼ ଦାବି କରିଛନ୍ତି । କୋଲକାତା ଲିଗ୍ କ୍ରିକେଟରେ…

Defence କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ: ୪୦ ହଜାର କୋଟି ଟଙ୍କାର ଡିଲ୍ କଲେ ମୋଦୀ ସରକାର

ନୂଆଦିଲ୍ଲୀ: ସଶସ୍ତ୍ର ବଳର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହା ମଧ୍ୟରେ କେନ୍ଦ୍ର ସରକାର ମୋଟ ୩୯,୧୨୫ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରମୁଖ ରକ୍ଷା ଅଧିଗ୍ରହଣ…

ଅଟା-ଚାଉଳ ପରେ ଶସ୍ତାରେ ଡାଲି ଯୋଗାଇବେ ସରକାର: କେତେ ଟଙ୍କାରେ ମିଳିବ ‘ଭାରତ ମସୁର ଡାଲି’?

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡ଼ ପାଇଁ ସାଧାରଣ ଜନତା ଚିନ୍ତାରେ ରହିଛନ୍ତି । ଏହା ଭିତରେ ଡାଲି ଦର ମଧ୍ୟ ଖୁବ ଅଧିକ ରହିଛି । ଏହି ସମସ୍ୟା ସମାଧାନ ପାଇଁ ସରକାର ଲୋକଙ୍କୁ ଆଉ ଏକ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି…