fbpx

RCBକୁ ଠକିଦେଲେ ଅକ୍ସନର ମଲ୍ଲିକା! ନିଲାମୀରେ ବଡ଼ ଭୁଲ, ବାଙ୍ଗାଲୋରକୁ ୨୦ ଲକ୍ଷ ଟଙ୍କାର ଝଟକା

ନୂଆଦିଲ୍ଲୀ: ଦୁବାଇରେ ଜାରି ରହିଛି ଆଇପିଏଲ-୨୦୨୪ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ଅକ୍ସନର ଭାବରେ ଜଣେ ମହିଳା ଦାୟିତ୍ୱ ତୁଲାଉଛନ୍ତି । ମଲ୍ଲିକା ସାଗରଙ୍କୁ ଚଳିତବର୍ଷ ଏହି…

IPL-2024 Auctionରେ ବିକ୍ରି ହେଲେନି ସ୍ମିଥ୍-ଇଂଲିଶ: ଭାରତର ଏହି ସୁପରଷ୍ଟାରଙ୍କୁ ବି ମିଳିଲାନି ଦଳ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ମିନି ଅକ୍ସନ ଦୁବାଇରେ ଆରମ୍ଭ ହୋଇଯାଇଛି । ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ଇତିହାସ ସୃଷ୍ଟି କରିଛନ୍ତି । ଏହାବ୍ୟତୀତ…

CSK ଦଳରେ ସାମିଲ ହେଲେ ‘ରାଇନା’: ୪୨ ଗୁଣ ଅଧିକ ଟଙ୍କା ଦେଇ କିଣିଲା ସୁପର କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ ଅକ୍ସନରେ ଚେନ୍ନାଇ ସୁପର କିଙ୍ଗସ ସହ ସାମିଲ ହୋଇଛନ୍ତି ‘ରାଇନା’ । ଏହି ଖେଳାଳିଙ୍କୁ ସାମିଲ କରିବା ପାଇଁ ଚେନ୍ନାଇ ୮.୪୦ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଚଳିତବର୍ଷ ଚେନ୍ନାଇରେ ସାମିଲ…

IPL Auction-2024 ଭିତରେ ଡେବ୍ୟୁ କଲେ ରିଙ୍କୁ: ଟି-୨୦ ପରେ ଦିନିକିଆରେ ସାମିଲ

ନୂଆଦିଲ୍ଲୀ: ଆଜି ଦୁବାଇରେ ଆଇପିଏଲ-୨୦୨୪ ନିଲାମ ପ୍ରକ୍ରିୟା ଜାରି ରହିଛି । ଅନ୍ୟ ପକ୍ଷରେ ଆଜି ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତ…

ଦେଶରେ Lock ହୋଇଯିବ ୬୦ ପ୍ରତିଶତ ଆଧାର କାର୍ଡ! ତାଲିକାରେ ଆପଣଙ୍କ ନାଁ ଅଛି କି?

ନୂଆଦିଲ୍ଲୀ: ଖୁବଶୀଘ୍ର ଲକ୍ ହୋଇପାରେ ପ୍ରାୟ ଦେଶର ୬୦ ପ୍ରତିଶତ ଆଧାର କାର୍ଡ । ଏହାପରେ କୌଣସି କାର୍ଯ୍ୟ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହି ଖବରକୁ ଅଣଦେଖା କରିବା ଆପଣଙ୍କ ପାଇଁ ଖୁବ ମହଙ୍ଗା…

IPL-2024ରେ ଶାର୍ଦ୍ଦୁଳଙ୍କ ଘରବାହୁଡ଼ା: ସହ ସାମିଲ ହେଲେ ବିଶ୍ୱକପର ୨ ସୁପରଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ୨ ବର୍ଷ ପର୍ଯ୍ୟନ୍ତ ନିଜ ଦଳରୁ ଦୂରେଇ ରହିବା ପରେ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣି ଥରେ ନିଜ ଘରକୁ ଫେରିଛନ୍ତି । ୨ ବର୍ଷ ପରେ ଆଉଥରେ ୟେଲୋ ଜର୍ସିରେ ନଜର ଆସିବେ ଶାର୍ଦ୍ଦୁଳ ଠାକୁର । ୨୦୨୨…

ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କାର ବର୍ଷା: ୨୪.୭୫ କୋଟିରେ କିଣିଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି । ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ କିଛି ସମୟ ପୂର୍ବରୁ ଆଇପିଏଲ ଇତିହାସରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ହୋଇଥିଲେ । କିନ୍ତୁ…

ଅକ୍ସନ ପୂର୍ବରୁ ବଡ଼ ଖବର: IPL-2024 ରୁ ନାମ ଫେରାଇ ନେଲେ ୩ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆସନ୍ତାକାଲି ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଏହି ନିଲାମୀରେ ମୋଟ ୩୩୩ ଖେଳାଳିଙ୍କ ନାମ ଚୟନ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଅକ୍ସନର…

କମେଡି ଷ୍ଟାରଙ୍କୁ ଗନ୍ ପଏଣ୍ଟରେ ଅଟକାଇଲେ ଦୁର୍ବୃତ୍ତ: ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ ସନ୍ଦୀପ ଶର୍ମାଙ୍କୁ ଗନ୍ ପଏଣ୍ଟରେ ରଖିବା ନେଇ ଖବର ଜାଣିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏ ନେଇ ସୂଚନା ଦେଇଛନ୍ତି ସନ୍ଦୀପ । ତେବେ ଏହି ମାମଲା ନେଇ…

ଭୟାନକ ରୂପ ନେଉଛି ନୂଆ Covid ଭାରିଆଣ୍ଟ: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସତର୍କବାଣୀ

ନୂଆଦିଲ୍ଲୀ:ଦେଶରେ ପୁଣିଥରେ ମୁଣ୍ଡ ଟେକିଛି କରୋନାର ନୂଆ ଭାଇରସ । ଏ ନେଇ କେନ୍ଦ୍ର ସରକାରଙ୍କ ତରପରୁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ରାଜ୍ୟର ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…