fbpx

Big Breaking; ନୂଆ ଜିଲ୍ଲା ପାଇବନି ଓଡ଼ିଶା! ଜିଲ୍ଲା ଗଠନ ଘୋଷଣା ଉପରେ ଲାଗିଲା ଅଙ୍କୁଷ

କଟକ: ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଅଙ୍କୁଷ ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ । ରାଜ୍ୟ ସରକାରଙ୍କ ଏହି ଯୋଜନା ଏବେ ସ୍ୱପ୍ନରେ ରହିଯିବ ବୋଲି ମନେ ହେଉଛି । ଉଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ ରାଜ୍ୟରେ ନୂଆ ଜିଲ୍ଲା…

ମାଗଣା ଚା’…. ରୋକି ପାରିବ କି ସଡ଼କ ଦୁର୍ଘଟଣା? ‘ନବୀନ’ ଯୋଜନାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାତିରେ ରାଜମାର୍ଗ ଦେଇ ଯାତାୟତ କରୁଥିବା ଟ୍ରକ ଡ୍ରାଇଭରମାନଙ୍କୁ ଦିଆଯିବ ମାଗଣା ଚା' । ଏ ନେଇ…

ମାସ୍କ ଲଗାଇବା ସମୟ ଆସିଗଲା! ଆସୁଛି କରୋନାର ନୂଆ ଲହର? ଶୁଣନ୍ତୁ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ବିଶ୍ୱ ପୁଣିଥରେ ଏବେ ଚିନ୍ତା ବଢାଇଛି । ଦେଶର ବିଭିନ୍ନ ରାଜ୍ୟରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ବେଳେଆଗାମୀ ପରିସ୍ଥିତିକୁ ନେଇ ଲୋକେ ଏବେ ଭୟଭୀତ ହୋଇଛନ୍ତି । ଓମିକ୍ରନ…

(Video) ପଡ଼ିବ ହାତଗଣ୍ଠି, ବାଜିବ ସାହାନାଇ: ଦ୍ୱିତୀୟ ବିବାହ କରିବେ ସାଂସଦ ଅନୁଭବ ମହାନ୍ତି…

ଭୁବନେଶ୍ୱର: ଓଲିଉଡ ଷ୍ଟାର କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଅନୁମତି ମିଳିସାରିଛି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କକୁ ଶେଷ କରିବାକୁ ପ୍ରସ୍ତୁତ ଦୁଇ…

(Video) ଆପଣ ଆସିଲେ ‘ରାମ ସିୟା ରାମ…’ ବାଜୁଛି: ଆଫ୍ରିକି ବ୍ୟାଟରଙ୍କୁ ଚିଡ଼ାଇଲେ ରାହୁଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରି ସିରିଜ ଜିତିଛି ଟିମ ଇଣ୍ଡିଆ । ଦିନିକିଆ ସିରିଜକୁ ୨-୧ରେ ଜିତି ଅଧିନାୟକ କେ.ଏଲ ରାହୁଲ ମଧ୍ୟ ଏକ ବଡ଼ ଉପଲବ୍ଧି ହାସଲ…

କୋଣାର୍କ ଯିବା ବାଟରେ ଓଲଟିଲା ଭ୍ୟାନ୍: ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ

କୋଣାର୍କ: କୋଣାର୍କ ବୁଲିବାକୁ ଯିବା ବାଟରେ ଏକ ବଡ଼ ଧରଣ ଦୁର୍ଘଟଣା ଘଟି ଯାଇଛି । ଜୁଣେଇ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଏକ ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ…

ଆଜିଠାରୁ ୩୯ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର: ସରକାର ଦେଲେ ନୂଆବର୍ଷ ଉପହାର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଉପହାର ଭେଟି ଦେଇଛନ୍ତି ସରକାର । ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ…

ରେଳ ଧାରଣା ଉଡ଼ାଇଦେଲେ ନକ୍ସଲ: ଅଟକି ରହିଛି ୨୦ଟି ଟ୍ରେନ

ରାଉରକେଲା: ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ନକ୍ସଲଙ୍କ ହିଂସାକାଣ୍ଡ । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ସ୍ଥାନୀୟ ମନୋହରପୁର ନିକଟ ବିରୁୱାରେ ରେଳ ଧାରଣାକୁ ଉଡ଼ାଇ…

(Video) ମାଙ୍କଡ଼ରୁ ମଣିଷ ଜାତିର ବିକାଶ: AI ଦେଖାଇଲା ଭବିଷ୍ୟତର ମାନବ ସମାଜ

ନୂଆଦିଲ୍ଲୀ: ମାଙ୍କଡ଼ରୁ ହିଁ ମଣିଷର ଜନ୍ମ ବୋଲି ଇତିହାସ ଏବଂ ଗ୍ରନ୍ଥ ଇତ୍ୟାଦିରୁ ଆମର ବିଶ୍ୱାସ ରହିଛି । ସମୟ ଏବଂ ଆବଶ୍ୟକତା ଅନୁସାରେ, ମଣିଷର ଶରୀରର ଆକୃତି ଏବଂ ମାନସିକତାରେ ମଧ୍ୟ ପରିବର୍ତ୍ତନ ହୋଇଛି । ମାଙ୍କଡ଼ରୁ…

Diabetes ରୋଗୀଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ: ରିସର୍ଚ୍ଚରୁ ହେଲା ବଡ଼ ଖୁଲାସା

ଭାରତରେ ଡାଇବେଟିସ୍ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଛି । ଏହି ରୋଗର ରୋଗୀଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି । ଏବେ ମଧୁମେହ ସମ୍ବନ୍ଧରେ ଏକ ନୂଆ ରିସର୍ଚ୍ଚ ବାହାରିଛି, ଯେଉଁଥିରେ କୁହାଯାଇଛି ଯେ ମଧୁମେହ…